ଅନୁସନ୍ଧାନ କରୁଥିବା ବର୍ଗ

ଝାରସୁଗୁଡ଼ା

ପୂର୍ବାହ୍ନ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ୨୦.୩୮ ପ୍ରତିଶତ ମତଦାନ

ଭୁବନେଶ୍ବର/ଝାରସୁଗୁଡ଼ା: ଆଜି ପୂର୍ବାହ୍ନ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ୨୦.୩୮ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଝାରସୁଗୁଡ଼ାରେ ଶାନ୍ତିଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ଚାଲିଥିବା ସେ…
ଅଧିକ ଖବର ଦେଖନ୍ତୁ...

ମତଦାନ ଅଧିକାର ସାବ୍ୟସ୍ତ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଝାରସୁଗୁଡ଼ା: ଝାରସୁଗୁଡ଼ା ପୌରପାଳିକା ଅନ୍ତର୍ଗତ ସରବାହାଲର ଏକ ମତଦାନ କେନ୍ଦ୍ରରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ମତଦାନ କରିଥିବା ଜଣାଯାଇଛି। ଏହାପୂର୍ବରୁ ସେ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ମତଦାନ କରିବା ପରେ ସେ ଝାରସୁଗୁଡ଼ାର ଜନସାଧାରଣଙ୍କୁ ସେମାନଙ୍କର ଭୋଟ ଦାନ ମୌଳିକ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା ଉପନିର୍ବାଚନ: ମତଦାନ କଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ଲାଗି ଝାରସୁଗୁଡ଼ାର ଗୁଜୁରାଟୀ କଲୋନିର ବୁଥରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମତଦାନ କରିଥିବା ଜଣାଯାଇଛି। ତାଙ୍କ ସହ ପତ୍ନୀ ମଧ୍ୟ ସେଠାରେ ଭୋଟ୍ ଦାନ କରିଛନ୍ତି। ସୂଚନାଯୋଗ୍ୟ, ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ସକାଳ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା ଉପନିର୍ବାଚନ: ଭୋଟଦାନ କେନ୍ଦ୍ରରେ ଭୋଟରଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଭୋଟରମାନଙ୍କୁ ଫୁଲ ଚନ୍ଦନ ଦେଇ ଟିକା ଲଗାଇ ମତଦାନ କେନ୍ଦ୍ରକୁ ସ୍ବାଗତ କରାଯାଉଛି। ଅନେକ ନୂଆ ଭୋଟର ଆସିଥିବାବେଳେ ସେମାନେ ମତଦାନ କରିବା ନେଇ ଖୁସି ଥିବା ପରିଲକ୍ଷିତ ହେଉଛି।…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ ଭୋଟ୍ ଆଜି: ୯ ଜଣଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ୨.୨୧ ଲକ୍ଷ ଭୋଟର

ଝାରସୁଗୁଡ଼ା: ରାତି ପାହିଲେ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ମୋଟ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଏଥିପାଇଁ ବୁଥ, ପୁଲିଂ ଅଫିସର ସବୁ ପ୍ରସ୍ତୁତ ହୋଇ ରହିଛନ୍ତି। ଉପନିର୍ବାଚନରେ ୨ ଲକ୍ଷ ୨୧ ହଜାର ୭୧୯ ଜଣ…
ଅଧିକ ଖବର ଦେଖନ୍ତୁ...

୨୦୨୪ରେ ଓଡ଼ିଶାରୁ ଲୋକସଭା ପାଇଁ ଲଢିବି: ଧର୍ମେନ୍ଦ୍ର

ଝାରସୁଗୁଡ଼ା: ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାର କୌଣସି ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ଶ୍ରୀ ପ୍ରଧାନ ‘ସମ୍ବାଦ’କୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କେଉଁଠୁ ଲଢ଼ିବେ ତାହା ଦଳ ନିଷ୍ପତ୍ତି ନେବ। ତାଙ୍କ ଭଳି କର୍ମକର୍ତ୍ତାକୁ ଦଳ ପ୍ରଥମ ଥର ପାଇଁ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା ଉପନିର୍ବାଚନ: ଭୋଟରଙ୍କୁ ପ୍ରଭାବିତ କରିବାକୁ ନେତାଙ୍କ ଉଦ୍ୟମ ଜାରି, ୪୦୦ ଖଣ୍ଡ ଶାଢ଼ି ଜବତ

ଝାରସୁଗୁଡା: ରାତି ପାହିଲେ ଝାରସୁଗୁଡା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଶେଷ ମୁହୂର୍ତ୍ତରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ରାଜନୈତିକ ଦଳ ସବୁ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି। କୋଲାବିରା ବ୍ଲକ ଜମିଦାରପଡାକୁ ବିଜେପି ମଣ୍ଡଳ ଉପସଭାପତି ସଞ୍ଜୟ ପୂଜାରୀ ବିପୁଳ ଶାଢ଼ି ନେଇ…
ଅଧିକ ଖବର ଦେଖନ୍ତୁ...

ଅଗ୍ରିଆ ସମାଜକୁ ଜମି ଓ ଅନୁଦାନ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଆଇନଜୀବୀ

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ବେଳେ ଅଗ୍ରିଆ ସମାଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ କୋଟି ଟଙ୍କା ଓ ଅଧ ଏକର ଜମି ପ୍ରଦାନ କରିବା ଘଟଣାକୁ ନେଇ ଉପନିର୍ବାଚନ ରିଟର୍ଣ୍ଣିଙ୍ଗ ଅଫିସର ତଥା ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ନିକଟରେ ଅଭିଯୋଗ ହୋଇଛି । ଝାରସୁଗୁଡା ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡା ଉପନିର୍ବାଚନ : ବହୁସଂଖ୍ୟାରେ ମତଦାନ କରିବା ପାଇଁ ଭୋଟରଙ୍କୁ ନିବେଦନ କଲେ ସିଇଓ

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟା ୬ଟାରେ ପ୍ରଚାର ଶେଷ ହୋଇଛି। ଏହା ପରେ ପ୍ରଚାର ମନା କରାଯାଇଛି ବୋଲି ଉପନିର୍ବାଚନକୁ ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନିକୁଞ୍ଜ ଧଳ କହିଛନ୍ତି। ସନ୍ଧ୍ୟା ୬ଟା ପରେ ଝାରସୁଗୁଡାରେ ଷ୍ଟାର…
ଅଧିକ ଖବର ଦେଖନ୍ତୁ...

ଶେଷ ଦିନରେ ଜୋରଦାର୍ ପ୍ରଚାର କଲେ ନେତା, ଦିନକ ପରେ ଭୋଟ୍ ଦେବେ ମତଦାତା

ଝାରସୁଗୁଡ଼ା/ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ଆଜି ସନ୍ଧ୍ୟା ୬ଟାରେ ଶେଷ ହୋଇଛି। ଅନ୍ତିମ ଦିନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ସହିତ କଂଗ୍ରେସର ପ୍ରାର୍ଥୀ ଜୋରଦାର ପ୍ରଚାର କରିଛନ୍ତି। ନେତାଙ୍କ ସହିତ ସେମାନଙ୍କର ସହଯୋଗୀ…
ଅଧିକ ଖବର ଦେଖନ୍ତୁ...