ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

୫-ଟି ବିଦ୍ୟାଳୟ ଛାତରୁ ଖସିଲା ସିଲିଂ

ଛତିଆ: ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ମାତ୍ର ୩ ମାସ ତଳେ ରୂପାନ୍ତରୀକରଣ ହୋଇଥିବା ବିଦ୍ୟାଳୟର ଶ୍ରେଣୀଗୃହ ସିଲିଂ ଖସିପଡ଼ିଛି। ବଡ଼ଚଣା ବ୍ଲକ୍‌ କଳକଳା ସରକାରୀ ଉଚ୍ଚବିଦ୍ୟାଳୟ ଶାଳପଡ଼ାରେ ଏହି ଅଘଟଣ ଘଟିଛି। ଆଜି ଶୁକ୍ରବାର ସ୍କୁଲ ଖୋଲିଲା ବେଳକୁ ଇ-ପାଠାଗାର ଛାତ ଉପରୁ ସିଲିଂ ଭୁଶୁଡ଼ି…
ଅଧିକ ଖବର ଦେଖନ୍ତୁ...

କାଠଗାଡ଼ି ଜବତ, ଡ୍ରାଇଭର ଅଟକ

ଯାଜପୁରସଦର: ଯାଜପୁର ସଦର ଥାନା ସାହସପୁର ଅଞ୍ଚଳରୁ ବେଆଇନ କାଠ ଚାଲାଣ ହେଉଥିବା ଏକ ପିକଅପ୍ ଭ୍ୟାନ୍‌କୁ ପୁଲିସ ଜବତ କରିଛି। ଗତକାଲି ରାତିରେ ଯାଜପୁର ସଦର ଥାନା ଏଏସଆଇ  ମନୋରଂଜନ ନାୟକ ରାତ୍ରି ପେଟ୍ରୋଲିଂ ସମୟରେ ଏକ ପିକଅପ୍ ଭ୍ୟାନ (ଓଆର-୦୪-୪୭୯୧)ରେ କିଛି କାଠ ଗଣ୍ଡି ଯାଉଥିବା…
ଅଧିକ ଖବର ଦେଖନ୍ତୁ...

ବସ୍ତିରେ ବର୍ଷାସାରା ଜଳ ସଙ୍କଟ

କାଳିଆପାଣି: ‌ପାନୀୟ ଜଳ ପାଇଁ ଗାଁ ମୁଣ୍ଡରେ ନଳକୂଅ ଖନନ ହୋଇଛି। ଜିଲ୍ଲା ଖଣିଜ ନ୍ୟାସ(ଡିଏମ୍‌ଏଫ୍‌) ପାଣ୍ଠି ଅନୁଦାନରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ସାଢ଼େ ୬ ଲକ୍ଷ ଟଙ୍କା ବ୍ୟୟରେ ସୌର ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା ହୋଇଛି। ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ…
ଅଧିକ ଖବର ଦେଖନ୍ତୁ...

କ୍ଷେତରେ ଟଳିପଡ଼ିଲେ ଚାଷୀ

କାଳିଆପାଣି : କାଳିଆପାଣି ଥାନା ଚିଙ୍ଗୁଡ଼ିପାଳ ଦେହୁରୀସାହିର ଅବସରପ୍ରାପ୍ତ ଓଏମସି ଖଣି ଶ୍ରମିକ ନିରଞ୍ଜନ ଦେହୁରୀ(୭୧)ଙ୍କର ଆଜି ଦେହାନ୍ତ ହୋଇଯାଇଛି। ଆଜି ସେ ନିଜ କ୍ଷେତରେ ଧାନତଳି ପକାଉଥିଲେ। ହଠାତ୍ ସେଠାରେ ଟଳି ପଡ଼ିଥିଲେ। ପୁଅ ତ୍ରିନାଥ ତାଙ୍କୁ ତୁରନ୍ତ ସୁକିନ୍ଦା ଗୋଷ୍ଠୀ…
ଅଧିକ ଖବର ଦେଖନ୍ତୁ...

ସୁନାଚେନ୍‌ ପାଇ ଫେରାଇଲେ କକନଷ୍ଟେବଳ

ଦଶରଥପୁର: ପ୍ରାୟ ୮୦ ହଜାର ଟଙ୍କାର ଏକ ସୁନାଚେନ୍‌ ପାଇବା ପରେ କାର୍ଯ୍ୟରତ ପୁଲିସ କନେଷ୍ଟବଳ ଜୀବନଜ୍ୟୋତି ବିଶ୍ୱାଳ ଏହାକୁ ଫେରାଇ ଦେଇଛନ୍ତି। ଗତ ୨୯ ତାରିଖ ବାହୁଡ଼ାଯାତ୍ରା ବୁଲିବାକୁ ଆସିଥିଲେ ଭଦ୍ରକ ଚରମ୍ପାସ୍ଥିତ ଭାଟିଆ ଗ୍ରାମର ଭରତ ଚନ୍ଦ୍ର ଓ ତାଙ୍କ ପତ୍ନୀ ସତ୍ୟଶ୍ରୀ। ପ୍ରବଳ ଭିଡ଼…
ଅଧିକ ଖବର ଦେଖନ୍ତୁ...

ଜାଲରେ ପଡ଼ିଲା ୩୦ କେଜିର ମାଛ

କବାଟବନ୍ଧ: ବ୍ରାହ୍ମଣୀ ନଦୀର ଜେନାପୁର ନିକଟରୁ ଆଜି ଧୀବରମାନେ ଏକ ୩୦ କେଜି ଓଜନର କଳାସାରଣ୍ଡ ମାଛ ଧରିଛନ୍ତି। ମାଛଟିକୁ ଧର୍ମଶାଳା ଜୋନ୍‌-୧୨ ବିଜେଡି ସଂଯୋଜକ ପ୍ରହଲ୍ଲାଦ ଲେଙ୍କା ୮ ହଜାର ଟଙ୍କା ଦେଇ କିଣିନେଇଥିଲେ। ଜେନାପୁର ପଞ୍ଚାୟତ ବରମପୁର ଗ୍ରାମର ରୁନୁଆ ଦଳେଇ ଓ ତାଙ୍କ ବାପା…
ଅଧିକ ଖବର ଦେଖନ୍ତୁ...

ଖାଦ୍ୟ ଅଭାବରୁ ମାଙ୍କିଡ଼ିଆ ଜନଜାତି ବ୍ୟକ୍ତିଙ୍କ ଜୀବନ ଗଲା !

କାଳିଆପାଣି  : ବାଟ ହୁଡ଼ିଛି ବିର‌‌ହୋଡ଼ ଜୁଆଙ୍ଗ ଉନ୍ନୟନ ଯୋଜନା(ବିଜେଡିଏ)। ଆଦିମ ଜନଜାତିଙ୍କ କଲ୍ୟାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲେ ମଧ୍ୟ ଖାଦ୍ୟ ଓ ଚିକିତ୍ସା ଅଭାବରୁ ଜଣେ ମାଙ୍କିଡ଼ିଆ ଜନଜାତି ବ୍ୟକ୍ତିଙ୍କ ଜୀବନ ଯାଇଛି। ମୃତକ ଲକ୍ଷ୍ମଣ ମାଙ୍କିଡ଼ିଆ(୬୪)। ସେ ଭିକ…
ଅଧିକ ଖବର ଦେଖନ୍ତୁ...

୭ ବର୍ଷ ପରେ ନଗଡ଼ା…: କୋଟିକୋଟି ଖର୍ଚ୍ଚ, ବଦଳୁ ନାହାନ୍ତି ଲୋକ

କାଳିଆପାଣି : ୨୦୧୬ ନଭେମ୍ବର ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆପାଣି ଗସ୍ତରେ ଆସି ନଗଡ଼ାକୁ ଆଦର୍ଶ ଗାଁ କରାଯିବ ବୋଲି ଘୋଷଣା କରିଥିଲେ। ଏହାପରଠୁ ନଗଡ଼ା ଜୁଆଙ୍ଗମାନଙ୍କ ସାମାଜିକ ସଚେତନତା ପାଇଁ ୟୁନିସେଫ୍‌ ଏବଂ ବହୁ ସ୍ବେଚ୍ଛାସେବୀ ସଂଗଠନ (ଏନ୍‌ଜିଓ) ନିୟୋଜିତ…
ଅଧିକ ଖବର ଦେଖନ୍ତୁ...

ଜାମୁ ଗଛରୁ ପଡି ବାଳକ ମୃତ

ଦଶରଥପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିନସ୍ଥ ବିରିପଟା ଗ୍ରାମର ଗୌତମ ମଲ୍ଲିକଙ୍କ ପୁଅ ସୁମନ୍ତ ମଲ୍ଲିକ(୧୨)ଙ୍କ ଅକାଳ ବିୟୋଗ ହୋଇଯାଇଛି। ସେ ଗୁରୁବାର ନିଜ ଘର ନିକଟରେ ଥିବା ଜାମୁ ଗଛରୁ କୋଳି ତୋଳିବା ନିମନ୍ତେ ଗଛକୁ ଚଢି ଥିବାବେଳେ ଅସାବଧାନତାବଶତଃ ଗଛରୁ ଖସି ପଡିଥିଲେ। ତଳେ ଖସି…
ଅଧିକ ଖବର ଦେଖନ୍ତୁ...

କନ୍ଦାଉଛି ପରିବା ଦର, ଖାଉଟି ଛଟପଟ

ଯାଜପୁର: ଗ୍ରାମାଞ୍ଚଳରେ ଶୀତଳଭଣ୍ଡାର ସୁବିଧା ନଥିବାରୁ ଚାଷୀ ସେମାନଙ୍କ ଦ୍ବାରା ଉତ୍ପାଦିତ ପନିପରିବା ଅଧିକ ଦିନ ରଖିବାର ସୁଯୋଗ ନାହିଁ। ଅଧିକ ଅମଳ ସମୟରେ ଅଭାବୀ ବିକ୍ରି ତ ପୁଣି ତିରୋଟ ସମୟରେ ଦର ଅଧିକ ​ଏକ ନିୟମିତ ଧାରା​ରେ ପରିଣତ ହୋଇଛି। ମାତ୍ର ଏହି ସମସ୍ୟାର ସମାଧାନ ପାଇଁ…
ଅଧିକ ଖବର ଦେଖନ୍ତୁ...