ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ପୁତୁରାର ଠେଙ୍ଗାମାଡ଼ରେ ଦାଦାଙ୍କ ମୃତ୍ୟୁ

ଦଶରଥପୁର: ଜମିଜମା ବିବାଦକୁ କେନ୍ଦ୍ର କରି ପୁତୁରାର ଠେଙ୍ଗାମାଡ଼ରେ ଦାଦା ବାଲିପଦା ଗ୍ରାମର ସିଦ୍ଧେଶ୍ବର ସାହୁ (୭୫)ଙ୍କ ମୃତ୍ୟୁ ହୋଇଛି। ପୁଲିସ ଏ ଘଟଣାରେ ଅଭିଯୁକ୍ତ ପୁତୁରା ସେହି ଗ୍ରାମର ହରେକୃଷ୍ଣ ସାହୁ (୪୨) କୁ ଗିରଫ କରିଛି। ଉଭୟ ପରିବାର ମଧ୍ୟ ଜମିଜମା ଘଟଣାକୁ ନେଇ ବିବାଦ…
ଅଧିକ ଖବର ଦେଖନ୍ତୁ...

ବିରଜା ମନ୍ଦିରରେ ଧସେଇ ପଶିଲେ ବିଦେଶୀ: ବେଢ଼ା ଭିତରେ ବୁଲିଲେ

ଯାଜପୁରସଦର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ କଟକଣା ରହିଥିବା ବେଳେ ଆଜି ୩ଜଣ ବିଦେଶୀ ପର୍ଯ୍ୟଟକ ଧସେଇ ପଶିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ପୂର୍ବାହ୍ନରୁ ୩ ଜଣ ବିଦେଶୀ ନାଗରିକ (ଦୁଇ ମହିଳା ଓ ଜଣେ ଯୁବକ) ମନ୍ଦିରକୁ ପ୍ରବେଶ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ପାଇଁ ହସ୍‌ପିଟାଲ ଯାଇଥିବା ବିଚାରାଧୀନ କଏଦୀ ଖାଇବା ସମୟରେ ହୋଟେଲ୍‌ରୁ ଫେରାର୍‌

ଯାଜପୁର: କୋରେଇ ବ୍ଲକ୍‌ ରଗଡ଼ିସ୍ଥିତ ଯାଜପୁରରୋଡ ଉପକାରାଗାରରୁ ଚିକିତ୍ସା ପାଇଁ ହସ୍‌ପିଟାଲ ଯାଇଥିବା ବିଚାରାଧୀନ କଏଦୀ ହୋଟେଲ୍‌ରେ ଖାଇବା ସମୟରେ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଛି। ଘଟଣାକୁ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ପୁଲିସ ଠାବ କରିପାରି ନାହିଁ। ପୁଲିସ ଆଗରୁ…
ଅଧିକ ଖବର ଦେଖନ୍ତୁ...

ପାଣିକୋଇଲି ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ: ୨ ଗୁରୁତର, ୨୫ରୁ ଉର୍ଦ୍ଧ୍ବ ଆହତ

ଜଳେଶ୍ଵର: ପଶ୍ଚିମବଙ୍ଗ ସୀମାନ୍ତ ଖଡିକା ବଜାରରୁ ଜଳେଶ୍ଵରର ଓଲମରା ଦେଇ ଭୁବନେଶ୍ୱର ଯାଉଥିବା ଓଡି୦୧ଏଏମ୩୮୫୯ ନମ୍ବରର କ୍ଷୀରଚୋରା ନାମକ ଯାତ୍ରୀବାହୀ ବସ୍ ଜାତୀୟ ରାଜପଥର ପାଣିକୋଇଲି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବସ୍ ର ଚାଳକ ଓ କଣ୍ଡକ୍ଟରଙ୍କୁ ମିଶାଇ ୨୫ ଜଣ ଆହତ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

କଡ଼ ଲେଉଟାଉଛି ବରୀ ରାଜନୀତି: ଦେବାଶିଷଙ୍କ ଉପସ୍ଥିତିରେ କମ୍ପନ

ଯାଜପୁର: ୨୦୧୯ ନିର୍ବାଚନ ପୂର୍ବରୁ ‘ଦଳଡିଆଁ’ ଯାଜପୁର ରାଜନୀତିକୁ ରୋଚକ ମୋଡ଼ ଦେଇଥିଲା। ଏଥର ତାହାର ପୁନରାବୃତ୍ତି ହେବାକୁ ଯାଉଛି। ବିଶେଷକରି ବରୀ ନିର୍ବାଚନମଣ୍ଡଳୀରେ ବିଜେଡିରେ ସର୍ବାଧିକ ଗୋଷ୍ଠୀ ବିବାଦ ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଗତ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ସରିଯାଉଛି କ୍ରୋମ୍‌, ଉତ୍ତୋଳନ ହ୍ରାସ

କାଳିଆପାଣି: ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ର କାଳିଆପାଣି କ୍ରୋମ୍‌ ଉପତ୍ୟକାରୁ କ୍ରୋମାଇଟ୍‌ ଶେଷ ହୋଇ ଆସୁଛି। ପ୍ରତିବର୍ଷ ଏଠାରେ କ୍ରୋମ୍‌ ଉତ୍ତୋଳନ ପରିମାଣ ହ୍ରାସ ପାଉଛି। ବର୍ତ୍ତମାନ ଖୋଲା ଖଣିରୁ କ୍ରୋମାଇଟ୍‌ ଖନନ ଚାଲିଛି। ଆଗକୁ ଭୂତଳ କ୍ରୋମ୍‌ ଖନନ ପଦ୍ଧତି ନଆପଣାଇଲେ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାର୍ଥୀଙ୍କୁ ମିଳିବ ଛାତ୍ରବୃତ୍ତି: ଯୁକ୍ତ ତିନି ଓ ପିଜି ଛାତ୍ରଙ୍କୁ ୯ହଜାର ଓ ଛାତ୍ରୀଙ୍କୁ ୧୦ ହଜାର

ଯାଜପୁରସଦର: ରାଜ୍ୟର ୯୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ଛାତ୍ରବୃତ୍ତି। ସାଢ଼େ ଚାରିଲକ୍ଷ ଯୁକ୍ତ ତିନି ଓ ୩୫ ହଜାର ପିଜି ଛାତ୍ରଛାତ୍ରୀ ଏହି ଯୋଜନାରେ ଉପକୃତ ହେବେ। ଛାତ୍ରମାନଙ୍କୁ ବାର୍ଷିକ ୯ ହଜାର ଟଙ୍କା ଓ ଛାତ୍ରୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ନଗଡ଼ାରେ ଭାର ବୋହିଲେ ଡାକ୍ତର

କାଳିଆପାଣି: ଭୁବନେଶ୍ବରର ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ମିସନ ନଗଡ଼ା’ ଓ ନ୍ୟାସନାଲ୍‌ ୟୁଥ୍‌ ଆସୋସିଏସନ ଟ୍ରଷ୍ଟ ସହଭାଗିତାରେ ଏମ୍‌ସର ଡାକ୍ତର ଦୀପ୍ତିରଞ୍ଜନ କରଙ୍କ ନେତୃତ୍ବରେ ୨୦ ଜଣିଆ ପ୍ରତିନିଧି ଦଳ ଗତକାଲି ନଗଡ଼ା ପଡ଼ୋଶୀ ତଳଡିହ ବସ୍ତିରେ ପହଞ୍ଚି ସମସ୍ତ ୧୧ଟି ଜୁଆଙ୍ଗ ପରିବାରକୁ ସହାୟତା…
ଅଧିକ ଖବର ଦେଖନ୍ତୁ...

ସୁକିନ୍ଦା: ଶରତଙ୍କ ନିରବତା, ଚିନ୍ତାରେ ବିଜେଡି ଶିବିର

ଯାଜପୁର: କ୍ରୋମ୍ ଉପତ୍ୟକା କାଳିଆପାଣି ଓ ଇସ୍ପାତ ରାଜଧାନୀ କଳିଙ୍ଗନଗରକୁ ନେଇ ସମୃଦ୍ଧ ସୁକିନ୍ଦା ନିର୍ବାଚନମଣ୍ଡଳୀର ରାଜନୀତି ଏବେ ରୋଚକ ମୋଡ଼ରେ। ୪୦ବର୍ଷ ଧରି ସୁକିନ୍ଦା ରାଜନୀତିରେ ନିର୍ଣ୍ଣାୟକ ଭୂମିକା ନେଉଥିବା ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ ନିରବ। ଶରତ ଏଥର ନିର୍ବାଚନ ଲଢ଼ିବେ…
ଅଧିକ ଖବର ଦେଖନ୍ତୁ...

ଜମି ନେଇ ଶିଳ୍ପ କଲେନି: ୮୮ ସଂସ୍ଥା ହାତେଇଛନ୍ତି ୧୦ହଜାର ଏକର ଜମି

ଯାଜପୁର: ଦେଶର ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ୧୩ଟି ବୃହତ୍‌ ଇସ୍ପାତ କାରଖାନା ରହିଛି। ଯାଜପୁର ଜିଲ୍ଲାରେ ୫ଟି ବୃହତ୍‌ ସିମେଣ୍ଟ କାରଖାନା, ଶତାଧିକ ଷ୍ଟୋନ୍ କ୍ରସର, ରାଇସ୍ ମିଲ, ମଦ ଫ୍ୟାକ୍ଟ୍ରି ସମେତ ଶତାଧିକ କଳକାରଖାନା ରହିଛି। ଅନେକ ସଂସ୍ଥା ବିଭିନ୍ନ ଉପାୟରେ ଜମି ଅଧିଗ୍ରହଣ…
ଅଧିକ ଖବର ଦେଖନ୍ତୁ...