ଅନୁସନ୍ଧାନ କରୁଥିବା ବର୍ଗ

ଜଗତସିଂହପୁର

କେବେ ବଦଳିବ ଶିଆଳି ବେଳାଭୂମିର ଚିତ୍ର ?

ଏରସମା: ଏରସମା ବ୍ଲକରେ ପଦ୍ମପୁର ପଞ୍ଚାୟତର ସମୁଦ୍ର ତଟବର୍ତୀ ଶିଆଳି ବେଳାଭୂମିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୬ରେ ପର୍ଯ୍ୟଟନକେନ୍ଦ୍ରର ମାନ୍ୟତା ଦିଆଯାଇଥିଲା। ସମୁଦ୍ରର ଘନନୀଳ ଢେଉରାଶିକୁ ଲାଗି ବିସ୍ତୀର୍ଣ୍ଣ ହାୱାଖାନା ଜଙ୍ଗଲର ପ୍ରାକୃତିକ ପରିବେଷ୍ଟନୀ, ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ…
ଅଧିକ ଖବର ଦେଖନ୍ତୁ...

ତିର୍ତ୍ତୋଲ ଏସିଡ୍ ମାଡ଼ ଘଟଣା: ଦୁଇ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୫ ହଜାର ଟଙ୍କା ଲେଖାଁଏ ଜରିମାନା

ଜଗତସିଂହପୁର: ତିର୍ତ୍ତୋଲ ଏସିଡ୍ ମାଡ଼ ଘଟଣାର ଦୁଇ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୫ ହଜାର ଟଙ୍କା ଲେଖାଁଏ ଜରିମାନା ଦଣ୍ଡାଦେଶ ମିଳିଛି।  ଏହି ରାୟ ଶୁଣାଇଛନ୍ତି ଜଗତସିଂହପୁର ସହକାରୀ ଜିଲ୍ଲା ଦୌରାଜଜ୍ (ମହିଳା କୋର୍ଟ)। ପ୍ରକାଶଥାଉକି, ୨୦୦୯ ମସିହା ଏପ୍ରିଲ ୧୮…
ଅଧିକ ଖବର ଦେଖନ୍ତୁ...

ମେଗା ପାନୀୟ ଜଳ ପ୍ରକଳ୍ପ ଶୋଷ ମେଣ୍ଟାଇବ ତ? ବିନା ଚେକ୍‌ ଡ୍ୟାମ୍‌ ଓ ଭୂତଳ ସର୍ଭେକ୍ଷଣରେ ପ୍ରକଳ୍ପ !

ଜଗତସିଂହପୁର ସଦର: ଜଗତସିଂହପୁର ଜିଲ୍ଲାର ଏରସମା, ନାଉଗାଁ ଓ ବାଲିକୁଦା ବ୍ଲକ୍‌ର ପାନୀୟ ଜଳ ସଂକଟ ଦୂର ପାଇଁ ଦେବୀଦୋଳ ଠାରେ ସରକାର ଏକ ବୃହତ୍‌ ଜଳଯୋଗାଣ ପ୍ରକଳ୍ପ କାମ ଆରମ୍ଭ କରିଛନ୍ତି। ଏଥିପାଇଁ ଦେବୀନଦୀ ପଠାରେ ଏକ ବୃହତ୍‌ ବୋରିଙ୍ଗ୍‌ କରାଯାଇଛି। ଏହାର ଗଭୀରତା ୧ ହଜାର ଫୁଟରୁ ଅଧିକ…
ଅଧିକ ଖବର ଦେଖନ୍ତୁ...

ବିଶ୍ବ ମାତୃଦିବସ: ୮୮ ବର୍ଷୀୟା ମା’ଙ୍କ ସେବା କରୁଛନ୍ତି ସନ୍ନ୍ୟାସୀ ପୁଅ

ବାଲିକୁଦା : ସାରା ବିଶ୍ବରେ ପାଳିତ ହେଉଛି ବିଶ୍ବ ମାତୃ ଦିବସ। ମା’ ସହ ଫଟୋ ଉଠାଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଛାଡ଼ି ନିଜକୁ କୃତ୍ୟକୃତ୍ୟ ମନେକରୁଛନ୍ତି। ଏଭଳି ସମୟରେ ଘର ଛାଡ଼ିଥିବା ଜଣେ ସନ୍ନ୍ୟାସୀ ୮୮ ବର୍ଷୀୟା ତାଙ୍କ ମା’ଙ୍କ ସେବା କରିବାର ଚିତ୍ର ସାମ୍‌ନାକୁ ଆସିଛି। ବଡ଼ଚଣା ବ୍ଲକ…
ଅଧିକ ଖବର ଦେଖନ୍ତୁ...

୭୫ ବର୍ଷର ତରିକୁନ୍ଦ ହାଇସ୍କୁଲ ଦୁର୍ଦ୍ଦିନରେ, ହୀରକ ଜୟନ୍ତୀ ପାଳନ ପୂର୍ବରୁ ବିକାଶକୁ ଗୁରୁତ୍ବ ଦିଆଯାଉ

ଗୋପାଳପୁର: ଜଗତସିଂହପୁର ଜିଲ୍ଲାର ସର୍ବପୁରାତନ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରୁ ତରିକୁନ୍ଦ ହାଇସ୍କୁଲ ଅନ୍ୟତମ ପ୍ରତିଷ୍ଠିତ ବିଦ୍ୟାଳୟ। ଚଳିତ ବର୍ଷ ଏହି ଶିକ୍ଷାନୁଷ୍ଠାନର ୭୫ବର୍ଷ ପୂର୍ତ୍ତିରେ ‘ହୀରକ ଜୟନ୍ତୀ’ ପାଳନ ପାଇଁ ପୁରାତନ ଛାତ୍ର ସଂସଦ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

୧୩ ସଂଗଠନର ପ୍ରତିନିଧିଙ୍କୁ ଢିଙ୍କିଆରେ ବିରୋଧ

କୁଜଙ୍ଗ : ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ଅଞ୍ଚଳ ଢିଙ୍କିଆଠାରେ ୧୩ଟି ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳର ପ୍ରତିନିଧିଙ୍କୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ସ୍ଥାନୀୟ ଲୋକେ ବିରୋଧ କରିବାରୁ ସେମାନେ ଭୁବନେଶ୍ବର ଘଟଣାସ୍ଥଳ ପରିଦର୍ଶନ କରିନପାରି ଫେରିଯିବାକୁ ବାଧ୍ୟ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଶାରଳା ପୀଠ ଅବ୍ୟବସ୍ଥା-୭, ଆଜିଠୁ ଚନ୍ଦନଯାତ୍ରା, ଦୋକାନ ଆଢ଼ୁଆଳରେ ଚାପଖେଳ କାହିଁକି?

ଜଗତସିଂହପୁର: ପବିତ୍ର ଅକ୍ଷୟ ତୃତୀୟା ଆଉ ଗୋଟିଏ ଦିନ(ବୁଧବାର) ବାକି ଥିବା ବେଳେ ପରିବର୍ତନର ଆଭାସ ଦେଇଥିବା ଶାରଳାପୀଠ ସଂପ୍ରସାରଣ କାର୍ଯ୍ୟ ନିମନ୍ତେ ଚଳଚଞ୍ଚଳ ହୋଇ ଉଠିଛି। ଏଠାରୁ ଦାରୁ ସଂଗ୍ରହ ବେଳେ ୨୦୧୫ରେ ପ୍ରଶାସନର ଯେପରି ତତ୍ପରତା ପ୍ରକାଶ ପାଇଥିଲା ଏଥର ମଧ୍ୟ ୫-ଟି ସଚିବଙ୍କ…
ଅଧିକ ଖବର ଦେଖନ୍ତୁ...

ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ!

ଜଗତସିଂହପୁର: ପାରାଦୀପ ଅଭୟଚାନ୍ଦପୁର ଥାନାରେ ରାତିରେ ଏକ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।  ମୃତକ  ହେଲେ ବୃନ୍ଦାବନ କଲୋନିରେ ରହୁଥିବା ମନୋରଂଜନ ବରି। ତାଙ୍କୁ କେଉଁ ମାମଲାରେ ପୁଲିସ ଉଠାଇ ନେଇଥିଲା ଓ କେମିତି ତାଙ୍କର ମୃତ୍ୟୁ ହେଲା ଏହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହି ।…
ଅଧିକ ଖବର ଦେଖନ୍ତୁ...

ସମସ୍ୟା ଘେରରେ ୬୦ ବର୍ଷର ଗଙ୍ଗଦାହାଟ, ଏ ଯାଏ ବାହାରୁନି ସମାଧାନ ବାଟ

ଗାରୋଇ: ସମସ୍ୟାରେ ପୋତି ‌ହୋଇପଡ଼ିଛି ୬୦ ବର୍ଷର ଗଙ୍ଗଦାହାଟ। ଅବହେଳା ଏହାର ପିଛା ଛାଡ଼ୁନି। ନାଉଗାଁ ବ୍ଲକ୍‌ ଡେରିକି ପଞ୍ଚାୟତରେ ଅବସ୍ଥିତ ବ୍ଲକ୍‌ର ଏହି ଅନ୍ୟତମ ପୁରୁଣା ହାଟର ଅବସ୍ଥା କହିଲେ ନ ସରେ। ପୁଳା ପୁଳା ସମସ୍ୟାରେ ଛନ୍ଦି ହୋଇପଡ଼ିଛି ସିନା, ସମାଧାନର ବାଟ କିନ୍ତୁ ବାହାରି…
ଅଧିକ ଖବର ଦେଖନ୍ତୁ...

ରଘୁନାଥପୁର ବ୍ଲକ୍‌ରେ ପିଇବା ପାଣି ସମସ୍ୟା ଉତ୍କଟ

ତାରପୁର: ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଥିବା ବେଳେ ନଦୀନାଳ ଘେରା ରଘୁନାଥପୁର ବ୍ଲକ୍‌ ଅଞ୍ଚଳରେ ପାନୀୟ ଜଳ ସଂକଟ ଅଞ୍ଚଳବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ବିଡ଼ମ୍ବନା ହେଲା ମହାନଦୀ କୂଳେକୂଳେ ଥିବା ଏକାଧିକ ଗାଁରେ ଏହି ଜଳକଷ୍ଟ ଯୋଗୁଁ ଜନସାଧାରଣ ଅତିଷ୍ଠ ହୋଇ ପଡ଼ିଛନ୍ତି। ପାନୀୟ…
ଅଧିକ ଖବର ଦେଖନ୍ତୁ...