ଅନୁସନ୍ଧାନ କରୁଥିବା ବର୍ଗ

କଳାହାଣ୍ଡି

ବୁଲେଟ ଚକରେ ହାତ ଫସିଯାଇ ଛିଣ୍ଡିଗଲା କୁନି ଝିଅର ଡାହାଣ ହାତ

ଉତ୍କେଲା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ୨୬ ଉପରେ ଥିବା ଉତ୍କେଲା ଗ୍ରାମର ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସାମ୍ନାରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି | ଏକ ବୁଲେଟ ଗାଡି ଯୋଗେ ବାପାଙ୍କ ସହିତ ଯାଉଥିବା ସମୟରେ ବୁଲେଟ ଗାଡି ଚକରେ…
ଅଧିକ ଖବର ଦେଖନ୍ତୁ...

ଇନ୍ଦ୍ରାବତୀ କେନାଲରେ ୨୦ ଫୁଟ୍‌ର ଘାଇ: ୩୦୦ଏକର ଚାଷଜମି ଜଳମଗ୍ନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ କଲମପୁର ବ୍ଲକ୍‌ ଦେପୁର ଗାଁ ନିକଟରେ ପ୍ରାୟ ୨୦ ଫୁଟ୍‌ର ଘାଇ ସୃଷ୍ଟି ହୋଇଛି। ଏଥରେ ପ୍ରାୟ ୩ ଶହ ଏକରରୁ ଅଧିକ ଚାଷଜମି ଜଳମଗ୍ନ ହୋଇଥିବାବେଳେ ୩ଟି ପରିବାରର ଘରେ ୨ଫୁଟ ପାଣି ପଶିଯାଇଛି। ସଂପୃକ୍ତ ୩ ବିପନ୍ନ…
ଅଧିକ ଖବର ଦେଖନ୍ତୁ...

ଶ୍ରୀପୁର ନଦୀରେ ପଡ଼ିରହିଛି ଅଜଣା ମୃତଦେହ

ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଭାନପୁର ଗ୍ରାମପଞ୍ଚାୟତ ଅଧୀନ ରାକ୍ସି ଓ ଗିଗିନା ଗ୍ରାମପଞ୍ଚାୟତ ଅଧୀନସ୍ଥ ଶ୍ରୀପୁର ଗ୍ରାମର ସାନ୍ଦୁଲ ନଦୀର କଦମ ଦୋରୋ ଠାରେ ପାଣିରେ ମୁହଁମାଡି ଏକ ମୃତଦେହ ପଡିରହିଥିବା କିଛି ଗାଈ ଚରାଳୀ ଦେଖିବାବାକୁ ପାଇଥିଲେ। ପରେ ଘଟଣା ସମ୍ପର୍କରେ…
ଅଧିକ ଖବର ଦେଖନ୍ତୁ...

ଇଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହଶହ ହେକ୍ଟର ଚାଷ ଜମି ଜଳମଗ୍ନ

ଧର୍ମଗଡ଼: କଳାହାଣ୍ଡି  ଇଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ। କଲମପୁର ବ୍ଲକ ଦେପୁର ନିକଟରେ ୨୦ ଫୁଟ ଘାଇ ସୃଷ୍ଟି ହୋଇଛି। ଫଳରେ ଗାଁ ଭିତରେ କେନାଲ ପାଣି ପଶିଯାଇଛି। ଲୋକଙ୍କ ଘରେ ମଧ୍ୟ ପାଣି ପଶିଯାଇଛି। କେନାଲରେ ଘାଇ ସୃଷ୍ଟି ହେବା ଯୋଗୁ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ବୋଲେରୋ-ବୁଲେଟ୍‌ ଧକ୍କା, ୨ ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଛତିକୁଡ଼ା ରାସ୍ତାରେ ରବିବାର ଏକ ବୋଲେରୋ ଓ ବୁଲେଟ୍‌ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ୨ ବୁଲେଟ୍ ଅରୋହୀ କିଡିଙ୍ଗ ଗାଁର ଜଗତାନନ୍ଦ୍ ଶବର ଓ କପିଳାସ ରାଉତଙ୍କ ମୃତ୍ୟୁ ଘଟିଛି। ସୂଚନା ଯୋଗ୍ୟ ଯେ, ରବିବାର ସନ୍ଧ୍ୟାରେ…
ଅଧିକ ଖବର ଦେଖନ୍ତୁ...

ଏମିତି ବି ଆସେ ମୃତ୍ୟୁ: ସ୍କୁଟି ଚଳାଇ ଯାଉଥିବା ବେଳେ ହୃଦ୍‌ଘାତରେ ଚାଲିଗଲା ଜୀବନ

ଉତ୍କେଲା: ସ୍କୁଟି ଚଳାଇ ରାସ୍ତାରେ ଯାଉଥିବା ବେଳେ ହୃଦ୍‌ଘାତର ଚାଲିଗଲା ଜୀବନ। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପାଷ୍ଟିକୁଡ଼ି ଗ୍ରାମ ନିକଟରେ ଏଭଳି ଘଟଣା ଘଟିଛି। ମୃତକ ହେଲେ ଆନ୍ଧ୍ରପ୍ରଦେଶର ଜବାହରଲାଲ ଯାଦବ (୫୫)। ସୂଚନା ଅନୁସାରେ, ଜବାହରଲାଲ ଏକ ସ୍କୁଟି (ଏପି ୩୯ କେଏଫ୍…
ଅଧିକ ଖବର ଦେଖନ୍ତୁ...

ଧର୍ମଗଡ଼ରେ ନୂଆ-ଓ ଛାତ୍ରବୃତ୍ତି ବିତରଣ କାର୍ଯକ୍ରମ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ସାମ୍ନା ପଡ଼ିଆରେ ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସହ ନୂଆ-ଓ ଛାତ୍ରବୃତ୍ତିର ଉଦଘାଟନ କରିବା ସହ ଅନୁମୋଦନ ଆଦେଶ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍‌ ସମସ୍ୟା ପ୍ରତିବାଦରେ ରାସ୍ତା ଅବରୋଧ, ୩ ଘଣ୍ଟା ଧରି ଯାତାୟାତ ଠପ୍

ଲାଞ୍ଜିଗଡ଼: ବିଦ୍ୟୁତ୍‌ ସମସ୍ୟା ନେଇ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କନ୍ଦସାର୍ଲି ଗ୍ରାମବାସୀ ଶୁକ୍ରବାର ରାସ୍ତା ଅବରୋଧ କରିଥିଲେ। ବିଶ୍ୱନାଥପୁରରୁ କଲ୍ୟାଣସିଂହପୁର ରାସ୍ତା ଅବରୋଧ ଯୋଗୁଁ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଥିଲା। ଗ୍ରାମବାସୀଙ୍କ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡିରେ ବୋଲ ମାନୁନି ଯକ୍ଷ୍ମା: ସାତବର୍ଷରେ ମୁଣ୍ଡ ନେଲାଣି ୭୩୯

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବୋଲ ମାନୁନି ଯକ୍ଷ୍ମାରୋଗ। ଗତ ସାତବର୍ଷର ତଥ୍ୟକୁ ଅନୁଧ୍ୟାନ କଲେ ସ୍ଥିତି ଉଦ୍‌ବେଗଜନକ ରହିଥିବା ସ୍ପଷ୍ଟ ହେଉଛି। ଗତ ୭ବର୍ଷରେ ଜିଲ୍ଲାରେ ୧୧୭୫୭ ଜଣ ଯକ୍ଷ୍ମାରୋଗୀ ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରୁ ୭୩୯ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ସ୍ଥାୟୀ ପଟ୍ଟା ଓ ପକ୍କା ଘର ପ୍ରଦାନ ଦାବି: ଭିଟାମାଟି ସୁରକ୍ଷା ମଞ୍ଚର ବିରାଟ ଶୋଭାଯାତ୍ରା

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରବାସୀଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ପ୍ରଦାନ ଦାବିରେ ବୁଧବାର ଭିଟାମାଟି ସୁରକ୍ଷା ମଞ୍ଚ ପକ୍ଷରୁ ବିରାଟ ଶୋଭାଯାତ୍ରା ବାହାରିଥିଲା। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। କଳାହାଣ୍ଡି ଜିଲ୍ଲାର ଜୁନାଗଡ଼…
ଅଧିକ ଖବର ଦେଖନ୍ତୁ...