ଯାଜପୁର: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଯାଜପୁର: ଦାନଗଦି ଫାଣ୍ଡି ଅଞ୍ଚଳର ଦାନଗଦି ଗାଁରେ ଶୁକ୍ରବାର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବୀର ମହାକୁଡ଼ଙ୍କ ପୁଅ ବିଶ୍ୱଜିତ ମହାକୁଡ଼(୨୨) ବାଇକ ଯୋଗେ ଅପରାହ୍ନ ୨ଟାରେ ଘରକୁ ଫେରୁଥିବା ତାଙ୍କୁ ଏକ ନିଛାଟିଆ ସ୍ଥାନରେ ଆକ୍ରମଣ କରାଯାଇଥିଲା। ଆକ୍ରମଣର କାରଣ ସ୍ପଷ୍ଟ ହୋଇ ନାହିଁ। ସ୍ଥାନୀୟ ଲୋକେ ବିଶ୍ୱଜିତଙ୍କୁ ଉଦ୍ଧାର କରିବା ପରେ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତରିତ କରିଛନ୍ତି।

ସମ୍ବନ୍ଧିତ ଖବର