ଅନୁସନ୍ଧାନ କରୁଥିବା ବର୍ଗ

କନ୍ଧମାଳ

ଘୁମୁସର ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର: ୪୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ୪ ଜଣ ଡାକ୍ତର

ଘୁ. ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଏକ ମାତ୍ର ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ଅଭାବ ଯୋଗୁଁ ଆଜି ବହୁ ସମସ୍ୟା ଦେଇ ଗତି କରୁଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ବିଧାନସଭା ଉପବାଚସ୍ପତି ସମ୍ବର୍ଦ୍ଧିତ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ସଭାପତି ସନ୍ତୋଷ ଦାସଙ୍କ ସଭାପତିତ୍ବରେ ରାଇକିଆ ସ୍ଥିତ ସ୍ଵସ୍ତିକ କଲ୍ୟାଣ ମଣ୍ଡପ ଠାରେ ଓଡ଼ିଶା ବିଧାନସଭା ଉପବାଚସ୍ପତି ସାଲୁଗା ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଲିଙ୍ଗାଗଡ଼ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅଧିନରେ ଥିବା ଲିଙ୍ଗାଗଡ଼ ଗ୍ରାମପଞ୍ଚାୟତର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟତ୍ରୀ ଶୈଳବାଳା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଡଃ ଲୋକନାଥ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା…
ଅଧିକ ଖବର ଦେଖନ୍ତୁ...

ଦିନକ ପାଇଁ ପାଇପ୍ ପାଣି ଛାଡ଼ିଲେ, ପରଦିନ ଠାରୁ ପୁଣି ଜଳ ଯୋଗାଣ ବନ୍ଦ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅଧୀନ କଳିଙ୍ଗା ପଞ୍ଚାୟତର ୬ନଂ ୱାର୍ଡର ତିନିଗୋଟି ସାହିକୁ ଦୀର୍ଘ ବର୍ଷ ହେଲା ପାନୀୟ ଜଳ ନ ପହଞ୍ଚିବା ନେଇ ଦୈନିକ ଓଡ଼ିଆ ଖବରକାଗଜ ‘ସମ୍ବାଦ’ରେ ଦଦରା ନଳକୂପ ଭରସାରେ ୧୦୦ପରିବାର ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଗ୍ରାମ୍ୟ ଜଳଯୋଗାଣ…
ଅଧିକ ଖବର ଦେଖନ୍ତୁ...

ଗ୍ରେସିଙ୍ଗିଆ ସିଏଚ୍‌ସି: ଯୋଗଦେବାର ଘଣ୍ଟାଏ ଭିତରେ ମୁଖ୍ୟ ଚିକିତ୍ସାଳୟକୁ ଡେପୁଟେସନରେ ଗଲେ ବିଶେଷଜ୍ଞ ଡାକ୍ତର

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ ଗ୍ରେସିଙ୍ଗିଆ ଠାରେ ଥିବା ପୁରାତନ ଓ ସ୍ଥାନୀୟ ବ୍ଲକ ନିମନ୍ତେ ପ୍ରଥମ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବେ ବିଭିନ୍ନ ସମସ୍ୟା ଭିତରେ ବୁଡ଼ି ରହିଛି। ଗ୍ରେସିଙ୍ଗିଆରେ ଏବଂ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି…
ଅଧିକ ଖବର ଦେଖନ୍ତୁ...

ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଯାପିତ

ଘୁ. ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ଠାରେ ବାଲିଗୁଡ଼ା ଏନଏସି, ଘୁମୁସର ଉଦୟଗିରି ଏନଏସି ଓ ଫୁଲବାଣୀ ପୌର ପରିଷଦର ମିସନ ଶକ୍ତି ସଦସ୍ୟାମାନଙ୍କ ପାଇଁ ‘ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ’  (ମୁକ୍ତା) ଯୋଜନା ସମ୍ବନ୍ଧିତ ଦୁଇଦିନିଆ ଦକ୍ଷତା ବିକାଶ…
ଅଧିକ ଖବର ଦେଖନ୍ତୁ...

ଘୁମୁସର ଉଦୟଗିରି ଏନ୍‌ଏସିରେ ଅର୍ପଣ ରଥ ପରିକ୍ରମା

ଘୁ.ଉଦୟଗିରି: ଶ୍ରୀକ୍ଷେତ୍ର ପୁରୀ ଜଗନ୍ନାଥ ମନ୍ଦିରରେ ଆସନ୍ତା ୧୭ ତାରିଖ ଦିନ ହେବାକୁ ଥିବା ‘ପରିକ୍ରମା ପ୍ରକଳ୍ପ’ ର ଉଦଘାଟନ ଉତ୍ସବ ନିମନ୍ତେ  ମୁଠାଏ ଚାଉଳ ଗୋଟିଏ ଗୁଆ ଅର୍ପଣ ପାଇଁ ଏକ ଅର୍ପଣ ରଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଗତ ୮ ତାରିଖରୁ ପରିଷଦର ସମସ୍ତ ୱାର୍ଡ଼ରେ…
ଅଧିକ ଖବର ଦେଖନ୍ତୁ...

ଘୁମୁସର ଉଦୟଗିରିରେ ’ନୂଆ-ଓ’ କ୍ରୀଡ଼ା ଉତ୍ସବ ଉଦଯାପିତ

ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ମିଳିତ ଆନୁକୁଲ୍ୟରେ ଆୟୋଜିତ ନୂଆ-ଓ କ୍ରୀଡ଼ା ପ୍ରତିଯୋଗିତା  ଉଦଯାପିତ ହୋଇଯାଇଛି। ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ ଉଦଯାପନୀ ଉତ୍ସବରେ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଭିନ୍ନ ଶୈଳୀରେ ସମାଜ ସେବା: ଲୋକଙ୍କ ସମସ୍ୟାର ସମାଧାନ କରାଉଛନ୍ତି ଆମନ

ଘୁ. ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ସମସ୍ୟା ଅନେକ ସାମୁହିକ ହେଉ କି ବ୍ୟକ୍ତିଗତ ଖବର କାଗଜରେ କୌଣସି ଖବର ପ୍ରକାଶ ହେଲେ କିମ୍ବା କୌଣସି ସୂତ୍ରରୁ ଖବର ପାଇଲେ ସଙ୍ଗେ ସଙ୍ଗେ ସମାଧାନ ନିମନ୍ତେ ପ୍ରୟାସ କରିବା ସହ ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ ଲିଖିତ ଅଭିଯୋଗ, ଇମେଲ…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର: ନାହିଁ ପରିଶ୍ରାଗାର ଓ ଶୌଚାଳୟ, ପିଇବା ପାଣି ପାଇଁ ରୋଗୀ ହନ୍ତସନ୍ତ

ଘୁ.ଉଦୟଗିରି: ସ୍ୱଚ୍ଛ ଭାରତ ମିସନ ଯୋଜନାରେ ଘରେଘରେ ଶୌଚାଳୟ ନିର୍ମାଣ ହେଲା। ଗାଁଗାଁରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହେଲା। ସ୍ୱଚ୍ଛତା ନାଁରେ ପ୍ରଚାର ପ୍ରସାର ଚାଲିଲା। ଲକ୍ଷାଧିକ ଟଙ୍କା ବ୍ୟୟ ହେଲା ହେଲେ ଫଳ ଶୂନ। କାରଣ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଅବସ୍ଥିତ ସ୍ୱାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...