ଅନୁସନ୍ଧାନ କରୁଥିବା ବର୍ଗ

ଝାରସୁଗୁଡ଼ା

ଦଂପତିଙ୍କୁ ମାଡ଼, ସ୍ତ୍ରୀଙ୍କୁ ଟଣାଓଟରା: ଦୁଇ ଭାଇ ଗିରଫ

ରେଂଗାଲି: ରେଂଗାଲି ଥାନା କାଳିଆପଡ଼ାରେ ଭଡ଼ା ଘରେ ରହୁଥିବା ଏକ ଦଂପତିଙ୍କୁ ମାଡ଼ ମାରିବା ସହ ପତ୍ନୀଙ୍କୁ ଟଣାଓଟଣା କରି ମନ୍ଦ ଉଦ୍ଦେଶ୍ୟ ରଖି ଦୁର୍ବ୍ୟବହାର ପ୍ରଦର୍ଶନ, ଗାଳିଗୁଲଜ କରିବା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ରେଂଗାଲି ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି…
ଅଧିକ ଖବର ଦେଖନ୍ତୁ...

ଜଳିଲା ଦାଦନ ଶ୍ରମିକଙ୍କ ଜୁଇ

କନକତୋରା: ଝାରସୁଗୁଡ଼ା ଜିଲ୍ଲାରୁ ବାହାର ରାଜ୍ୟକୁ ଯାଇ କାମ କରୁଥିବା ଦାଦନ ଶ୍ରମିକଙ୍କୁ ନିର୍ଯାତନା ଏବଂ କରୁଣ କାହାଣୀର ଅନ୍ତ ଘଟୁନାହିଁ। ଏହିକ୍ରମରେ ଲଖନପୁର ବ୍ଲକ୍‌ ଅଂଚଳର ଜଣେ ଯୁବ ଶ୍ରମିକ ଡେଂଗୁରେ ଆକ୍ରାନ୍ତ ହୋଇ ଦିଲ୍ଲୀରେ ପ୍ରାଣ ହରାଇଛନ୍ତି। କିରିତମାଳ ଗାଁର ସୌମିତ୍ରୀ ପାଣ୍ଡେ…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଦମ୍ପତି ଗିରଫ

ବ୍ରଜରାଜନଗର: ବେଲପାହାଡ଼ ଥାନା ଅଂଚଳର ଜଣେ ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ୍‌ ସୋମବାର ଝଣ୍ଡାପଡ଼ାର ଚମ୍ପେତ ଲୁହୁରା (୫୦) ଓ ତା’ର ପତ୍ନୀ ସୁରେଖା ଲୁହରା (୪୦)ଙ୍କୁ ଗିରଫ କରିଛି। ଏହି ଦୁଷ୍କର୍ମରେ ସୁରେଖା ସ୍ୱାମୀଙ୍କୁ ସହାୟତା କରିଥିବା ଅଭିଯୋଗ ହୋଇଛି। ଗିରଫ ପରେ…
ଅଧିକ ଖବର ଦେଖନ୍ତୁ...

ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ଆଖି ବୁଜିଲେ ପ୍ରେମିକା

ବ୍ରଜରାଜନଗର: ରାଜପୁର କାଳୀ ମନ୍ଦିର ନିକଟରେ ବିଷ ପିଇ ପ୍ରେମୀ ଯୁଗଳ ବୁଲୁ ଗୌଡ଼ (୨୫) ଓ ସୁକାନ୍ତି ପ୍ରଧାନ (୪୦) ଆତ୍ମହତ୍ୟା ଉଦ୍ୟମ କରିବା ପରେ ପ୍ରେମିକା ସୁକାନ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି। ସୋମବାର ରାତି ୯ଟାରେ ଏହି ଘଟଣା ଘଟିଥିଲା। ଝାରସୁଗୁଡ଼ା ସଦର ହସ୍ପିଟାଲରେ ସୁକାନ୍ତିଙ୍କ…
ଅଧିକ ଖବର ଦେଖନ୍ତୁ...

ପୋକ ଲଗା ଧାନ ଗଛ ନେଇ ଅଧିକାରୀଙ୍କୁ ଭେଟିଲେ ଚାଷୀ

କୋଲାବିରା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ୍‌ ଝିର୍ଲାପାଲି ପଞ୍ଚାୟତ ବଡ଼ବାହାଲ ଗାଁରେ ରୋଗ ପୋକ ଯୋଗୁଁ ବ୍ୟାପକ ଫସଲ ହାନି ହୋଇଛି। ଚକଡ଼ା, ଗଣ୍ଠି ପୋକ, କାଣ୍ଡବିନ୍ଧା ଓ ଘୁନ୍‌ଘୁଟି ପୋକ ଯୋଗୁଁ ଅଂଚଳର ୧୫୦ରୁ ଅଧିକ ଚାଷୀଙ୍କ ଜମିରେ ୮୦ରୁ ୯୦ ପ୍ରତିଶତ ଫସଲ ନଷ୍ଟ ହୋଇଥିବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ ଚାଷୀଙ୍କ ଚେତାବନୀ: ୨୪ ଘଣ୍ଟାରେ କାର୍ଯ୍ୟାନୁଷ୍ଠାନ ନହେଲେ କ୍ଷେତରେ ପୁଣି ଲାଗିବ ନିଆଁ

ଝାରସୁଗୁଡ଼ା: ଗତ ୪ ଦିନ ଭିତରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅନେକ ଚାଷୀ ସେମାନଙ୍କର ଧାନ କ୍ଷେତରେ ନିଆଁ ଲଗାଇଥିବା ବେଳେ ଶୁକ୍ରବାର ମଧ୍ୟ ଏହା ଜାରି ରହିଛି। ଝାରସୁଗୁଡ଼ା ଜିଲ୍ଲା ସିରିଆପାଲିରେ ୩ଜଣ ଚାଷୀ ୧୩ ଏକର ଜମିରେ ନିଆଁ ଲଗାଇଛନ୍ତି। କ୍ଷମାଶୀଳ ନାୟକ ୪ଏକର, ସାବିତ୍ରୀ ପଟେଲ ୫ଏକର ଓ…
ଅଧିକ ଖବର ଦେଖନ୍ତୁ...

ବିଲରେ ନିଆଁ ନ ଲଗାଇବାକୁ ଅନୁରୋଧ

ଝାରସୁଗୁଡ଼ା/ବେଲପାହାଡ଼: ଲଖନପୁର ବ୍ଲକ ଅଇଁଲାପଡ଼ା ଠାରେ ବୁଧବାର ଦିଲେଶ୍ୱର ପ୍ରଧାନ ତାଙ୍କ ଜମିରେ ଫସଲ ନଷ୍ଟ ହୋଇଯାଇଥିବା ପ୍ରତିବାଦରେ ନିଆଁ ଲଗାଇ ଦେଇଥିଲେ । ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଲଖନପୁର ବିଡିଓ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ହେମସାଗର ଭୋଇ, ଆଇଆଇସି…
ଅଧିକ ଖବର ଦେଖନ୍ତୁ...

୯୦ କେଜିରୁ ଅଧିକ ଗଂଜେଇ ଜବତ:୨ ଗାଡ଼ି ଜବତ, ପୃଥକ ଘଟଣାରେ ୭ ଗିରଫ

ଝାରସୁଗୁଡ଼ା: ଗଞ୍ଜେଇ ଚୋରା ଚାଲାଣ ବେଳେ ଝାରସୁଗୁଡ଼ା ପୁଲିସ ଦ୍ୱାରା ୯୨ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏଥିରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଆଇଆଇସି କ୍ଷୀରସାଗର ନାୟକଙ୍କ ଠାରୁ ପ୍ରକାଶ ଯେ ମଂଗଳବାର କନ୍ଧମାଳ ଅଞ୍ଚଳରୁ ଏହି ଗଞ୍ଜେଇ ଝାରସୁଗୁଡ଼ା,…
ଅଧିକ ଖବର ଦେଖନ୍ତୁ...

ବରଗଡ଼ ପରେ ସମ୍ବଲପୁର ଓ ଝାରସୁଗୁଡ଼ାରେ ଧାନ ବିଲରେ ଚାଷୀ ଲଗାଇଲେ ନିଆଁ

ସମ୍ବଲପୁର/ଝାରସୁଗୁଡ଼ା: ଜଳସେଚନର ଅଭାବ ଓ ସରକାରଙ୍କ ଅସହଯୋଗ ଯୋଗୁଁ ଋଣ ଗ୍ରସ୍ତ ପଶ୍ଚିମ ଓଡ଼ିଶାର ଚାଷୀ ମାନେ ଚାଷ ପ୍ରତି ବିତୃଷ୍ଣା ଭାବ ଦେଖା ଯାଉଛନ୍ତି। ପୋକ ଲାଗିି ଫସଲ ଉଜୁଡି ଯିବାରୁ ବରଗଡ଼ ଜିଲ୍ଲାର କଳାପାଣି ଗ୍ରାମରେ ମଙ୍ଗଳବାର ବୃନ୍ଦା ସାହୁ ନାମକ ଜଣେ ଚାଷୀ ନିଜ ଧାନ ବିଲରେ ନିଅାଁ…
ଅଧିକ ଖବର ଦେଖନ୍ତୁ...

ବେଲପାହାଡ଼ର ପୂର୍ବ ଉପନଗରପାଳଙ୍କ ବିୟୋଗ

ବେଲପାହାଡ଼/ବ୍ରଜରାଜନଗର: ଆଶା କର୍ମୀ ଭାବେ କାର୍ଯ୍ୟରତ ଥିବା ବେଲପାହାଡ଼ର ପୂର୍ବତନ ଉପନଗରପାଳ ଆରତି ସୁନା (୪୮)ଙ୍କ ମୃତ୍ୟୁ ଘଟିଛି। ସେ ଗୁମାଡ଼େରା ରେଲେଓ୍ଵ ଫାଟକ ନିକଟରେ ରହୁଥିଲେ। ଆରତି ସୁନା ସହରର ନୂଆପଡ଼ାରେ ରବିବାର ମଧ୍ୟାହ୍ନ ସମୟରେ କୁଷ୍ଠରୋଗ ଚିହ୍ନଟ ସର୍ଭେ କରୁଥିବା ସମୟରେ ହୃଦଘାତ…
ଅଧିକ ଖବର ଦେଖନ୍ତୁ...