ଅନୁସନ୍ଧାନ କରୁଥିବା ବର୍ଗ

ଝାରସୁଗୁଡ଼ା

ଲଇକେରାରେ ପ୍ରଚାର ମାନ୍ଦା:ନେପଥ୍ୟରେ ବେଶି କୋଳାହଳ

ଲଇକେରା: ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ଭୋଟ ପାଇଁ ମାତ୍ର ୧୭ ଦିନ ବାକି ଥିବା ବେଳେ ଏହା ଅନ୍ତର୍ଗତ ଲଇକେରା ବ୍ଲକ ଅଞ୍ଚଳରେ ପ୍ରଚାର ତାତି ଏପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ। ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେଡି, ବିଜେପିର ପ୍ରାର୍ଥୀ ଘୋଷଣା ସରିଥିଲେ ବି ପ୍ରଚାର ମାନ୍ଦା ରହିଛି।…
ଅଧିକ ଖବର ଦେଖନ୍ତୁ...

ଦୁଇ ଘଣ୍ଟା ବିଳମ୍ବରେ ଚାଲିଲା ବିମାନ, ଅପେକ୍ଷା କରି ଯାତ୍ରୀ ନୟାନ୍ତ

ଝାରସୁଗୁଡ଼ା : ସ୍ପାଇସ ଜେଟ୍‌ ବିମାନ ସେବା ସୋମବାର ଯାତ୍ରୀଙ୍କୁ କଷ୍ଟ ଦେଇଛି। ଆଜି ତିନୋଟି ଯାକ ବିମାନ ନିର୍ଦ୍ଦିଷ୍ଟ ସମୟରୁ ଦୁଇ ଘଣ୍ଟା ବିଳମ୍ବରେ ଉଡ଼ାଣ କରିଥିବାରୁ ଅପେକ୍ଷା କରିଥିବା ଯାତ୍ରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଅପରାହ୍ନ ୩ଟା ୧୦ରେ ଦିଲ୍ଲୀରୁ ଝାରସୁଗୁଡ଼ା…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା କଂଗ୍ରେସ ସଭାପତିଙ୍କ ଇସ୍ତଫା

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାରେ କଂଗ୍ରେସର ସ୍ଥିତି ଏବେ ଦୋଦୁଲ୍ୟମାନ ସ୍ଥିତିରେ। ଜିଲ୍ଲା କଂଗ୍ରେସ କମିଟି ସଭାପତି ଥିବା ଗିରୀଶ ପଣ୍ଡା ଦଳରେ ନିଜକୁ ଅବହେଳିତ ମନେ କରି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ପ୍ର‌ଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ…
ଅଧିକ ଖବର ଦେଖନ୍ତୁ...

ତାତି ଆରମ୍ଭ, ବଢ଼ୁଛି ମ‌ାଠିଆ, ସୁରେଇ ଚାହିଦା

ଝାରସୁଗୁଡ଼ା: ଧୀରେ ଧୀରେ ମାଡ଼ି ଆସୁଛି ଗ୍ରୀଷ୍ମର ପ୍ରକୋପ। ପ୍ରଚଣ୍ତ ତାତି ଯୋଗୁଁ ତଣ୍ଟି ଶୁଖି ଯାଉଥିବା ବେଳେ ମାଠିଆର ଗୋଟିଏ ଗ୍ଲାସ ପାଣି ଯେମିତି ଜୀବନ ଫେରେଇ ଦେଉଛି। ଝାରସୁଗୁଡ଼ାରେ ଶିଳ୍ପ ପ୍ରତିଷ୍ଠା ପରେ ପରେ ଲୋକଙ୍କ କିଛି ଆର୍ଥିକ ଅଭିବୃଦ୍ଧି ଘଟିଥିଲା। ସହରୀ ସଭ୍ୟତା ଭିତରେ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରୁ ବିମାନ ସେବା : ଦିଲ୍ଲୀ, ହାଇଦ୍ରାବାଦ ଓ କୋଲକାତାକୁ ଉଡ଼ିଲା

ଝାରସୁଗୁଡ଼ା : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡ଼ାନ-୩ରେ ଆଜି ନୂଆଦିଲ୍ଲୀ ସମେତ ହାଇଦ୍ରାବାଦ ଓ କୋଲକାତାକୁ ବିମ‌ାନ ସେବା ଆରମ୍ଭ ହୋଇଛି। ସ୍ପାଇସ ଜେଟ୍‌ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯାଇଛି। ଆଜି ନିର୍ଦ୍ଧାରିତ ସମୟର ଅଧଘଣ୍ଟା ବିଳମ୍ବରେ ୩ଟା ୪୫ ମିନିଟ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରୁ ବିମାନ ସେବା ଆରମ୍ଭ, ଦିଲ୍ଲୀ-ହାଇଦ୍ରାବାଦ୍‌-କୋଲକତାକୁ ଉଡ଼ିଲା ବିମାନ

ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡ଼ାନ-୩ରେ ରବିବାର ଦେଶର ରାଜଧାନୀ ନୂଆଦିଲ୍ଲୀ ସମେତ ହାଇଦ୍ରାବାଦ ଓ କୋଲକତାକୁ ବିମାସ ସେବା ଆରମ୍ଭ ହୋଇଛ। ସ୍ପାଇସ ଜେଟ୍‌ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯାଇଛି। ର୍ନିଦ୍ଧାରିତ ସମୟର ଅଧଘଣ୍ଟା ବିଳମ୍ବରେ ଆଜି ୩ଟା ୪୫ ମିନିଟ ସମୟରେ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା: ଟଙ୍କା ନେଇ ଯାଉଥିବା ବେଳେ ଦୁଇ ଗାଡ଼ି ଅଟକ, ୬ ଲକ୍ଷ ଜବତ

ଝାରସୁଗୁଡ଼ା: ବଡ଼ମାଳ ପୁଲିସ ହାତରେ ଶୁକ୍ରବାର ଲାଗିଛି ବିଡ଼ା ବିଡ଼ା ଟଙ୍କା। ଯାନବାହନ ଯାଞ୍ଚ କରାଯାଉଥିବା ବେଳେ ସେହି ରାସ୍ତାରେ ଯାଉଥିବା ଦୁଇ ଗୋଟି ଗାଡ଼ିରୁ ଟଙ୍କା ବାହାରିଥିବା ବେଳେ ସେହି ଟଙ୍କା ସଂପର୍କରେ ପୁଲିସ ଛାନଭିନ୍‌ ଚାଲିଥିବା ଜଣାଯାଇଛି। ଆଇଆଇସି ଅମିତାଭ ପଣ୍ଡାଙ୍କ ସୂତ୍ରରୁ…
ଅଧିକ ଖବର ଦେଖନ୍ତୁ...

ଅଢ଼େଇ ଲକ୍ଷ ଜବତ

ଝାରସୁଗୁଡ଼ା : ବଡ଼ମାଳ ଥାନା ସମ୍ମୁଖ ବିଜୁ ଏକ୍ସପ୍ରେସ ୱେରେ ଯାନବାହନ ଯାଞ୍ଚ କରୁଥିବା ବେଳେ ପୁଲିସ୍ ଏକ କାର ଭିତରୁ ଅ‌ଢ଼େଇ ଲକ୍ଷ ଟଙ୍କା ଜବତ କରିଛି। ଅଟକ ଇନୋଭା କାର୍‌ର ନମ୍ବର ସିଜି ୧୧ଏଏନ ୨୪୦୬ ରହିଛି। ଜବତ ହୋଇଥିବା ଟଙ୍କା ସବୁ ୫୦୦ ଟଙ୍କିଆ ରହିଛି। ଏନେଇ ଅଧିକ ତଦନ୍ତ ଜାରି…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା: ଶିଶୁ ବିକ୍ରି ଉଦ୍ୟମ ପଣ୍ଡ କଲା ଚାଇଲ୍‌ଡ୍‌ ଲାଇନ୍‌

ଝାରସୁଗୁଡ଼ା: ଏକ ସଦ୍ୟଜାତ ଶିଶୁପତ୍ରକୁ ତାର ପିତାମାତା ବିକ୍ରି କରିଦେବାକୁ ଉଦ୍ୟମ କରୁଥିବା ବେଳେ ଖବର ପାଇ ସେଠାରେ ଚାଇଲ୍‌ଡ ଲାଇନ୍‌ ପହଞ୍ଚି ଯିବାରୁ ଶିଶୁ ବିକ୍ରି ଭଳି ଏକ ବେଆଇନ କାର୍ଯ୍ୟ ପଣ୍ଡ ହୋଇଯାଇଥିବା ଜଣାଯାଇଛି। ଝାରସୁଗୁଡ଼ା ବିଟିଏମ୍‌ ଫାଣ୍ଡି ଅନ୍ତର୍ଗତ ଏକାତାଲି ଠାରେ ଏହି…
ଅଧିକ ଖବର ଦେଖନ୍ତୁ...

ରାଜନୀତି ଥିଲାବାଲାଙ୍କ ଖେଳ

ଝାରସୁଗୁଡ଼ା: ବ୍ରଜରାଜନଗର ବିଧାନସଭା ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୋଟ ମୂଲ୍ୟ ୪ କୋଟି ୭୨ ଲକ୍ଷ ୧୩ ହଜାର ୩୯୦ ଟଙ୍କା ହୋଇଥିବା ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି। ଶ୍ରୀ ତ୍ରିପାଠୀଙ୍କ ୩ କୋଟି ୩ ଲକ୍ଷ ୧୩ ହଜାର ୩୯୦ ଟଙ୍କା ଅସ୍ଥାବର ଓ ୧…
ଅଧିକ ଖବର ଦେଖନ୍ତୁ...