ଅନୁସନ୍ଧାନ କରୁଥିବା ବର୍ଗ

ଝାରସୁଗୁଡ଼ା

ବ୍ୟାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ: ଋଣ ପରିଶୋଧ ସତ୍ତ୍ବେ ଘର ନିଲାମ କରିବାକୁ ନୋଟିସ

ଝାରସୁଗୁଡ଼ା ବ୍ୟାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ। ଘର ବନ୍ଧକ ରଖି ଋଣ ନେଇଥିବା ହିତାଧିକାରୀଙ୍କଠାରୁ ସୁଧ ସହିତ ଟଙ୍କା ଫେରସ୍ତ ନେଲା। ତଥାପି ବନ୍ଧକ ଥିବା ଘରକୁ ନିଲାମ କରିଦେଲା। ଏବେ ବ୍ୟାଙ୍କ ନେଇଥିବା ଟଙ୍କା ଫେରାଉନି କି ନିଲାମ ହୋଇଥିବା ଘର ବି ମିଳୁନି। ଝାରସୁଗୁଡ଼ା‌ ବନ୍ଧବାହାଲର…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ଯାଞ୍ଚ: ୭.୫ ଲକ୍ଷ ଟଙ୍କାର ଚାଲାଣ କାଟିଲା ପରିବହନ ବିଭାଗ

ଝାରସୁଗୁଡ଼ା: ଶୂନ୍ୟ ମୃତ୍ୟୁ ସପ୍ତାହ ପାଇଁ ପ୍ରଶାସନ ପକ୍ଷରୁ ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯାଉଛି। ଏହି କ୍ରମରେ ବୁଧବାର ମୋଟ୍‌ ୧୬୨ ଜଣ ଆଇନ୍‌ ଉଲ୍ଲଂଘନକାରୀଙ୍କଠାରୁ ୭ ଲକ୍ଷ ୫୭ ହଜାର ୨୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ବିନା ଡ୍ରାଇଭିଂ ଲାଇସେନ୍ସ, ବିନା ହେଲମେଟ୍‌, ନିର୍ଦ୍ଧାରିତ…
ଅଧିକ ଖବର ଦେଖନ୍ତୁ...

ପୁଳିସ ପକ୍ଷରୁ ଗାଡି ଯାଞ୍ଚ: ୮.୨ ଲକ୍ଷର ଚାଲାଣ କଟିଲା

ଝାରସୁଗୁଡ଼ା: ଶୂନ୍ୟ ମୃତ୍ୟୁ ସପ୍ତାହ ପାଇଁ ପୁଲିସ୍‌ ଓ ପରିବହନ ବିଭାଗ ପକ୍ଷରୁ ଚେକିଂ ଜାରି ରହିଛି। ଆଜି ଲଇକେରା ଓ ବେଲପାହାଡ଼ ଥାନାଞ୍ଚଳରେ ହୋଇଥିବା ଚେକିଂରେ ମୋଟ ୧୬୩ଜଣ ଉଲ୍ଲଂଘନକାରୀଙ୍କ ବିରୋଧରେ ୮ ଲକ୍ଷ ୨୩ ହଜାର ୫ଶହ ଟଙ୍କାର ଚଲାଣ କଟିଛି। ଏହି ସମୟରେ ନିଶାସକ୍ତ ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

୧୧ରେ ଆସୁଛନ୍ତି ରାଜ୍ୟପାଳ

ଝାରସୁଗୁଡ଼ା: ଆସନ୍ତା ୧୧ ତାରିଖରେ ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସୁଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଝାରସୁଗୁଡ଼ାସ୍ଥିତ ଡିଏଭି ସ୍କୁଲର ରୌପ୍ୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଜ୍ୟପାଳ। ସନ୍ଧ୍ୟାରେ ରାଜ୍ୟପାଳ ପୁଣି ଭୁବନେଶ୍ବର ଫେରିଯିବାର କାର୍ଯ୍ୟକ୍ରମ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ବୃଦ୍ଧ ମୃତ

ଇବ୍ ଥର୍ମାଲ:ରମ୍ପେଲା ପଞ୍ଚାୟତ ମୁଣ୍ଡାପଡ଼ା ପେଟ୍ରୋଲ ପମ୍ପ ପାଖ ରାସ୍ତା କଡରେ ଏକ ଅଜଣା ବଲେରୋ ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ରମ୍ପେଲା ପଞ୍ଚାୟତ ବାଲିଜଂଘା ଗ୍ରାମର ସୁରେଶ ସା (୬୦)। କୌଣସି କାମରେ ସେ ଚାରପାଲି ବସଷ୍ଟାଣ୍ଡ ପଟକୁ ଯାଉଥିଲେ। ଏହି ସମୟରେ…
ଅଧିକ ଖବର ଦେଖନ୍ତୁ...

ବହୁଚର୍ଚ୍ଚିତ ସମର୍ଥ ଅପହରଣ ଓ ହତ୍ୟା ମାମଲା: ଆତ୍ମହତ୍ୟା ଉଦ୍ୟମ କଲା ମୁଖ୍ୟ ଅଭିଯୁକ୍ତ

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ସମର୍ଥ ଅପହରଣ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା ପୁଲିସ ହେପାଜତରେ ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ମିଳିଛି। ତେବେ ଠିକ ସମୟରେ କାର୍ଯ୍ୟରତ ପୁଲିସ କର୍ମୀ ଘଟଣା ସଂପର୍କରେ ଜାଣିପାରିବାରୁ ବଡ଼ ଧରଣର ଅଘଟଣ ବିପଦ ଟଳି ଯାଇଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ମାସବ୍ୟାପୀ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ, ମହିଳା କର୍ମଚାରୀ ଓ ଗୋଷ୍ଠୀ ସଦସ୍ୟଙ୍କ…

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ପାଳନ ପରିପ୍ରେକ୍ଷୀରେ ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଏହାର ମହିଳା କର୍ମଚାରୀ ଓ ସ୍ଥାନୀୟ ଗୋଷ୍ଠୀର ସଦସ୍ୟମାନଙ୍କ ପାଇଁ ‘ସମାନତାକୁ ଗ୍ରହଣ କରିବା’ (ଏମ୍ବ୍ରାସ୍ ଇକ୍ୱିଟି) ବିଷୟବସ୍ତୁ ଉପରେ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡା ଉପନିର୍ବାଚନ: ଟିକେଟ ଦୌଡ଼ରେ ଏହି ତିନି ନେତା

ଝାରସୁଗୁଡ଼ା: ଝାରସୁଗୁଡା ଉପନିର୍ବାଚନ ଲାଗି କଂଗ୍ରେସର ପ୍ରାର୍ଥୀଙ୍କ ନାମ ଖୁବ ଶୀଘ୍ର ଘୋଷଣା ହେବ। ଝାରସୁଗୁଡ଼ା ଦାୟିତ୍ୱରେ ଥିବା ବିଧାୟକ ସନ୍ତୋଷ ସିଂ ସାଲୁଜା ଛ ଜଣିଆ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରି ଆଜି ପିସିସିକୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟ ଏଆଇସିସିକୁ ଦିଆଯିବ ଓ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡା ଉପନିର୍ବାଚନ ପାଇଁ ରାଜନୀତି ସରଗରମ: ରେକର୍ଡ ସଂଖ୍ୟକ ଭୋଟରେ ବିଜେଡି ଜିତିବ, କହିଲେ ବିଜେଡି ପର୍ଯ୍ୟବେକ୍ଷକ

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ନେଇ ଆଜି ବିଜେଡ଼ିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେଡି ସଂଗଠନ ସମ୍ପାଦକ, ଝାରସୁଗୁଡ଼ା ବିଜେଡି ପର୍ଯ୍ୟବେକ୍ଷକ, ନବ ଦାସଙ୍କ ପୁଅ ଵିଶାଲ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଝାରସୁଗୁଡା ଉପନିର୍ବାଚନ ନେଇ ଖୁବଶୀଘ୍ର ବିଜେଡି…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ କଂଗ୍ରେସର ୫ଜଣିଆ ବିଧାୟକ ପ୍ରାର୍ଥୀ ଚୟନ କମିଟି

ଝାରସୁଗୁଡ଼ା: ଆଜି କଂଗ୍ରେସର ୫ଜଣିଆ ବିଧାୟକ ପ୍ରାର୍ଥୀ ଚୟନ କମିଟି ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଦଳର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି କମିଟିର ଅଧ୍ୟକ୍ଷ ରହିଥିବା  ବେଳେ ବିଧାୟକ ଅଧିରାଜ ପାଣିଗ୍ରାହୀ ସଦସ୍ୟ ରହିଛିନ୍ତି। ଏହି ଟିମ ଆଜି ଝାରସୁଗୁଡ଼ା ଜିଲ୍ଲା କାର୍ଯ୍ୟାଳୟରେ…
ଅଧିକ ଖବର ଦେଖନ୍ତୁ...