ଅନୁସନ୍ଧାନ କରୁଥିବା ବର୍ଗ

ଝାରସୁଗୁଡ଼ା

ସାମାଜିକ, ଆର୍ଥିକ ଅନଗ୍ରସର ଯୁବତୀଙ୍କୁ ସଶକ୍ତ କରିବା ପାଇଁ ‘ପ୍ରୋଜେକ୍ଟ ପଞ୍ଛି’ର ଶୁଭାରମ୍ଭ କଲା ବେଦାନ୍ତ

ଝାରସୁଗୁଡ଼ା: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର ଝାରସୁଗୁଡାରେ ‘ପ୍ରୋଜେକ୍ଟ ପଞ୍ଛି’ର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଥିଲା। ବେଦାନ୍ତର ଚେୟାରମ୍ୟାନ୍ ଅନିଲ ଅଗ୍ରୱାଲଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ପ୍ରୋଜେକ୍ଟ ପଂଛି ହେଉଛି ବେଦାନ୍ତର ଅଭିନବ…
ଅଧିକ ଖବର ଦେଖନ୍ତୁ...

୪ର୍ଥ ପର୍ଯ୍ୟାୟରେ ୫ ଜିଲ୍ଲାର ୩୮୯ ରୂପାନ୍ତରିତ ଉଚ୍ଚବିଦ୍ୟାଳୟ ଲୋକାର୍ପିତ

ଭୁବନେଶ୍ବର: ରାଜ୍ୟର ଶିକ୍ଷାର ବିକାଶ ପାଇଁ ୫ଟି ଅଧୀନରେ ଉଚ୍ଚବିଦ୍ୟାଳୟ ଗୁଡ଼ିକର ‌ରୂପାନ୍ତରିଣ କାମ ଜାରି ରଖିଛନ୍ତି। ଏହି କ୍ରମରେ ରାଜ୍ୟ ସରକାର ଆଜି ୪ର୍ଥ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୩୮୯ଟି ଉଚ୍ଚବିଦ୍ୟାଳୟର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟର ଧକ୍କାରେ ଓଲଟିଲା ଆମ୍ବୁଲାନ୍ସ

ଝାରସୁଗୁଡ଼ା: ଆଜି ଦିନ ପ୍ରାୟ ୧ଟା ସମୟରେ ୪୯ ନଂ ଜାତୀୟ ରାଜପଥର ସଦର ଥାନା ସମ୍ମୁଖରେ ଏକ ଟ୍ରାକ୍ଟର ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଓଲଟି ପଡ଼ିଥିଲା। ଏହି ଘଟଣାରେ ଆମ୍ବୁଲାନ୍ସ ଚାଳକ ଗୌରାଙ୍ଗ ସାହୁ, ଲଖନପୁରର ଶିଶୁ…
ଅଧିକ ଖବର ଦେଖନ୍ତୁ...

ବେଲପାହାଡ଼ରେ ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ତିନି ଯୁବକଙ୍କ ଜୀବନ

ଝାରସୁଗୁଡ଼ା: ଆଜି ସକାଳୁ ୪୯ ନଂ ଜାତୀୟ ରାଜପଥର ବେଲପାହାଡ଼ ଥାନା ଅନ୍ତର୍ଗତ ଗୌଡପଡ଼ାଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ପାଇ ବେଲପାହାଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା-ଝାରସୁଗୁଡ଼ା ତୃତୀୟ ଲାଇନ୍‌ ନିରୀକ୍ଷଣ କଲେ ରେଳବାଇ ଜିଏମ୍‌

ରାଉରକେଲା: ଆଗଉନି ରାଉରକେଲା- ଝାରସୁଗୁଡା ତୃତୀୟ ରେଳ ଲାଇନ୍‌। ଉଭୟ ପାର୍ଶ୍ବରେ କାମ ଚାଲିଥିବାବେଳେ ରାଉରକେଲା -ପାନପୋଷ ମଧ୍ୟରେ ଆଗଉନି। ଜବରଦଖଲ ସମସ୍ୟାରୁ ନିର୍ମାଣ କାମ କଚ୍ଛପ ଗତିରେ ଚାଲିଛି। ଆଜି ଦ.ପୂ. ରେଳବାଇ ଜିଏମ୍‌ ଅନୀଲ କୁମାର ମିଶ୍ର ରାଉରକେଲା-ଝାରସୁଗୁଡା ମଧ୍ୟରେ ଚାଲିଥିବା…
ଅଧିକ ଖବର ଦେଖନ୍ତୁ...

ଗାଁ ଦାଣ୍ଡରେ ଯୁବକଙ୍କୁ ପିଟିପିଟି ମାରିଦେଲେ: ୩ ଗିରଫ, ନାବାଳକ ଅଟକ

ଝାରସୁଗୁଡ଼ା/ଲଇକେରା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ପତ୍ରାପାଲି ବଜାରପଡ଼ାରେ ମଙ୍ଗଳବାର ବିଳମ୍ବିତ ରାତିରେ ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ପିଟିପିଟି ହତ୍ୟା କରାଯାଇଛି। ମୃତକ ହେଲେ ଗାଁର ବିପିନ ଭୋଇ (୨୫)। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌…
ଅଧିକ ଖବର ଦେଖନ୍ତୁ...

ଗାଁ ଦାଣ୍ଡରେ ଯୁବକଙ୍କୁ ପିଟି ପିଟି ମାରିଦେଲେ ୬ ସାଙ୍ଗ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ପତ୍ରାପାଲି ବଜାର ପଡ଼ାରେ ଗତକାଲି ବିଳମ୍ବିତ ରାତିରେ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୃତକ ହେଲେ ସେହି ଗାଁର ବିପିନ ଭୋଇ (୨୫)। ସୂଚନା ପାଇ ଲଇକେରା ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ୬ ଜଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ଅବହେଳାରୁ ଚାଲିଗଲା ଅଟୋ ଚାଳକଙ୍କ ଜୀବନ

ଝାରସୁଗୁଡ଼ା: ପୁଣିଥରେ ଚିକିତ୍ସା ଅବହେଳାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଆଜି ସକାଳ ୬ଟାରେ ଏୟାରପୋର୍ଟ ଥାନା ଅନ୍ତର୍ଗତ ତାଳପଟିଆ ଛକ ନିକଟରେ…
ଅଧିକ ଖବର ଦେଖନ୍ତୁ...

ସୁଖାସୋଢ଼ାରୁ ମହାନଦୀ କହୁଛି… ନଦୀର ଗଭୀରତା ୧୫ ଫୁଟ୍‌କୁ ଖସି ଆସିଲାଣି

ତେଜସ୍କର ମହାପାତ୍ର ଝାରସୁଗୁଡ଼ା: ମହାନଦୀର ଗଭୀରତା କମିଛି, ଉର୍ବରତା ବି ହ୍ରାସ ପାଇଛି। ବର୍ଷତମାମ ଆଉ ଜଳପ୍ରବାହ ଦେଖିବାକୁ ମିଳୁନି। ଖରା ୪ ମାସ ନଦୀର ପ୍ରସ୍ତ ବେଶ ସଙ୍କୁଚିତ ହୋଇଯାଉଛି। ସ୍ଥିତି ଏତେ ଗମ୍ଭୀର ଯେ ଲୋକଙ୍କ ନିତ୍ୟ ବ୍ୟବହାର ପାଇଁ ବି ପାଣି ମିଳିବା ମଧ୍ୟ କଷ୍ଟସାଧ୍ୟ…
ଅଧିକ ଖବର ଦେଖନ୍ତୁ...

୧ରୁ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ‘ଦୁଲ୍‌ଦୁଲି’

ଝାରସୁଗୁଡ଼ା: ଆସନ୍ତା ୧ ତାରିଖରୁ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ‘ଦୁଲଦୁଲି’ ଅନୁଷ୍ଠିତ ହେବ। ଏହି ୫ ଦିନିନିଆ ମହୋତ୍ସବ ପାଇଁ ୫୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୧୩ ଲକ୍ଷ ୫୧ ହଜାର ଟଙ୍କା ବରାଦ ରହିଛି। ଉତ୍ସବରେ ଆସାମର ବିହୁ,…
ଅଧିକ ଖବର ଦେଖନ୍ତୁ...