ଅନୁସନ୍ଧାନ କରୁଥିବା ବର୍ଗ

କଳାହାଣ୍ଡି

ବେଙ୍ଗାଲୁରୁରେ ଓଡ଼ିଆ ଚାଳକଙ୍କ ମୃତ୍ୟୁ; ମୃତଦେହ ଗାଁକୁ ଆଣିବା ପାଇଁ ପ୍ରଶାସନକୁ ସ୍ତ୍ରୀଙ୍କ ଗୁହାରି

ଉତ୍କେଲା: ବେଙ୍ଗାଲୁରୁରେ ଓଡ଼ିଆ ଗାଡ଼ି ଚାଳକ ବିକ୍ରିମ ସୁନାଙ୍କ ମୃତ୍ୟୁ ଘଟିଛି। ଗାଁକୁ ଶବ ଆଣିବା ପାଇଁ ତାଙ୍କ ସ୍ତ୍ରୀ ପ୍ରଶାସନଠାରେ ଗୁହାରି କରିଛନ୍ତି। ମୃତ ବ୍ୟକ୍ତି ହେଲେ ବିକ୍ରମ ସୁନା (୫୨)। ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ ବୋରିଆ ପଞ୍ଚାୟତ ନାଗୁପଲା ଗ୍ରାମର…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ବିଜେଡି ବିଧାୟକ ବଳଭଦ୍ର ମାଝୀ

ଭବାନୀପାଟଣା: ବିଜେଡିର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରେ ଆଜି ଆୟୋଜିତ କଂଗ୍ରେସର ମିଶ୍ରଣ ପର୍ବରେ ସମର୍ଥକଙ୍କ ସହ ବଳଭଦ୍ର ମାଝୀ ହାତ ଧରିଛନ୍ତି। ଏଥିଲାଗି ଆୟୋଜିତ ମିଶ୍ରଣ ପର୍ବରେ ପିସିସି…
ଅଧିକ ଖବର ଦେଖନ୍ତୁ...

ପିଡିଏସ୍‌ ଚାଉଳ ଓ ଭତ୍ତା ଦାବିରେ ପିଇଓଙ୍କୁ ତାଲା ପକାଇଲେ ହିତାଧିକାରୀ

ଜୟପାଟଣା: ପିଡିଏସ୍‌ ଚାଉଳ ଓ ଭତ୍ତା ଦାବିରେ ଶୁକ୍ରବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ପିଇଓଙ୍କୁ ହିତାଧିକାରୀ ତାଲା ପକାଇ ଦେଇଥିଲେ। ପୁଲିସ ଆସି ବୁଝାସୁଝା ପରେ ହିତାଧିକାରୀ ତାଲା ଖୋଲିଥିବା ଜଣାଯାଇଛି। ସୂଚନା ଅନୁସାରେ, ଲଡୁଗାଁ ପଞ୍ଚାୟତରେ ୨୮୧୯ ଜଣ ହିତଧିକାରୀ…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟରରୁ ପଡ଼ି ଜଣେ ମୃତ, ଦୁଇ ଆହତ

ମ. ରାମପୁର: ମ. ରାମପୁର ଥାନା ରାମୁଡ଼ ପାଖରେ ଟ୍ରାକ୍ଟରରୁ ପଡ଼ି ଯଦୁ ମାଝୀ (୨୪)ଙ୍କ ମୃତ୍ୟୁ ଘଟିଛି। ଏଥିରେ କିଶନ ମାଝୀ (୧୫) ଓ ଦୁଷ୍ମନ୍ତ ମାଝୀ (୧୮) ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ବୁଧବାର ସଂଧ୍ୟାରେ ଏକ ଟ୍ରାକ୍ଟର ପାଣି ପାଇପ୍ ନେଇ ରିଷିଡ଼ାରୁ ରାମପୁର ଆଡ଼କୁ ଆସୁଥିଲା।…
ଅଧିକ ଖବର ଦେଖନ୍ତୁ...

ଅଲାତରା ଓ ମଦନପୁରଠାରେ ସୁନାମୁଖୀ ଯାତ୍ରା: ରକ୍ତରଞ୍ଜିତ ହେଲା ଦୁଇ ପୀଠ

ମଦନପୁର: କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ୍ ଅନ୍ତର୍ଗତ ଅଲାତରା ଓ ମଦନପୁରରେ ବୁଧବାର ସୁନାମୁଖୀ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ବଲାଙ୍ଗୀର ଶୁଲିଆ ଯାତ୍ରାର ପରଦିନ ଏଠାରେ ସୁନାମୁଖୀ ଯାତ୍ରା ପାଳନ ହୋଇଥାଏ। ଏଥିରେ ପ୍ରଥମେ ମ. ରାମପୁର ରାଜ ପରିବାରର ପାଟ ବୁକା (ବୋଦା) ବଳି ପରେ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି: ତଥାପି ୪୭.୨୮% ଦରିଦ୍ର

ଭବାନୀପାଟଣା: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଳାହାଣ୍ଡି ଜିଲ୍ଲାକୁ ‌ସବୁବେଳେ ଫୋକସ୍‌ରେ ରଖୁଛନ୍ତି। ଜିଲ୍ଲାର ବିକାଶ ପାଇଁ ମାଳମାଳ ଯୋଜନା କରିଛନ୍ତି। ସବୁ ଯୋଜନାର ମୂଳ ଲକ୍ଷ୍ୟ ଜିଲ୍ଲାବାସୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା। ହେଲେ ଯେତିକି ବିକାଶ ହେବା କଥା ଆଜି ବି ହୋଇ ପାରି…
ଅଧିକ ଖବର ଦେଖନ୍ତୁ...

ଲୋକସଭା ନୁହେଁ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ଭକ୍ତ!

କଳାହାଣ୍ଡି: ସମ୍ଭବତଃ ଜୀବନର ଶେଷ ନିର୍ବାଚନ ଲଢିପାରନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଦାସ । କଳାହାଣ୍ଡି ଭବାନୀପାଟଣାରେ ଆୟୋଜିତ ସାଧାରଣ ସଭାରେ ସେ ଏମିତି କିଛି ଘୋଷଣା କରିଛନ୍ତି । କହିଛନ୍ତି, ଏଥର କ୍ଷମତାକୁ ଆସିଲେ ନିଜ ଅଂଚଳ ପାଇଁ ଅନେକ କିଛି କରିପାରିବେ । ଚର୍ଚ୍ଚା ହେଉଛି…
ଅଧିକ ଖବର ଦେଖନ୍ତୁ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ

ଭବାନୀପାଟଣା: ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡିର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଲଗାତାର ଭାବରେ ୧୯୯୦ ମସିହାରୁ ବଳଭଦ୍ର ମାଝୀ ଲାଞ୍ଜିଗଡ଼ ବିଧାନସଭାରୁ…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ୨ ଅଭିଯୁକ୍ତ ଜେଲ ଗଲେ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ପୁଲିସ ଧନସରା ଗ୍ରାମର ଜିତେନ୍ଦ୍ର ଶବର (୨୩) ଓ ଶଙ୍କର ରାଉତ (୨୩)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ନୂଆବର୍ଷ ଦିନ ପୀଡ଼ିତା ଯୁବତୀ, ବଡ଼ ଭଉଣୀ ଓ ତାଙ୍କ ଚାକର ସହ…
ଅଧିକ ଖବର ଦେଖନ୍ତୁ...

ଧାନ ଓ କପା ମଣ୍ଡିରେ କଟ୍‌ନି ଛଟ୍‌ନି ପ୍ରତିବାଦ: ବିଜେପି ପକ୍ଷରୁ କଳାହାଣ୍ଡି ବନ୍ଦ ପାଳନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କ ଧାନ ଓ କପାର କଟ୍‌ନି ଛଟ୍‌ନି ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ କରାଯାଇଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ସରକାର ମିଲର୍ସ ଓ…
ଅଧିକ ଖବର ଦେଖନ୍ତୁ...