ଅନୁସନ୍ଧାନ କରୁଥିବା ବର୍ଗ

କଳାହାଣ୍ଡି

ଅଦିନିଆ ବର୍ଷାରେ ଭିଜିଲା ମୁଗ, ଚିନ୍ତାରେ ଚାଷୀ

ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧୀନ ରୁପ୍ରା ସମେତ ବିଭିନ୍ନ ଅଞ୍ଚଳରେ ଶନିବାର ଅପରାହ୍ନରେ ପ୍ରବଳ ବର୍ଷା ହୋଇଛି। ଅମଳ ପରେ ଚାଷୀ ଖଳାରେ ରଖିଥିବା ମୁଗ ସବୁ ଭିଜିଯାଇଥିବା ଦେଖାଯାଇଛି। ସେହିପରି ଅମଳ ହେବାକୁଥିବା ମୁଗ ମଧ୍ୟ ଭିଜି ଯାଇଥିବାରୁ ଚାଷୀମାନେ ଚିନ୍ତାରେ…
ଅଧିକ ଖବର ଦେଖନ୍ତୁ...

ଉତ୍କେଲାରୁ ବିମାନ ଉଡ଼ାଣ ଲାଇସେନ୍ସ, ୨ ଜଣିଆ ଡିଜିସିଏ ଟିମ୍‌ର ସମୀକ୍ଷା

କେସିଙ୍ଗା: କଳାହାଣ୍ଡି ଜିଲ୍ଲା ଉତ୍କେଲା ବିମାନ ବନ୍ଦରରୁ ବିମାନ ଉଡ଼ାଣ ନେଇ ଟୁ-ବି ଲାଇସେନ୍ସ ପ୍ରଦାନ ପାଇଁ ଶୁକ୍ରବାର ଡିଜିସିଏର ଦୁଇ ଜଣିଆ ଟିମ୍‌ ସମୀକ୍ଷା ପାଇଁ ଉତ୍କେଲା ପହଞ୍ଚିଛନ୍ତି। ଡିଜିସିଏର ମନୀଷ ଠାକୁର ଓ ଧୂସର ମଣ୍ଡଳ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବିମାନରେ ଉତ୍କେଲା ଆସିଥିଲେ।…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାଳୟରେ ଶିକ୍ଷକ ନଆସିବାରୁ ସ୍କୁଲ ବନ୍ଦ, ଗେଟ୍‌ ସାମ୍ନାରେ ଧାରଣା ଦେଲେ ଛାତ୍ରଛାତ୍ରୀ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ପୌରକେଲାସ୍ଥିତ ପ୍ରାଥମିକ ବିଦ୍ୟାଳୟ ଗେଟ୍‌ ବାହାରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି। ଶିକ୍ଷକଙ୍କ ଅନୁପସ୍ଥିତ ହେତୁ ସ୍କୁଲ ଗେଟରେ ତାଲା ଝୁଲୁ ଥିବାରୁ ପିଲାମାନେ ଏଭଳି ଆନ୍ଦୋଳନ କରିଛନ୍ତି। ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ…
ଅଧିକ ଖବର ଦେଖନ୍ତୁ...

ଦଶମ ସମେଟିଭ୍-୨ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ: ୬ଜଣଙ୍କୁ ରାତିଅଧିଆ ଉଠାଇ ଆଣିଲା କେସିଙ୍ଗା ପୁଲିସ

ରୁପ୍ରା: ଦଶମ ସମେଟିଭ୍-୨ ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷାରେ ସ୍ଵଚ୍ଛତା ଆଣିବାକୁ ତଥା କପି ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ପୁଲିସ ଜାଣିବାକୁ ପାଇଛି । ଫଳରେ କିଛି ଅସାଧୁ ବ୍ୟକ୍ତି ମାନଙ୍କ ସହଯୋଗ କ୍ରମେ…
ଅଧିକ ଖବର ଦେଖନ୍ତୁ...

ଟ୍ରାଫିକ ଅବରୋଧ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳ

ଭବାନୀପାଟଣା: ବୁଧବାର ରାଜ୍ୟବ୍ୟାପୀ ଡ୍ରାଇଭର ସଂଘ ପକ୍ଷରୁ ଧର୍ମଘଟ ହେଉଥିବା ଯୋଗୁଁ ଧର୍ମଘଟକାରୀମାନେ ଟ୍ରାଫିକ ଅବରୋଧ ଓ ଗାଡ଼ିମଟର ବନ୍ଦ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଙ୍ଗଳବାର ସନ୍ଧ୍ୟାରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଜିଲ୍ଲାପାଳ ପି.…
ଅଧିକ ଖବର ଦେଖନ୍ତୁ...

ଶଗଡ଼ା ନଦୀରୁ ଗଳିତ ଶବ ଉଦ୍ଧାର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦରଥାନା କିଆପଦର ନିକଟ ଶଗଡ଼ା ନଦୀରୁ ଏକ ଗଳିତ ଶବ ପୁଲିସ ଉଦ୍ଧାର କରିଛି। ସୂଚନାନୁସାରେ ଶଗଡ଼ା ନଦୀରେ ଏକ ଗଳିତ ଶବ ପାଣିରେ ପଡ଼ିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।…
ଅଧିକ ଖବର ଦେଖନ୍ତୁ...

ମଟର ପମ୍ପ ଚୋରି ଅଭିଯୋଗରେ ୩ ଗିରଫ, କୋର୍ଟ ଚାଲାଣ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଉଠାଜଳସେଚନ ପ୍ରକଳ୍ପରେ ଚାଷ କାର୍ଯ୍ୟ ପାଇଁ ଲାଗିଥିବା ୪ ପାଣି ମଟର ପମ୍ପ ଚୋରି ଅଭିଯୋଗରେ କୋକସରା ପୁଲିସ ମଙ୍ଗଳବାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାନୁସାରେ କୋକସରା ଥାନା ଖୁଣ୍ଟିଆ ଗ୍ରାମର ଉଦ୍ଧବ…
ଅଧିକ ଖବର ଦେଖନ୍ତୁ...

ଦାଦାବଟି ଆଦାୟକାରୀଙ୍କୁ ସମର୍ଥନ କରି ଅଡୁଆରେ ପୁଲିସ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ତାରିଣୀପଡ଼ାର ଅଶୋକ ନେଗୀଙ୍କ ଘରକୁ ୨ ଜଣ ଯୁବକ ଯାଇ ନିଜକୁ ପୁଲିସ ଓ ସାମ୍ବାଦିକ କହି ୫୦ ହଜାର ଟଙ୍କା ମାଗିଥିଲେ। କୌଶଳକ୍ରମେ ଅଶୋକ ନେଗୀ ସେମାନଙ୍କୁ ଗେଟ ବନ୍ଦ କରି ଟାଉନ ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଜଣକୁ କାବୁ…
ଅଧିକ ଖବର ଦେଖନ୍ତୁ...

ପୋଖରୀ ଭିତରେ ପଶିଲା ପିକ୍‌ଅପ୍‌, ଜଣେ ମୃତ

ଉତ୍କେଲା: କଳାହାଣ୍ଡି ଜିଲ୍ଲା ସଦର ଥାନା କର୍ଲାପଡ଼ା ଫାଣ୍ଡି କୋକୋଡ଼ମାଲ ଓ ଗୁଞ୍ଜେରମାଲ ରାସ୍ତା​ରେ ଥିବା ଏକ ପୋଖରୀରେ ଭାରସାମ୍ୟ ହରାଇ ଏକ ପିକ୍‌ଅପ୍‌ ପଶିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ କର୍ଲାପଡ଼ା ଫାଣ୍ଡି ଘଣ୍ଟବାହାଲି ଗ୍ରାମର ଗୋପାଳ ବାଗ (୨୭) ବୋଲି ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର; ପୁଣି ଖଟିଆରେ ବୁହା ହେଲେ ରୋଗୀ

ମ.ରାମପୁର: କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ମ. ରାମପୁର ବ୍ଲକରେ ଗାଁସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି।ବିଭିନ୍ନ ସମୟରେ ରୋଗୀ ସ୍ବାସ୍ଥ୍ୟ ସେବା ନ ପାଇ ଅସମୟରେ ମୃତ୍ୟୁ ବରଣ କରିଥିବା ନଜିର ଅଗଣିତ। ବଣ ଜଙ୍ଗଲ ପାହାଡ ଭିତରେ ଥିବା ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ସେବା ସପନ ହୋଇ…
ଅଧିକ ଖବର ଦେଖନ୍ତୁ...