ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ମାଫିଆଙ୍କ କବ୍‌ଜାରେ ବାଜବାଟି ପାହାଡ଼: ପାହାଡ଼ ପାଦଦେଶ ବେଆଇନ ତଡ଼ା ଚାଲିଛି

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନ ଆରୁହା, ବିଛାଖଣ୍ଡି ପାହାଡ଼ ଭଳି ବାଜବାଟି ପାହାଡ଼କୁ ମଧ୍ୟ ମାଫିଆମାନେ ନିଜ କବ୍‌ଜାକୁ ନେଇଯାଇଛନ୍ତି। ପାହାଡ଼ର ପାଦଦେଶକୁ ବେଆଇନ ଭାବେ ତାଡ଼ିବା ସହିତ ନିୟମିତ ଭାବେ ଦୈନିକ ୧୫ହଜାର ଟନ୍ କଳାପଥର ଚୋରାଚାଲାଣ ଚାଲିଛି। ସୂଚନା ଅନୁସ‌ାରେ,…
ଅଧିକ ଖବର ଦେଖନ୍ତୁ...

ଯଜ୍ଞମଣ୍ଡପ ବୁଲିଲେ, ଲୋକଙ୍କୁ ଭେଟିଲେ କୋରେଇ ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସନାୟକ

ବୈତରଣୀରୋଡ: ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଳିତ ହୋଇଛି। ବିଭିନ୍ନ ଦେବୀ ମନ୍ଦିରରେ ବିଶ୍ବଶାନ୍ତି ମହାଯଜ୍ଞ ଓ ମହାବୀର ମନ୍ଦିରରେ ହନୁମାନ ଜୟନ୍ତୀ ପାଳିତ ହୋଇଥିଲା। ଏହି ଅବସରରେ ବିଜେପି ବିଧାୟକ ପ୍ରାର୍ଥୀ ଆକାଶ…
ଅଧିକ ଖବର ଦେଖନ୍ତୁ...

ମୁଗଚାଷ ପ୍ରୋତ୍ସାହନ ପ୍ରହସନ: ୨୩୬୦ କୁଇଣ୍ଟାଲ ବିହନ ବାଣ୍ଟିଲେ କାହାକୁ?

ଯାଜପୁର/ଟାଉନ/ଦଶରଥପୁର/ବରୀ: ଚଳିତ ବର୍ଷ ରବି ଋତୁରେ ଯାଜପୁର ଜିଲ୍ଲାରେ ରାଜ୍ୟ ସରକାରଙ୍କ ସହାୟତାରେ ୧୨ହଜାର ହେକ୍ଟର ଜମିରେ ମୁଗଚାଷ କରାଯାଇ ଚାଷୀଙ୍କୁ ୨୩୬୦ କୁଇଣ୍ଟାଲ ଉନ୍ନତ ବିହନ ବଣ୍ଟନ କରାଯାଇଥିବା କାଗଜପତ୍ରରେ ଦର୍ଶାଯାଇଛି। ଏହି କାର୍ଯ୍ୟକୁ ସିଆରଏଫଏମ ସ୍ବେଚ୍ଛାସେବୀ ସଙ୍ଗଠନ…
ଅଧିକ ଖବର ଦେଖନ୍ତୁ...

ଦୋକାନା ଓ ଘରେ କଳାକନା ବୁଲାଇଲେ: ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

ପାଣିକୋଇଲି: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ବଡ଼ବିରୁହାଁ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଦୋକାନ ଓ ଘରୁ ଚୋରି ହୋଇଛି। ବଡ଼ବିରୁହାଁ ଗ୍ରାମର ନୀଳମାଧବ ପଣ୍ତା ଦୋକାନ ବନ୍ଦ କରି ରାତିରେ ଘରକୁ ଯାଇଥିଲେ। ରାତିରେ କେହି ଦୁର୍ବୃତ୍ତ ଦୋକାନ ସଟର ଭାଙ୍ଗି ପଶିବା ପରେ ନଗଦ ୪୦ ହଜାର…
ଅଧିକ ଖବର ଦେଖନ୍ତୁ...

ମାଫିଆଙ୍କ କବ୍‌ଜାରେ ଆରୁହା ପାହାଡ଼: ଦୈନିକ ୧୦ହଜାର ଟନ୍ ପଥର ଚୋରାଚାଲାଣ

ଯାଜପୁର: ଯାଜପୁରର ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ ଏବେ ମାଫିଆଙ୍କ କବ୍‌ଜାରେ। ଏଠାରୁ ଦୈନିକ ୧୦ହଜାର ଟନ୍ କଳାପଥର ଚୋରାଚାଲାଣ ହେଉଥିବା ଆକଳନ କରାଯାଇଛି। ନିର୍ବାଚନ କାର୍ଯ୍ୟରେ ସରକାରୀ କଳ ବ୍ୟସ୍ତ ରହିଥିବା ବେଳେ ଚୋରା କାରବାର ଚରମସୀମାରେ ପହଞ୍ଚିଛି। ଲଘୁ ଖଣିଜ ଚୋରି…
ଅଧିକ ଖବର ଦେଖନ୍ତୁ...

ମହୁମାଛି ଆକ୍ରମଣରେ ବୃଦ୍ଧ ମୃତ, ୪ ଅସୁସ୍ଥ

କଣ୍ଟିଗଡ଼ିଆ: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କଣ୍ଟିଗଡ଼ିଆ ପଞ୍ଚାୟତ ପିପଳିଡିହ ଗ୍ରାମରେ ଆଜି ମହୁମାଛି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣ ଆହତ ହୋଇଛନ୍ତି। ମୃତକ ଏହିଗ୍ରାମର ପ୍ରାକ୍ତନ ଓ୍ବାର୍ଡସଭ୍ୟ ଗଙ୍ଗାଧର ମହାପାତ୍ର(୭୨)। ସୂଚନା ଅନୁସାରେ ଆଜି ଗାଁ ଆରପଟ ନସିଡ଼ିପୁର…
ଅଧିକ ଖବର ଦେଖନ୍ତୁ...

ଧାନ କିଣାରେ ବଡ଼ଧରଣର ଦୁର୍ନୀତି ସନ୍ଦେହ: ରହସ୍ୟଘେରରେ ୧୩୮୭ କୁଇଣ୍ଟାଲ ଧାନ

ଯାଜପୁର: ପୂର୍ବବର୍ଷ ତୁଳନାରେ ୨୦୨୩-୨୪ ଖରିଫ ଋତୁରେ ଧାନ ଫସଲ ଭଲ ହୋଇଥିଲା। ଏହାସତ୍ତ୍ବେ ଯାଜପୁର ଜିଲ୍ଲାରେ ଏଥର ୧ଲକ୍ଷ ୬୪ ହଜାର ୩୨୨ କୁଇଣ୍ଟାଲ ଧାନ କମ୍ କିଣାଯାଇଛି। ଗତବର୍ଷ ୪୪ ହଜାର ଚାଷୀ ଧାନ ବିକ୍ରି କରିଥିବା ବେଳେ ଏଥର ୩୮ହଜାରରୁ କମ୍ ଚାଷୀ ଧାନ ବିକିଛନ୍ତି। ଧାନ କିଣା ହ୍ରାସ…
ଅଧିକ ଖବର ଦେଖନ୍ତୁ...

ଲାଓସରେ ଫସିଥିଲେ ୧୭ ଓଡ଼ିଆ ଶ୍ରମିକ: ଭାରତୀୟ ରାଷ୍ଟ୍ରଦୂତଙ୍କ ହସ୍ତକ୍ଷେପ ପରେ ଘରକୁ ଫେରିଲେ

ଭୁବନେଶ୍ବର: ଲାଓସରେ ଫସି ରହିଥିବା ୧୭ ଜଣ ଓଡ଼ିଆ ଶ୍ରମିକ ଓଡ଼ିଶା ଫେରିଛନ୍ତି। ଲାଓସରୁ ସେମାନେ ବ୍ୟାଙ୍ଗକକ୍‌ ବିମାନବନ୍ଦରରେ ପହଞ୍ଚିଲା ପରେ ସେଠାରୁ ପୁଣି ଏକ ଅନ୍ୟ ବିମାନରେ ଆଜି କୋଲକାତାରେ ପହଞ୍ଚି ଥିଲେ। ଓଡ଼ିଆ ଶ୍ରମିକମାନେ କୋଲକାତାରୁ ନିଜନିଜ ବ୍ୟବସ୍ଥାରେ ଘରକୁ ଫେରୁଛନ୍ତି। ଓଡ଼ିଆ…
ଅଧିକ ଖବର ଦେଖନ୍ତୁ...

ଦୁଇ ଜିଲ୍ଲାର ଲୋକଙ୍କୁ ଭରସା ବାଉଁଶ ପୋଲ: ଦୁଇଥର ଅବଧି ସରିଲାଣି, ସରୁନି ​କାମ

ଦଶରଥପୁର: ଶିଳାନ୍ୟାସର ୬ ବର୍ଷ ପରେ ବି ସରୁନି ସେତୁ କାର୍ଯ୍ୟ। ବ୍ୟୟ ଅଟକଳ ଥରକୁ ଥର ବଢ଼ିଚାଲିଛି। ଏଣେ ଲୋକେ ବାଉଁଶ ପୋଲ ଉପରେ ଭରସା କରି ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି। ଯାଜପୁର ଜିଲ୍ଲା ବିଂଝାରପୁର ପୂର୍ତ୍ତ ବିଭାଗ ଅଧୀନ ମଙ୍ଗଳପୁର ସେକ୍ସନ ଅନ୍ତର୍ଗତ  ବୈତରଣୀ ନଦୀର…
ଅଧିକ ଖବର ଦେଖନ୍ତୁ...

ଆଜି ପବିତ୍ର ମହାବାରୁଣୀ ସ୍ନାନ: ଦଶାଶ୍ୱମେଧ ଘାଟ ଓ ରୁଷିକୂଲ୍ୟା ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର: ଆଜି ପବିତ୍ର ମହାବାରୁଣୀ ସ୍ନାନ। ଯାଜପୁରର ବୈତରଣୀ ନଦୀ କୂଳ ପବିତ୍ର ଦଶାଶ୍ୱମେଧ ଘାଟଠାରେ ବାରୁଣୀ ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ସକାଳ ୭ଟା ୯ ମିନିଟରୁ ଦିନ ୧୨ଟା ୫୭ ମିନିଟ ପର୍ଯ୍ୟନ୍ତ ଶୁଭଯୋଗ ସମୟ ନିର୍ଘଣ୍ଟ ହୋଇଛି। ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁ ବୁଡ଼…
ଅଧିକ ଖବର ଦେଖନ୍ତୁ...