ଅନୁସନ୍ଧାନ କରୁଥିବା ବର୍ଗ

କନ୍ଧମାଳ

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌, ୧୦ ହଜାର ଟଙ୍କା ଜରିମାନା

ଫୁଲବାଣୀ: ଫୁଲବାଣୀ ଏଡିଜେ(ପୋକ୍‌ସୋ) କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀ ଯୁବକ ଦୁଃଶାସନ ପ୍ରଧାନ(୪୩)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ଶୁଣାଣି କରିଛନ୍ତି। ଜରିମାନା ଅନାଦେୟ ରହିଲେ ଅଧିକ ୧ ବର୍ଷ ଜେଲ୍‌ ଦଣ୍ଡ…
ଅଧିକ ଖବର ଦେଖନ୍ତୁ...

କତିଙ୍ଗିଆ କମଳବନରେ ମକରମେଳା ଅନୁଷ୍ଠିତ

ଘୁ.ଉଦୟଗିରି:  ହିନ୍ଦୁ ସମ୍ପ୍ରଦାୟର ପବିତ୍ର ପର୍ବ ମକର ସଂକ୍ରାନ୍ତି ଉତ୍ସବ ନିମନ୍ତେ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିିରି ବ୍ଲକ ଅଧୀନ କତିଙ୍ଗିଆ ଗ୍ରାମର କମଳବନ ମଠ ଏବଂ ସ୍ଥାନୀୟ ଏନଏସି ନିକଟରେ ଥିବା ବାଉଡ଼ି ଗ୍ରାମର ଶିବ ମନ୍ଦିର ପ୍ରାଙ୍ଗଣ ଶହଶହ ଭକ୍ତଙ୍କ ସମାଗମରେ ଚଳଚଞ୍ଚଳ ହୋଇଉଠିଛି।…
ଅଧିକ ଖବର ଦେଖନ୍ତୁ...

୨ ଝିଅଙ୍କୁ କୂଅକୁ ଠେଲି ହତ୍ୟା ଘଟଣା: ମା’ଙ୍କୁ ୮ ବର୍ଷ ସଶ୍ରମ କାରାଦଣ୍ଡ, ୫ବର୍ଷ ଜେଲରେ ରହିବେ ବାପା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ଗତ ୨୦୨୧ ଜୁଲାଇ ୧୭ରେ ଘଟିଥିଲା ଏକ ଲୋମହର୍ଷଣକାରୀ ଘଟଣା। ପତି-ପତ୍ନୀ କଳହରୁ ପୁଅ ଓ ଝିଅଙ୍କୁ କୂଅକୁ ଠେଲି ହତ୍ୟା କରିଥିଲା ମାଆ। ଏହି ମାମଲାର ବିଚାର କରି ବାଲିଗୁଡ଼ା ଅତିରିକ୍ତ ଜିଲ୍ଲ ଦୌରାଜଜ୍‌ ଦିଲ୍ଲୀପ କୁମାର ବିଶ୍ଵାଳ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ମଦଭର୍ତ୍ତି ଅଟୋକୁ ଗୋଡ଼ାଇଗୋଡ଼ାଇ ଧରିଲା ପୁଲିସ, ଅଭିଯୁକ୍ତ ଫେରାର

ଘୁ ଉଦୟଗିରି: ଚୋରାରେ ଏକ ବିଦେଶୀ ମଦ ଭର୍ତ୍ତି  ଅଟୋ (ଓଡି ୧୨ବି ୬୨୦୧) ସ୍ଥାନୀୟ ପୁଲିସ ଗୋଡେ଼ଇ ଗୋଡେ଼ଇ ଧରିବାରେ ସଫଳ ହୋଇଛି। କିନ୍ତୁ ଅଭିଯୁକ୍ତ ଅଟୋ ଛାଡ଼ି ଫେରାର ହୋଇଯାଇଥିବା ସୂଚନା ମିଳିଛି। ମଦ ଭର୍ତ୍ତି ଅଟୋ ରାଇକିଆ ଆଡ଼କୁ ଯାଉଥିବା ପୁଲିସ ଖବର ପାଇବା ପରେ ତାଙ୍କ ପିଛା କରିଥିଲା।…
ଅଧିକ ଖବର ଦେଖନ୍ତୁ...

ଅନିଶ୍ଚିତତା ଘେରରେ ଘୁମୁସର ଉଦୟଗିରି ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ

ଘୁ. ଉଦୟଗିରି: ଦୀର୍ଘ ବର୍ଷର ପରମ୍ପରା ଭାଙ୍ଗିବାକୁ ଯାଉଛି ପ୍ରଶାସନ। ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ହବାକ୍ ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆ ଠାରେ ପ୍ରତିବର୍ଷ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସାମୁହିକ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥାଏ। ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ବସୁଧା ଯୋଜନା କାହା ପାଇଁ? କଳିଙ୍ଗାର ନେଡିନାଜୁସାହି ବାସିନ୍ଦାଙ୍କ କାଦୁଅପାଣିରେ ମେଣ୍ଟୁଛି ଶୋଷ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମ ପଞ୍ଚାୟତର ୧ ନମ୍ବର ୱାର୍ଡ ତାରାବାଡ଼ି(ନେଡିନାଜୁ) ସାହିରେ ବିଶୁଦ୍ଧ ପାନୀୟ ଜଳର ସମସ୍ୟା କହିଲେ ନସରେ। ସରକାରଙ୍କ ବସୁଧା ଯୋଜନା ଏଠି ଫେଲ ମାରିଛି। ପାଇପ ଲାଇନ ବିଛା ଯାଇଛି ଟେପ ଲାଗିଛି। ହେଲେ ପାଣିର…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥକଡ଼ରେ ବିଦ୍ୟାଳୟ ପିଲାଙ୍କ ସୁରକ୍ଷା ପାଇଁ ନାହିଁ ବ୍ୟବସ୍ଥା, ମୁଣ୍ଡ ଉପରେ ଝୁଲୁଛି ବିପଦ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ କଳିଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କଳିଙ୍ଗାରେ ପ୍ରଥମ ଶ୍ରେଣୀ ଠାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉ ଥିବା ବେଳେ ଏହା ଅନେକ ମୌଳିକ ସମସ୍ୟା ଦେଇ ଗତି କରୁଥିବା ଅଞ୍ଚଳବାସୀ…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କ ଦୃଷ୍ଟି ଆଢୁଆଳରେ ଘୁମୁସର ଉଦୟଗିରିର ପର୍ଯ୍ୟଟନ ଓ ବଣଭୋଜି ସ୍ଥଳ

ଘୁ.ଉଦୟଗିରି: ଶିଳ୍ପ ଓ ରେଳ ବିହୀନ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ପ୍ରକୃତି ଖୁନ୍ଦି ଦେଇଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଘଞ୍ଚ ଜଙ୍ଗଲ, ସୁଉଚ୍ଚ ପାହାଡ଼-ପର୍ବତ ସାଙ୍ଗକୁ ଝରଣା, ଜଳପ୍ରପାତ ସହ ଘଞ୍ଚ ଶାଳ-ପିଆଶାଳ, ପାଇନ, ଝାଉଁବଣ ଭଳି ଅତି ସୁନ୍ଦର ସ୍ଥାନ। ରାଜ୍ୟ ସରକାର ଏବଂ…
ଅଧିକ ଖବର ଦେଖନ୍ତୁ...

ଘୁମୁସର ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର: ୪୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ୪ ଜଣ ଡାକ୍ତର

ଘୁ. ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଏକ ମାତ୍ର ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ଅଭାବ ଯୋଗୁଁ ଆଜି ବହୁ ସମସ୍ୟା ଦେଇ ଗତି କରୁଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ବିଧାନସଭା ଉପବାଚସ୍ପତି ସମ୍ବର୍ଦ୍ଧିତ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ସଭାପତି ସନ୍ତୋଷ ଦାସଙ୍କ ସଭାପତିତ୍ବରେ ରାଇକିଆ ସ୍ଥିତ ସ୍ଵସ୍ତିକ କଲ୍ୟାଣ ମଣ୍ଡପ ଠାରେ ଓଡ଼ିଶା ବିଧାନସଭା ଉପବାଚସ୍ପତି ସାଲୁଗା ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...