ଅନୁସନ୍ଧାନ କରୁଥିବା ବର୍ଗ

କଳାହାଣ୍ଡି

ଓଡ଼ିଶା ଗରିବ ନୁହେଁ, ଓଡ଼ିଶାକୁ ଗରିବ କରାଯାଉଛି: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ଗରିବ ନୁହେଁ, ଓଡ଼ିଶାର ଲୋକାମାନେ ଆଜି ଗରିବ । ଏଥିପାଇଁ କେବଳ ଶାସନ ଦାୟୀ । ଓଡ଼ିଶାକୁ ଗରିବ କରାଯାଉଛି ।ପରିବର୍ତ୍ତନ ସଙ୍କଳ୍ପ ସମାବେଶରେ ବର୍ଷିଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ସଭାପତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି। ୧୯…
ଅଧିକ ଖବର ଦେଖନ୍ତୁ...

ଭବାନୀପାଟଣାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ଭବାନୀପାଟଣା: ଆଗାମୀ ସାଧାରଣ ନିର୍ବାଚେନ ପୂର୍ବରୁ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବା ପାଇଁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭବାନୀପାଟଣାରେ ପହଞ୍ଚିଛନ୍ତି। ଭବାନୀପାଟଣାର ଶ୍ରୀକୃଷ୍ଣନଗର ପଡ଼ିଆରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାକଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଏହି ସଭାରେ…
ଅଧିକ ଖବର ଦେଖନ୍ତୁ...

ସଂଘ ନିଜ ଅପେକ୍ଷା ଲୋକଙ୍କ କଥା ଚିନ୍ତା କରୁ: ସୌମ୍ୟରଞ୍ଜନ

ଭବାନୀପାଟଣା : ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଅନ୍ୟମନସ୍କ ହେବା ପାଇଁ ମନା କରାଯାଏ। କିନ୍ତୁ ସଂଘ କ୍ଷେତ୍ରରେ ଅନ୍ୟମନସ୍କ ହେବା ସହିତ ନିଜକଥା ଅପେକ୍ଷା ଲୋକଙ୍କ କଥା ଅଧିକ ଚିନ୍ତା କରିବାର ଆବଶ୍ୟକତା ରହିଛି। ୩୦ ବର୍ଷ ତଳେ କେନ୍ଦୁପତ୍ର କର୍ମଚାରୀମାନେ ସରକାରଙ୍କୁ ନିୟନ୍ତ୍ରଣ କରୁଥିଲେ।…
ଅଧିକ ଖବର ଦେଖନ୍ତୁ...

ପୁଣି ଲାଲ୍ ଆତଙ୍କ : କଳାହାଣ୍ଡିରେ ଜେସିବି ପୋଡ଼ିଲେ

ମ.ରାମପୁର : ସୋମବାର କଳାହାଣ୍ଡି ଜିଲ୍ଲା ମ.ରାମପୁର ଉର୍ଲାଦାନୀ ପଂଚାୟତର ଲାହାଡ଼ି ପିଡ଼େଲପଡ଼ାର ଅନୀଲ ମାଝୀଙ୍କୁ ପୁଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀ ହତ୍ୟା କରିଥିବାବେଳେ ଆଜି (ଗୁରୁବାର) ଏକ ଠିକା କମ୍ପାନିର ଜେସିବି ପୋଡ଼ି ଦେଇଛନ୍ତି। ରକ୍ତମୁଖା ଲାଲ୍‌ବାହିନୀର ତାଣ୍ଡବ ସମଗ୍ର ଅଂଚଳରେ…
ଅଧିକ ଖବର ଦେଖନ୍ତୁ...

ପୁଣି ମାତିଲେ ଲାଲବାହିନୀ : ଇନ୍‌ଫର୍ମର ସନ୍ଦେହରେ ହତ୍ୟା

ରାମପୁର : କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା ଅନ୍ତର୍ଗତ ଉର୍ଲାଦାନୀ ପଂଚାୟତ ଲାହାଡ଼ି ଗ୍ରାମର ଅନିଲ ମାଝୀ(୨୮)ଙ୍କୁ ମାଓବାଦୀମାନେ ଗତ ସୋମବାର ରାତିରେ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିବା ଜଣାପଡ଼ିଛି। ଏଥିସହ ମଙ୍ଗଳବାର ଗ୍ରାମବାସୀଙ୍କୁ ଭୟଭୀତ କରାଇ ଶବଦାହ ମଧ୍ୟ କରାଇଥିବା…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି: ୮ ଦଫା ଦାବି ନେଇ ଡାକ୍ତରଙ୍କ ଧାରଣା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ୮ଦଫା ଦାବି ନେଇ ଡାକ୍ତରମା‌େନ ଧାରଣା ଦେଇଛନ୍ତି। ଡାକ୍ତରଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, କାର୍ଯ୍ୟ ସମୟ ଧାର୍ଯ୍ୟ କରିବା ସହିତ ସରକାରୀ କର୍ମଚାରୀଙ୍କ ଭଳି ଛୁଟିଦିନର ସୁବିଧା ପ୍ରଦାନ, ଡାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ୨ ମୃତ

କେସିଙ୍ଗା : ଭୁବନେଶ୍ବରରୁ ଜୟପୁରକୁ ଯାଉଥିବା ଘରୋଇ ବସ୍‌ ଶ୍ରୀ ଜଗନ୍ନାଥ ଟ୍ରାଭେଲ୍ସ (ଓଡି୦୫ଏମ୍‌-୬୨୨୧) କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଜୋଲକୋ ବୁଲାଣିରେ ସୋମବାର ଭୋର୍‌ ୫ଟାରେ ଓଲଟି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା‌ବେଳେ ୩୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ମୃତକ ମାନେ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି: ଭୁବନେଶ୍ୱରରୁ ଜୟପୁର ଯାଉଥିବା ବସ୍‌ ଓଲଟି ୨ ମୃତ; ୩୪ ଆହତ

କଳାହାଣ୍ଡି: ସୋମବାର ଭୋର୍‌ ପ୍ରାୟ ୫ଟା ସମୟରେ କେସିଙ୍ଗା ଥାନା ଅଞ୍ଚଳ ଦେଇ ପଡ଼ିଥିବା ୨୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବରଗଡ଼-ବୋରିଗୁମା ରାସ୍ତାରେ ଗୋଟିଏ ଯାତ୍ରୀବାହୀ ଘରୋଇ ବସ୍‌ ଓଲଟି ପଡ଼ିବାରୁ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ଓ ୩୪ ଜଣ ଆହତ ହୋଇଛନ୍ତି। ଭୁବନେଶ୍ୱରରୁ ଜୟପୁର…
ଅଧିକ ଖବର ଦେଖନ୍ତୁ...

ମାଫିଆ କବ୍‌ଜାରେ ବାଲିଘାଟ:ଟେଣ୍ଡର ହେଉନି, ଚୋରା ଚାଲାଣ ରୋକିବାରେ ପ୍ରଶାସନ ବିଫଳ

ଜୁନାଗଡ଼,: ଜୁନାଗଡ଼ର ଉଭୟ ସହର ଓ ଗ୍ରାମାଞ୍ଚଳରେ ବାଲି ମାଫିଆଙ୍କ ରାଜୁତି ଦେଖିବାକୁ ମିଳୁଛି। ଜୁନାଗଡ଼ ତହସିଲ ଅଧୀନରେ ଥିବା ବାଲିଘାଟକୁ ସାମୟିକ ଭାବେ ଲିଜ ଦେଇଥିବାରୁ ବାଲି ବ୍ୟବସାୟୀମାନେ ଦିନକୁ ଦିନ ଟାର୍ଗେଟରୁ ଅଧିକ ବାଲି ଚାଲାଣ କରୁଛନ୍ତି। ଟେଣ୍ଡର ହେଉନଥିବା ଯୋଗୁଁ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ବିନା ଟୋକନରେ ଧାନ ବିକ୍ରି! ଚକୁଳି ମଣ୍ଡି

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକରେ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେଉଁଠି ମଣ୍ଡି ବ୍ୟବସ୍ଥା ନଥିବା ବେଳେ ରାସ୍ତାରେ ଚାଷୀମାନେ ଧାନ ବିକ୍ରି କରୁଛନ୍ତି ତ କେଉଁଠି ମଣ୍ଡି ଥିଲେ ମଧ୍ୟ ଛାଉଣି ନଥିବାରୁ ଖୋଲା ଆକାଶ ତଳେ ଶୀତ କାକରରେ ଧାନ ଜଗଇ…
ଅଧିକ ଖବର ଦେଖନ୍ତୁ...