ଅନୁସନ୍ଧାନ କରୁଥିବା ବର୍ଗ

କନ୍ଧମାଳ

ବିଜୁସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପବାଚସ୍ପତି

ଘୁ.ଉଦୟଗିରି: ସ୍ଥାନୀୟ ବ୍ଳକ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତ ଠାରୁ ଘୁ. ଉଦୟଗିରିକୁ ସଂଯୋଗ କରୁଥିବା ଦଦଲାକୁଟିସ୍ଥିତ ସାଲୁଙ୍କି  ନାଳରେ ରାଜ୍ୟ ସରକାରଙ୍କ ତରଫରୁ ବିଜୁସେତୁ ଯୋଜନା ମାଧ୍ୟମରେ ସୁଉଚ୍ଚ ସେତୁ ନିର୍ମାଣ ପ୍ରକଳ୍ପର ମାନ୍ୟବର ଉପବାଚସ୍ପତି ସାଲୁଗା ପ୍ରଧାନଙ୍କ କର କମଳରେ…
ଅଧିକ ଖବର ଦେଖନ୍ତୁ...

ଆବାସ ଯୋଜନା କାହାପାଇଁ? ଭଙ୍ଗା କୁଡ଼ିଆ ଘରେ ଅସହାୟ ବିଧବା ବୃଦ୍ଧାଙ୍କ ବିତୁଛି ଜୀବନ

ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ୧୪ ନ ୱାର୍ଡ କୁରୁମିଙ୍ଗିଆ (ଲୋହାର୍ ନାଜୁ) ଗ୍ରାମର ୭୭ ବର୍ଷୀୟା  ବିଧବା ଏବଂ ଅସହାୟ ବୃଦ୍ଧା ଜୁନାରୀ ବିନ୍ଧାଣିଙ୍କ ଭଙ୍ଗା କୁଡ଼ିଆ ଘରେ ବିତୁଛି ଜୀବନ। ଜୁନାରୀଙ୍କ ଘର ଚାଲିଚଳନ ଦେଖିଲେ ସ୍ପଷ୍ଟ ହେଉଛି ସରକାରଙ୍କ ଯୋଜନା…
ଅଧିକ ଖବର ଦେଖନ୍ତୁ...

‘ଶିକ୍ଷା ସମସ୍ତଙ୍କ ପାଇଁ’ ଉପରେ ମିନି ମାରାଥନ ଅନୁଷ୍ଠିତ

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଲିକାପୋଡ଼ି ପଞ୍ଚାୟତରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ କିଟ୍‌ (କିଟ୍‌)ପକ୍ଷରୁ ‘ଶିକ୍ଷା ସମସ୍ତଙ୍କ ପାଇଁ’ ଉପରେ  ଏକ ମିନି ମାରାଥନ କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଲକ ଛକ ଠାରୁ ମାଲିକାପୋଡ଼ି ପର୍ଯ୍ୟନ୍ତ ୨୦୦ ଛାତ୍ରଛାତ୍ରୀଙ୍କୁ ନେଇ…
ଅଧିକ ଖବର ଦେଖନ୍ତୁ...

ଘୁମୁସର ଉଦୟଗିରିକୁ ପୁଣି ଫେରିଲା ଶୀତ; ତାପମାତ୍ରା ୬.୪ ଡିଗ୍ରି ରେକର୍ଡ

ଘୁ. ଉଦୟଗିରି: କିଛି ଦିନର ବ୍ୟବଧାନ ପରେ ପୁଣି କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ସହରକୁ ପୁଣି ଥରେ ଶୀତ ଫେରିଛି। ଏଠାରେ ଆଜି ତାପମାତ୍ରା ୬.୪ ଡିଗ୍ରି ରେକର୍ଡ କରାଯାଇଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ କରିଛି। ବିଗତ କିଛି ଦିନ କୋହଲା ପାଗ ସାଙ୍ଗକୁ କୁହୁଡ଼ି ସାରା ଅଞ୍ଚଳକୁ କବଳିତ…
ଅଧିକ ଖବର ଦେଖନ୍ତୁ...

୫ଟି କଳିଙ୍ଗା ଉଚ୍ଚବିଦ୍ୟାଳୟର ଶୋଚନୀୟ ଅବସ୍ଥା: ନବମ-ଦଶମ ଶ୍ରେଣୀର ୧୨୯ ପିଲାଙ୍କୁ ପାଠ ପଢ଼ାଉଛନ୍ତି ୨ ଜଣ ଶିକ୍ଷକ

ଘୁ. ଉଦୟଗିରି: ଗ୍ରାମାଞ୍ଚଳର ପିଲାଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ ପାଇଁ ସ୍ଥାନୀୟ ବ୍ଲକର କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ‘କଳିଙ୍ଗା ଉଚ୍ଚ ବିଦ୍ୟାଳୟ’ ଯାହା ୧୯୮୨ ମସିହାରେ ସ୍ଥାପିତ ହୋଇଥିଲା। ସ୍ଥାନୀୟ ଅଂଚଳର ଆଦିବାସୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଯାହା ବର୍ତ୍ତମାନ ସରକାରଙ୍କ ଦୟାରୁ ରୂପାନ୍ତରଣ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀଙ୍କୁ ପାହାଡ଼ ଉପରକୁ ଡ଼ାକିନେଲା, ଗାମୁଛାରେ ତଣ୍ଟିଚିପି ମାରିବା ପରେ ଜଙ୍ଗଲରେ ଫିଙ୍ଗିଦେଲା ଦେଲା ସ୍ବାମୀ

ଦାରିଙ୍ଗବାଡ଼ି: କୌଶଳରେ ପାହାଡ଼ ଉପରକୁ ଡ଼ାକିନେଇ ସ୍ତ୍ରୀଙ୍କୁ କଲବଲ କରି ହତ୍ୟା କରିଛି ସ୍ବାମୀ। ହତ୍ୟା ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇ ଅଭିଯୁକ୍ତ ସ୍ବାମୀ ଫେରାର ହୋଇଯାଇଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟଣା ଘଟିଛି। ମୃତ ମହିଳା ହେଲେ ସାନ୍ତନା…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗା ପଞ୍ଚାୟତ ଡୁଗୁଡ଼ିପାରିକୁ କେବେ ହେବ ପକ୍କା ସଡ଼କ? ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ସେବା ମିଳିବା କଷ୍ଟସାଧ୍ୟ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡୁଗୁଡ଼ିପାରି ହେଉଛି ଏକ ରାଜସ୍ବ ଗ୍ରାମ ଯାହାର ଜନ ସଂଖ୍ୟା ପ୍ରାୟ ୨୦୦୦ ପରେ ଅଟେ। ଦୁଃଖର ବିଷୟ ଦେଶ ସ୍ଵାଧୀନତା ପାଇବାର ୭୬ ବର୍ଷ ବିତିଯାଇଥିଲେ ମଧ୍ୟ  ସମିତି କାର୍ଯ୍ୟାଳୟ ଠାରୁ ମାତ୍ର ୮ କିଲୋମିଟର ଦୂର ଏବଂ ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...

ଅଗ୍ନିଶମବାହିନୀ ପକ୍ଷରୁ ଅଗ୍ନି ପ୍ରତିରୋଧ ମକ୍‌ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ  କଳିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ନୂତନ) ପରିସରରେ ଘୁ.ଉଦୟଗିରି ଅଗ୍ନିଶମବାହିନୀର ପକ୍ଷରୁ ଅଗ୍ନି ପ୍ରତିରୋଧ ପ୍ରଶିକ୍ଷଣ ବା ମକ୍‌ ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଘୁ.ଉଦୟଗିରି ଅଗ୍ନିଶମବାହିନୀର ହାବିଲଦାର ସନ୍ତୋଷ କୁମାର…
ଅଧିକ ଖବର ଦେଖନ୍ତୁ...

ବିଜେଡିର ପରିବାର ସମ୍ପର୍କ ଅଭିଯାନ: ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ ଶୁଭାରମ୍ଭ

ଘୁ.ଉଦୟଗିରି: ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜାନୁଆରି ୨୩ ତାରିଖ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ଦିନ ଠାରୁ ଓଡ଼ିଶାର କୋଣ ଅନୁକୋଣରେ ପରିବାର ସମ୍ପର୍କ ଅଭିଯାନ ବା "ଘରେ ଘରେ ଶଙ୍ଖ" କାର୍ଯ୍ୟକ୍ରମ ଶୁଭାରମ୍ଭ  ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଶ୍ରୀକଲା ଘାଟିରେ ଅଭିନେତା ଅଭିଷେକ ଗିରିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ

ଜି.ଉଦୟଗିରି: କନ୍ଧମାଳରେ କୁହୁଡ଼ି ହେଲା କାଳ। ଜି. ଉଦୟଗିରି ନିକଟ ଶ୍ରୀକଲା ଘାଟିରେ ଅଭିନେତା ଅଭିଷେକ ଗିରିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ନିଜେ କାର ଚଳାଉଥିବା ବେଳେ ସାଥୀରେ ଥିଲେ ସୁନୀଲ ପଟ୍ଟନାୟକ ଓ ଅଭିନେତ୍ରୀ ସାୟନ ମୁଖାର୍ଜୀ। ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହେବା ପରେ…
ଅଧିକ ଖବର ଦେଖନ୍ତୁ...