ଅନୁସନ୍ଧାନ କରୁଥିବା ବର୍ଗ

କନ୍ଧମାଳ

ଯାତ୍ରୀଙ୍କ ଜୀବନ ସହ ଖେଳୁଛନ୍ତି ବସ କର୍ମଚାରୀ, ଓଭରଲୋଡ଼ ଯୋଗୁଁ ବସରେ ଲାଗିଲା ବିଦ୍ୟୁତ ତାର

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା କଳିଙ୍ଗା ଛକରେ ଆଜି ସନ୍ଧ୍ୟାରେ ଏକ ବଡ ଦୁର୍ଘଟଣାରେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ସୂଚନା ଅନୁସାରେ ଭିଏସ ଏଣ୍ଡ ଭିଏସ୍ ନାମକ ଏକ ଯାତ୍ରୀବାହୀ ବସ୍ ବ୍ରହ୍ମପୁରଠାରୁ ବାଲିଗୁଡା ଯାଉଥିବା ବେଳେ କଳିଙ୍ଗା ଛକରେ ବସ୍ ଲଗେଜ୍ କେରୀୟରରେ ଓଭର୍ ଲୋଡ ଥିବା କାରଣରୁ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଗଡ଼ରେ ସବୁ ଗଡ଼ବଡ଼: ପ୍ରାର୍ଥୀ ବଦଳାଇବାକୁ ନେଇ ଚାଲିଥିବା ଅସନ୍ତୋଷର ନିଆଁ ଚରମ ସୀମାରେ

ଘୁ.ଉଦୟଗିରି: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ଏଥି ପାଇଁ ରଣକ୍ଷେତ୍ରକୁ ଯିବାକୁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହୋଇସାରିଥିବା ବେଳେ କଂଗ୍ରେସ ଦଳ ଭିତରେ ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପାଞ୍ଚିଗଲାଣି, ଯେଉଁ କାରଣରୁ ଦଳୀୟ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଖୋଲାଖୋଲି ଆସିପାରିନାହାନ୍ତି। ଆଜି…
ଅଧିକ ଖବର ଦେଖନ୍ତୁ...

ଜଳୁଛି କଳିଙ୍ଗା ଘାଟି ଜଙ୍ଗଲ: ବିପଦରେ ବନ୍ୟପ୍ରାଣୀ

ଘୁ.ଉଦୟଗିରି: ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗାଘାଟି ଜଙ୍ଗଲ ବିପଦରେ। ଜଙ୍ଗଲ ସଂପଦ ନିଆଁର ଆଁ ଭିତରେ। କିମିକିମି ବ୍ୟାପି ଜଳୁଛି ଜଙ୍ଗଲ। କଳିଙ୍ଗା ଘାଟିର ଲମ୍ବ ୧୦କିମି ରହିଥିବା ବେଳେ ୬କିମି ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ଘୁମୁସର ବନଖଣ୍ଡ ଅଧୀନରେ ରହିଛି ବଳକା ଜଙ୍ଗଲ କନ୍ଧମାଳ ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ଜମିଜମା ବିବାଦକୁ ନେଇ ମାମୁକୁ ହାଣିଲା ଭଣଜା

ବାଲିଗୁଡ଼ା: ବିଳମ୍ବିତ ରାତିରେ ବାଲିଗୁଡ଼ା ଆଣ୍ଟ ସାହିରେ ଘଟିଛି ଏକ ଅଘଟଣ। ଜମିଜମା ବିବାଦକୁ ନେଇ ମାମୁକୁ ହାଣିଲା ଭଣଜା। ଏଣେ ମାମୁଙ୍କ ପକ୍ଷରୁ ପ୍ରତିଆକ୍ରମଣରେ ମଧ୍ୟ ଭଣଜା ସମେତ ମାମୁର ଦୁଇ ପୁଅ ଓ ଭଣଜାର ସ୍ତ୍ରୀ ଓ ପିଲାଙ୍କ ସମେତ ୭ଜଣ ମଧ୍ୟ ଆକ୍ରମଣ ଶିକାର ହୋଇଛନ୍ତି। ସମସ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...

ଖବର ପ୍ରକାଶ ପରେ ମରାମତି ହେଲା ପାନୀୟ ଜଳପ୍ରକଳ୍ପ; ଡିଏଭିବାସୀ ପାଇଲେ ପାଣି

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ର ୭ନଂ ୱାର୍ଡରେ ପାଇପଲାଇନ ମରାମତି ‌ହୋଇଛି। ବାସିନ୍ଦାଙ୍କୁ ପାନୀୟ ଜଳ ମିଳିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଳ ଯନ୍ତ୍ରଣାରୁ ଲୋକଙ୍କୁ ଆଶ୍ବସ୍ଥି ମିଳିଛି। ଏହି ଅଞ୍ଚଳକୁ ପାଇପ ଯୋଗେ ଜଳଯୋଗାଣ…
ଅଧିକ ଖବର ଦେଖନ୍ତୁ...

ପ୍ରତିବାଦର ଭିନ୍ନ ଏକ ପ୍ରୟାସ: ନଳକୂପ ମରାମତି ପାଇଁ କହିକହି ଥକିଗଲେ ଗ୍ରାମବାସୀ, ଶୁଣିଲାନି ପ୍ରଶାସନ

ଘୁ.ଉଦୟଗିରି: ଡହଡ଼ହ ପ୍ରଖର ଖରାରେ ଟୋପାଏ ପାଣି ପାଇଁ ସଙ୍ଘର୍ଷ କରିବାକୁ ପଡୁଛି। ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଲୋକେ ପାଣି ପାଇଁ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ଦୀର୍ଘ ଏକ ବର୍ଷ ହେବ ଅଚଳ ଅବସ୍ଥାରେ ପଡ଼ି ରହିଛି ଘୁ .ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମ…
ଅଧିକ ଖବର ଦେଖନ୍ତୁ...

ଆଣ୍ଠେଇଛି ବିକାଶ: ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଏହି ଗାଁକୁ ନାହିଁ ପକ୍କା ରାସ୍ତା

ଘୁ.ଉଦୟଗିରି: କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିକାଶ ନାରା ନାରାରେ ରହିଯାଇଛି। କନ୍ଧମାଳ ଜିଲ୍ଲାରେ ଆଜିବି ଏମିତି ଗାଁ ଅଛି ଯେଉଠିକି ଯିବାକୁ ପକ୍କା ରାସ୍ତାଟିଏ ନାହିଁ।କନ୍ଧମାଳ ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖୁବା ପରେ ସ୍ପଷ୍ଟ ବାରି ହେଉଛି ଏହି ଜିଲ୍ଲାର ବିକାଶ ଯେଭଳି ଆଣ୍ଠେଇଯାଇଛି।…
ଅଧିକ ଖବର ଦେଖନ୍ତୁ...

ପୁର୍ବ ଶତ୍ରୁତାରୁ ଫୁଟିଲା ଗୁଳି : ଗୁଳିମାଡ଼ରେ ନାମଯଜ୍ଞ କର୍ତ୍ତା ଗୁରୁତର, ସମ୍ପୃକ୍ତି ଅଭିଯୋଗରେ ଜଣେ ଗିରଫ

କଣ୍ଟାମାଳ : ଗତକାଲି ବିଳମ୍ବିତ ରାତିରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି କଣ୍ଟାମାଳ ଥାନାଞ୍ଚଳରେ ୨ ରାଉଣ୍ଡ ଗୁଳି ଫୁଟିଛି।  ଗତକାଲି ପବିତ୍ର ରାମନବମୀ ଅବସରରେ କଣ୍ଟାମାଳ ଥାନା ଲମ୍ବେସରୀ ପଞ୍ଚାୟତର ପିପଲପାଳି ଗ୍ରାମରେ ନାମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ରାତି ପ୍ରାୟ ୧୦ଟା ସମୟରେ କିଛି…
ଅଧିକ ଖବର ଦେଖନ୍ତୁ...

ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ: ପିଟିପିଟି ମାରିଥିବା ଅଭିଯୋଗ

କନ୍ଧମାଳ:ଫୁଲବାଣୀ ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ତାଙ୍କ ପରିବାର ଲୋକେ ଏନେଇ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତକ ହେଉଛନ୍ତି ଫିରିଙ୍ଗିଆ ଡିମିରିଗୁଡ଼ା ଗାଁର ଅଭିରାମ ଦିଗାଲ। ଜେଲରେ ଅସୁସ୍ଥ ହେବା ପରେ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର…
ଅଧିକ ଖବର ଦେଖନ୍ତୁ...

‘ମୌଳିକ ସୁବିଧା ପାଇଲୁନି, ଏଥର ଭୋଟ ବର୍ଜନ’: ଚରମବାଣୀ ଶୁଣାଇଲେ ଗଗଲିମାହାର ୬୦ ପରିବାର

ବାଲିଗୁଡ଼ା: ୧ ‘ବର୍ଷ ବର୍ଷ ବିତିଗଲା। ହେଲେ ଆଜି ପର୍ଯ୍ୟନ୍ତ ନା ରାସ୍ତାଟିଏ ନିର୍ମାଣ ହୋଇପାରିଲା ନା ସ୍କୁଲ୍‌। ପିଇବା ପାଣି ପାଇଁ ୧୨ ମାସ ସଂଘର୍ଷ। ଆଉ ନିର୍ବାଚନ ଆସିଲେ ନେତାଙ୍କ କେବଳ ମାଳମାଳ ପ୍ରତିଶ୍ରୁତି। କିନ୍ତୁ ପରେ ଫଳ ଶୂନ୍। ବାସ୍ ବହୁତ ହୋଇଗଲା। ଏଥର ନିର୍ବାଚନରେ ଭୋଟ…
ଅଧିକ ଖବର ଦେଖନ୍ତୁ...