ଅନୁସନ୍ଧାନ କରୁଥିବା ବର୍ଗ

ଝାରସୁଗୁଡ଼ା

ବୁଥରେ ବ୍ରଜରାଜନଗର ବିଜେପି ପ୍ରାର୍ଥୀ ତଥା ବିଧାୟିକା ରାଧାରାଣୀ ପଣ୍ଡାଙ୍କ ପିଏସଓଙ୍କୁ ଆକ୍ରମଣ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଏକ ନିର୍ବାଚନୀ ହିଂସା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ସାଢ଼େ୧୨ଟା ସମୟରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଥିବା ଗଙ୍ଗାନଗର ବୁଥ୍ ନଂ ୧୮୨ ଓ ୧୮୩କୁ ବ୍ରଜରାଜନଗର ବିଜେପି ପ୍ରାର୍ଥୀ ତଥା…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପରିଚାଳନା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ:ଝାରସୁଗୁଡ଼ା ଜିଲ୍ଲାରେ ୨ଟି ପିଙ୍କ୍‌ ବୁଥ୍‌

ଝାରସୁଗୁଡ଼ା: ଆସନ୍ତା ୧୮ ତାରିଖ ନିର୍ବାଚନ ହେବାକୁ ଥିବା ବ୍ରଜରାଜନଗର-୬ ଓ ଝାରସୁଗୁଡ଼ା-୭ ବିଧାନସଭା କ୍ଷେତ୍ରରେ ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନ କମିସନଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ବିଭୂତି ଭୂଷଣ…
ଅଧିକ ଖବର ଦେଖନ୍ତୁ...

ମଦ ମାଫିଆଙ୍କ ଆକ୍ରମଣ ବିରୋଧରେ ବିଟ ହାଉସ୍‌ ଘେରିଲେ ମହିଳା

କନକତୋରା : ଗତ ୧୨ ତାରିଖ ରାତିରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ବଡ଼ଧରା ଗାଁ’ରେ ଗ୍ରାମବାସୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ ଘଟଣା ନେଇ ଉତ୍ତେଜନା ଲାଗି ରହିଛି। ଶନିବାର ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ବେଆଇନ ମଦ କାରବାର ଓ ଆକ୍ରମଣ ଘଟଣାକୁ ବିରୋଧ କରି ଗାଁ’ରେ ଏକ ରାଲି କରିବା ପରେ…
ଅଧିକ ଖବର ଦେଖନ୍ତୁ...

ବେଆଇନ ମଦ କାରବାରକୁ ନେଇ ମାଡ଼ପିଟ, ଠେଙ୍ଗା ମାଡ଼ରେ ୪ ଗୁରୁତର

ଝାରସୁଗୁଡ଼ା/ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲାର ଓଡ଼ିଶା-ଛତିଶଗଡ଼ ସୀମାନ୍ତ ରେଙ୍ଗାଲି ଥାନା ଅନ୍ତର୍ଗତ ବଡ଼ଧରା ଗାଁ ଖଜୁରିଆ ପଡ଼ାରେ ବେଆଇନ ମଦ କାରବାରକୁ ନେଇ ମାଡ଼ପିଟ ହୋଇଛି। ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଆକ୍ରମଣରେ ସରପଞ୍ଚଙ୍କ ସ୍ୱାମୀଙ୍କ ସମେତ ୪ ଜଣ ଗ୍ରାମବାସୀ ଗୁରୁତର ଆହତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ନବଙ୍କ ପାଇଁ ସୁନୀଲ ସେଟ୍ଟୀ ଓ ମହିମା ‌ଚୌଧୁରୀଙ୍କ ରୋଡ଼ ସୋ’

ଝାରସୁଗୁଡ଼ା : ଝାରସୁଗୁଡ଼ା ବିଜେଡି ପ୍ରାର୍ଥୀ ନବ ଦାସଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ଲୋକପ୍ରିୟ ବଲିଉଡ୍ ଅଭିନେତା ସୁନିଲ ସେଟ୍ଟୀ ଓ ଅଭିନେତ୍ରୀ ମହିମା ଚୌଧୁରୀ। ଦୁଇଦିନିଆ ପ୍ରଚାର କାର୍ଯ୍ୟକ୍ରମରେ ଏଠାକୁ ଆସିଥିବା ଏହି ଦୁଇ ବଲିଉଡ୍‌ କଳାକାର ଶୁକ୍ରବାର ନବଙ୍କ ନିର୍ବାଚନୀ ସଭା…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ଆକୃଷ୍ଟ କରୁଛନ୍ତି ନବଙ୍କ ପତ୍ନୀ ମୀନତି

ଝାରସୁଗୁଡ଼ା: ବିଜେଡି ପ୍ରାର୍ଥୀ ନବ ଦାସଙ୍କ ପତ୍ନୀ ମୀନତି ଦାସ ଦ୍ବିତୀୟ ଦିନରେ ଗୁରୁବାର ଝାରସୁଗୁଡ଼ା ପୌରାଞ୍ଚଳରେ ତାଙ୍କ ପ୍ରଚାରକୁ ଜୋର୍‌ଦାର କରିଛନ୍ତି। ସହରର ବିଭିନ୍ନ ପଡ଼ାରେ ଥିବା ଭୋଟରଙ୍କ ଘରକୁ ଯାଇ ଶ୍ରୀମତୀ ଦାସ ବିଜେଡି ସରକାରଙ୍କ ସଫଳତା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
ଅଧିକ ଖବର ଦେଖନ୍ତୁ...

ବିସ୍ଥାପିତ ୭୦ ମାଝି ପରିବାରର ନିଷ୍ପତ୍ତି:ଜାତି ପ୍ରମାଣପତ୍ର ମିଳିଲେ ଭୋଟ୍ ଦେବେ

ବ୍ରଜରାଜନଗର: ୭୦ଟି ପରିବାର ଏ ବର୍ଷ, ସରକାରଙ୍କ ନୂଆ ନିୟମ ଲାଗୁ ହୋଇଥିବାରୁ ଜାତି ପ୍ରମାଣପତ୍ର ପାଇପାରୁ ନାହାନ୍ତି। ସେମାନେ ଏକପ୍ରକାର ନିଜ ପରିଚୟ ଖୋଜୁଛନ୍ତି। ଲଖନପୁର ବ୍ଲକ କଣ୍ଢେଇକେଲା ପଞ୍ଚାୟତ ମହୁଲପାଲି ଗଁାରେ ହୀରାକୁଦ ନଦୀବନ୍ଧ ଦ୍ବାରା ବିସ୍ଥାପିତ ହୋଇ ଏହି ମତ୍ସ୍ୟଜୀବୀ…
ଅଧିକ ଖବର ଦେଖନ୍ତୁ...

ବିପୁଳ ମଦ ଓ ପ୍ରସ୍ତୁତି ସାମଗ୍ରୀ ଜବତ, ୩ ଗିରଫ

ଝାରସୁଗୁଡ଼ା: ଜିଲ୍ଲାପାଳ ବିଭୂତି ଭୂଷଣ ଦାସଙ୍କ ନିର୍ଦ୍ଦେଶକ୍ରମ‌େ ଓ ଅବକାରୀ ଅଧୀକ୍ଷକ ନାରାୟଣ ମେହେରଙ୍କ ତତ୍ବାବଧାନରେ ବେଆଇନ ମଦ କାରବାର ଉପରେ ଶୁକ୍ରବାର ଚଢ଼ଉ ତୀବ୍ର କରାଯାଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଭାବେ ବେଆଇନ କାର୍‌ବାର ଚାଲିଥିବା ବେଳେ ଶୁକ୍ରବାର ପୁଲିସ୍ ଓ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନରେ ସ୍କୁଲବସ୍‌ ରିକ୍ୟୁଜିସନ, ଅଡ଼ୁଆରେ ପାଠୁଆ

ଝାରସୁଗୁଡ଼ା (ପ୍ରଶାନ୍ତ ମିଶ୍ର): ଚଳିତ ବର୍ଷ ନିର୍ବାଚନ କାମରେ ଖୋଲା ଗାଡ଼ି ବ୍ୟବହାର ହେବନାହିଁ ବୋଲି ନିର୍ବାଚନ କମିସନ ନିର୍ଦ୍ଦେଶ ଦେବା ପରେ ଏଥର ନିର୍ବାଚନ କାମରେ ଆଉ ଟ୍ରକ, ମିନି ଟ୍ରକ୍‌ ନିୟୋଜିତ କରାଯିବା ନାହିଁ। ନିର୍ବାଚନ କାର୍ଯ୍ୟରେ ଯାଉଥିବା କର୍ମଚାରୀ ମାନେ ଏହି ନିର୍ବାଚନରେ…
ଅଧିକ ଖବର ଦେଖନ୍ତୁ...

ବ୍ରଜରାଜନଗରରେ ବେଆଇନ ପୋଷ୍ଟର: ବ୍ରାହ୍ମଣକୁ ଭିକ୍ଷା ଦିଅ, ଭୋଟ ନୁହେଁ

ଝାରସୁଗୁଡ଼ା: ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ଗାନ୍ଧୀ ଛକ ସମତେ ବିଭିନ୍ନ ସ୍ଥାନରେ ବ୍ୟାପକ ବେଆଇନ ପୋଷ୍ଟର ଲାଗିଥିବା ଦେଖା ଯାଇଛି। ଏହି ପୋଷ୍ଟରରେ ‘ବ୍ରାହ୍ମଣକୁ ଭିକ୍ଷା ଦିଅ, ଭୋଟ ନୁହେଁ’ ବୋଲି ଲେଖା ଯାଇଛି। ପୋଷ୍ଟର ଗୁଡ଼ିକ ଓଡ଼ିଆ ସହିତ ହିନ୍ଦୀରେ ମଧ୍ୟ ଲେଖା ଯାଇଛି।…
ଅଧିକ ଖବର ଦେଖନ୍ତୁ...