ଅନୁସନ୍ଧାନ କରୁଥିବା ବର୍ଗ

ଝାରସୁଗୁଡ଼ା

କେଲୋ ନଦୀର ତଣ୍ଟି ଚିପିଦେଲାଣି ଛତିଶଗଡ଼: ସାମ୍ନାକୁ ଆସିଲା ଭାଥେନ୍‌ପାଲି ବ୍ୟାରେଜ୍‌ର ଚିତ୍ର

ଝାରସୁଗୁଡ଼ା: ଓଡ଼ିଶା-ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବିବାଦର ସମାଧାନ ହେଉନି। ଏବେ ପୁଣି ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥିବା ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ୧୯ ଖଣ୍ଡ ମୌଜାର ଜୀବନରେଖା କୁହାଯାଉଥିବା କେଲୋ ନଦୀର ମଧ୍ୟ ତଣ୍ଟି ଚିପି ସାରିଲାଣି ଛତିଶଗଡ଼। ରାଜ୍ୟ ସରକାରଙ୍କ ଆଖିରେ ଧୂଳି ଦେଇ…
ଅଧିକ ଖବର ଦେଖନ୍ତୁ...

ସହରରେ ସିରିଜ୍ ବାଇକ୍ ଚୋରି   

 ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରେ ଏବେ ସିରିଜ୍ ବାଇକ୍‌ ଚୋରି ଚାଲିଛି । ଦୁଇଦିନ ତଳେ ଏକାସାଙ୍ଗରେ ୩ଟି ବାଇକ୍‌ ଚୋରି ହେବା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ପୁଲିସ୍‌ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି। ତେବେ ଏହି ଅଭିଯୁକ୍ତଙ୍କୁ ଧରିବା ଭିତରେ ସହରରୁ ଆଉ ୬ଟି…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ ଭୂତ ଆମ୍ବୁଲାନ୍ସ! ଖଣିଜ ପାଣ୍ଠିରୁ କିଣାଯାଇଛି

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟରେ ଅଚଳ ହୋଇ ପଡ଼ିଥିବା ଆମ୍ବୁଲାନ୍ସରୁ ରାତିହେଲେ ବିକଟାଳ ଶବ୍ଦ ବାହାରୁଛି। କେତେବେଳେ ଦୀର୍ଘ ସମୟ ଧରି ହର୍ଣ୍ଣ ବାଜୁଛି ତ ଆଉ କେତେବେଳେ ଇଣ୍ଡିକେଟର ଲାଇଟ୍‌ ଜଳୁଛି। ବେଳେବେଳେ ହଠାତ୍‌ ଆମ୍ବୁଲାନ୍ସର କବାଟ ବି ଆପେ ଆପେ…
ଅଧିକ ଖବର ଦେଖନ୍ତୁ...

ଆବାସିକ ଇଂରାଜି ମିଡିୟମ ସ୍କୁଲରେ ସଶସ୍ତ୍ର ଡକାୟତି, ଲୁଟିନେଲେ ୨୦ ଲକ୍ଷ ଟଙ୍କା ଓ ୧୫ ମୋବାଇଲ୍

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ବାଗଡ଼ିହିରେ ଏକ ଆବାସିକ ଇଂରାଜି ମିଡିୟମ ସ୍କୁଲରେ ପଶି ୯ରୁ ୧୦ ଜଣ ଡକାୟତ ଦଳ  ଲୁଟ୍ କରିଛନ୍ତି। ସେମାନେ କର୍ମଚାରୀମାନଙ୍କ ହାତ ଗୋଡ଼ ବାନ୍ଧି ମାଡ଼ ମାରି ନେଇ ପ୍ରାୟ ୨୦ ଲକ୍ଷ ଟଙ୍କା ଓ ୧୫ ଟି ମୋବାଇଲ ନେଇ ପଳେଇ ଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ବ୍ରଜରାଜନଗରରେ ଜୁଆ ଆଡ୍ଡା ଉପରେ ଚଢ଼ଉ: ୧୫ ଜୁଆଡ଼ିଙ୍କୁ ବାନ୍ଧିଲା ପୁଲିସ

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା  ବ୍ରଜରାଜନଗର ଥାନା ଅନ୍ତର୍ଗତ  ଅନ୍ତର୍ଗତ  ମଧୁପୁର ଜଙ୍ଗଲରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୁଲିସ ଅତର୍କିତ ଚଢ଼ଉ କରି ଘଟଣାସ୍ଥଳରୁ ୧୫ ଜୁଆଡ଼ିଙ୍କୁ ଗିରଫ  କରିବାରେ ସଫଳ ହୋଇଛି।  ପୁଲିସ  ନଗଦ ୨ ଲକ୍ଷ ୨୫ ହଜାର ଟଙ୍କା , ୮ଟି କାର, ୧୮ ଟି ବାଇକ  ଓ ୧୮…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନ୍ ଟାକ୍ସ ନା’ରେ ୧୭ ଲକ୍ଷ ଲୁଟିନେଲେ ସାଇବର ଲୁଟେରା

ଝାରସୁଗୁଡ଼ା: ବଡ଼ମାଳ ଥାନା ଅନ୍ତର୍ଗତ ବେଦାନ୍ତ ମିଡୋସ୍‌ରେ ରହୁଥିବା ମୁକେଶ ମୁଣ୍ଡଙ୍କୁ ଅନ୍‌ଲାଇନ୍‌ ଟାସ୍କ ଦେଇ ଟଙ୍କା ରୋଜଗାର କରିବାର ପ୍ରଲୋଭନ ଦେଖାଇ ସାଇବର ଲୁଟେରା ୧୭ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ବଡ଼ମାଳ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ…
ଅଧିକ ଖବର ଦେଖନ୍ତୁ...

ଚାକିରି ନାଁରେ ୨୫ ଲକ୍ଷର ଠକେଇ

ଝାରସୁଗୁଡ଼ା: ଲଇକେରା ଥାନା ଅନ୍ତର୍ଗତ ତିଲେଇମାଲର ସାଗର ଚୌଧୁରୀ, ସଙ୍ଗମ ପଟେଲ, କମଳେଶ ବେହେରା ଆଦି ଯୁବକଙ୍କୁ ଜେଏସ୍‌ଡବ୍ଲୁରେ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ସମ୍ବଲପୁର ଜିଲ୍ଳା ଗୋବିନ୍ଦପୁରର ୩ଜଣ ଯୁବକ ଏକକାଳୀନ ୨୫ ଲକ୍ଷ ଟଙ୍କା ନେଇଥିଲେ। ମାତ୍ର ୨ ବର୍ଷ ପରେ ବି…
ଅଧିକ ଖବର ଦେଖନ୍ତୁ...

ଜାଣିଶୁଣି ଅବହେଳା କଲା ରେଳବାଇ: ଚାଲିଗଲା ଯାତ୍ରୀଙ୍କ ଜୀବନ

ଝାରସୁଗୁଡ଼ା: ଶନିବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଝାରସୁଗୁଡ଼ା ରେଳ ଷ୍ଟେସନ ପରିସରରେ ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଥିଲା। ରେଳବାଇର ଅବହେଳା ଯୋଗୁ ଟ୍ରେନ୍‌ରେ ଯାତ୍ରା କରୁଥିବା ଜଣେ ପୁରୁଷ ଯାତ୍ରୀ(୩୦)ଙ୍କ ଶବ ଟ୍ରେନ୍‌ର ଶୌଚାଳୟ ମଧ୍ୟରୁ ଠାବ କରାଯାଇଥିଲା। ଝାରସୁଗୁଡ଼ା…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଆଘାତରେ ଚାଲିଗଲା ଶ୍ରମିକର ଜୀବନ

ଝାରସୁଗୁଡ଼ା : ଝାରସୁଗୁଡ଼ା ରେଳ ଷ୍ଟେସନ ସମ୍ମୁଖରେ ଥିବା ଗୁରମିତ ହୋଟେଲରେ ଶ୍ରମିକ ଭାବେ କାମ କରୁଥିବା ବେଳେ ସ୍ଥାନୀୟ କକ୍ସ କଲୋନିର ରାଜୁ କୁମାର(୨୮) ବିଦ୍ୟୁତ୍‌ ଆଘାତରେ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଟିକେଟରୁ ବଞ୍ଚିତ ହେବା ପରେ ସୁରେଶଙ୍କ ସାମ୍ବାଦିକ ସମ୍ମିଳନୀ: ସାଂସଦ ଭାବେ ପ୍ରଦର୍ଶନର ଚିତ୍ରଦେଲେ

ଝାରସୁଗୁଡ଼ା: ‘ଟିକେଟ ମିଳିଲେ ଉତ୍ସାହିତ ହେବାର ନାହିଁ କି ନ ମିଳିଲେ ଦୁଃଖ କରିବାର ନାହିଁ। ମୋ’ ଭବିଷ୍ୟତ ନିଷ୍ପତ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ବ ଉପରେ। ନିର୍ବାଚନ ଲଢ଼େ କି ନଲଢ଼େ କିନ୍ତୁ ଲୋକଙ୍କ ପାଇଁ କାମ କରିବି।’ ଆଜି ଝାରସୁଗୁଡ଼ାସ୍ଥିତ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ…
ଅଧିକ ଖବର ଦେଖନ୍ତୁ...