ଯାଜପୁର: ଚଳନ୍ତା ଟ୍ରେନ୍‌ରୁ ସ୍ତ୍ରୀକୁ ଠେଲିଦେଲା ନିଷ୍ଠୁର ସ୍ୱାମୀ

ଯାଜପୁର: ଚଳନ୍ତା ଟ୍ରେନ୍‌ରୁ ସ୍ତ୍ରୀକୁ ରବିବାର ଜଣେ ନିଷ୍ଠୁର ସ୍ୱାମୀ ଠେଲି ଦେଇଛି। ସୂଚନା ଅନୁସାରେ ଯାଜପୁର ଜିଲ୍ଲାର ଯାଜପୁରରେଡ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଆଜି ସନ୍ଧ୍ୟାରେ ଘଟିଛି। ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ମହିଳାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର