ଅନୁସନ୍ଧାନ କରୁଥିବା ବର୍ଗ

କନ୍ଧମାଳ

କନ୍ଧମାଳ: ସିମନବାଡ଼ି-ରାଇକିଆ ରାସ୍ତାରେ ମାଓ ବ୍ୟାନର୍‌ ଓ ପୋଷ୍ଟର୍‌

କନ୍ଧମାଳ: ରବିବାର ଦିନ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଧୀନ ସିମନବାଡ଼ି ରୁ ରାଇକିଆକୁ ପଡ଼ିଥିବା ରାସ୍ତାରେ ମାଓବାଦୀଙ୍କ ବ୍ୟାନର୍‌ ଓ ପୋଷ୍ଟର୍‌ ଲାଗିଥିବା କଥା ଲୋକେ ଦେଖିଛନ୍ତି। ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ବୋଲି ଏହି ପୋଷ୍ଟର୍‌ ସବୁରେ ଉଲ୍ଲେଖ ରହିଛି।…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ଗୁରୁତର ଅବସ୍ଥାରେ ଉଦ୍ଧାର ନାବାଳିକାର ମୃତ୍ୟୁ

ଫୁଲବାଣୀ: ଚାଇଲ୍‌ଡଲାଇନ୍‌ ଫୁଲବାଣୀ ଦ୍ୱାରା ଉଦ୍ଧାର କରାଯାଇଥିବା ଜଣେ ନାବାଳିକାର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ମୃତ୍ୟୁ ଘଟିଛି। ଫୁଲବାଣୀ ବ୍ଲକ୍‌ ଅନ୍ତର୍ଗତ କେରେଡି ଗ୍ରାମପଞ୍ଚାୟତର କିରାବିରା ଗ୍ରାମରୁ ଶୁକ୍ରବାର ଗୁରୁତର ଅସୁସ୍ଥା ଥିବା ଜଣେ ୧୩ ବର୍ଷର ନାବାଳିକାକୁ ସଦର ପୁଲିସ…
ଅଧିକ ଖବର ଦେଖନ୍ତୁ...

ଭେଟଖୋଲ ଘାଟିରେ ପୁଣି ଦୁର୍ଘଟଣା :ଅଟୋକୁ ପିଟିଲା ଟ୍ରକ, ଚାଳକ ସହ ୫ ଯାତ୍ରୀ ଆହତ

ଫୁଲବାଣୀ:ଫୁଲବାଣୀ-ବୌଦ୍ଧ ରାସ୍ତା ଭେଟଖୋଲ ରାସ୍ତାରେ ଗତ କିଛି ମାସ ପୂର୍ବେ ଏକ ବସ ଦୁର୍ଘଟଣା ହୋଇଥିବା ବେଳେ ଆଜି ମାଲବୋଝେଇ ଟ୍ରକ ଏକ ଯାତ୍ରୀବାହୀ ଅଟୋକୁ ଜୋରରେ ଧକ୍କା ଦେଇଛି। ଏଥିରେ ଅଟୋ ଚାଳକ ଓ ୫ ଯାତ୍ରୀ ଆହତ ହୋଇଛନ୍ତି। ସେଥି ମଧୢରୁ ଜଣେ ଯାତ୍ରୀର ଅବସ୍ଥା ଗୁରୁତର ରହିଛି।…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ଭେଟଖୋଲ ଘାଟି ବୁଲାଣିରେ ପୁଣି ଦୁର୍ଘଟଣା, ୫ ଆହତ

ଫୁଲବାଣୀ: ଫୁଲବାଣୀ-ବୌଦ୍ଧ ରାସ୍ତା ଭେଟଖୋଲ ରାସ୍ତାରେ ଗତ କିଛି ମାସ ପୂର୍ବେ ଏକ ବସ ଦୁର୍ଘଟଣା ହୋଇଥିବା ବେଳେ ଶୁକ୍ରବାର ମାଲବୋଝେଇ ଟ୍ରକ ଏକ ଯାତ୍ରୀବାହୀ ଅଟୋକୁ ଜୋରରେ ଧକ୍କା ଦେଇଛି। ଏଥିରେ ଅଟୋ ଚାଳକ ଓ ୫ ଯାତ୍ରୀ ଆହତ ହୋଇଛନ୍ତି। ସେଥି ମଧ୍ୟରୁ ଜଣେ ଯାତ୍ରୀର ଅବସ୍ଥା ଗୁରୁତର ରହିଛି।…
ଅଧିକ ଖବର ଦେଖନ୍ତୁ...

ଖଜୁରୀପଡାରେ ବିଏସଏନଏଲ ସେବା ବିପର୍ଯ୍ୟସ୍ତ

ଖଜୁରିପଡା:କନ୍ଧମାଳ ଜିଲ୍ଲା ଖଜୁରୀପଡ‌ା ବ୍ଲକରେ ବିଏସଏନଏଲ ସେବା ମାସମାସ ଧରି ଅଚଳ ହୋଇ ରହୁଛି । ଟେଲିଫୋନ ‌ସରବରାହ ବିପର୍ଯ୍ୟସ୍ତ ଯୋାଗୁ ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ଶିକାର ହେଉଛନ୍ତି ା ଏପରିକି ଟୁଜି ଓ ଥ୍ରୀଜି ସେବା ବାଧାପ୍ରାପ୍ତ ‌େଯାଗୁଁ ଅନଲାଇନରେ ହେଉଥିବା…
ଅଧିକ ଖବର ଦେଖନ୍ତୁ...

ବିଚ୍ଛିନ୍ନାଞ୍ଚଳ, ଦାରିଙ୍ଗିବାଡ଼ିରେ ମାଓ ପୋଷ୍ଟର

ମାଲକାନଗିରି/ଦାରିଙ୍ଗିବାଡ଼ି : ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଂଚଳରେ ପିଏଲ୍‌ଜିଏ ସପ୍ତାହ ପାଳନ ନେଇ ପୋଷ୍ଟର୍‌ ମରାଯାଇଛି। ଏଥିରେ ସରକାର ବଡ଼ବଡ଼ ନଦୀବନ୍ଧ ନିର୍ମାଣ କରି ଲୋକଙ୍କୁ ବାସହରା କରିବା ସହ ବିସ୍ଥାପିତ କରିବାକୁ ଚାହୁଁଛନ୍ତି ବୋଲି ଉଲ୍ଲେଖ କରାଯାଇଛି। ଆହୁରି ମଧ୍ୟ କୁହାଯାଇଛି…
ଅଧିକ ଖବର ଦେଖନ୍ତୁ...

ଜୀବନକୁ ବାଜି ଲଗାଇ ଝୁଲା ତାରରେ ପ୍ରତିଦିନ ନଦୀ ପାର୍‌ ହେଉଛନ୍ତି ୫ ଶହ ପରିବାର

ରାଇକିଆ : ବିକାଶ କ୍ଷେତ୍ରରେ କନ୍ଧମାଳ ଜିଲ୍ଲାକୁ ରାଜ୍ୟ ସରକାର ସ୍ବତନ୍ତ୍ର ଫୋକସ୍‌ ଭାବେ ଗ୍ରହଣ କରୁଥିବା କଥା କହୁଛନ୍ତି। ହେଲେ ଏଠାକାର ବିକାଶର ପରିଭାଷା କେମିତି, ତାହା କ.ନୂଆଗାଁ ବ୍ଲକ୍‌ ଗୁଞ୍ଜିବାଡ଼ି ପଞ୍ଚାୟତ ବିରନ୍ଦାପଡ଼ା ଗାଁକୁ ଗଲେ ଜଣେ ସ୍ପଷ୍ଟ ବାରି ଦେଇ ପାରିବ। ଶିକ୍ଷା,…
ଅଧିକ ଖବର ଦେଖନ୍ତୁ...

୩୫ କୋଟିର ଗଞ୍ଜେଇ ଗଛ ନଷ୍ଟ

ବାଲିଗୁଡ଼ା: ବାଲିଗୁଡ଼ା ଏସଡିପିଓ ନିତିନ୍‌ କୁଶଲକର ଦାଗୁଡ଼ୁଙ୍କ ନେତୃତ୍ବରେ ପୁଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ବାଲିଗୁଡ଼ା ଥାନା ମହାସିଙ୍ଗି ଅଞ୍ଚଳରେ ଚଢଉ କରାଯାଇ ୯୫ ଏକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୩୫ କୋଟି ଟଙ୍କା ହେବ। ବାଲିଗୁଡ଼ା ଡିଏସପି…
ଅଧିକ ଖବର ଦେଖନ୍ତୁ...

ପୋଲକୁ ପିଟିଲା ବାଇକ୍: ୨ ମୃତ, ଜଣେ ଗୁରୁତର

ଟିକାବାଲି : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ଜବେଡ଼ି ଠାରେ ଆଜି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫୁଲବାଣୀରୁ ଘୁ.ଉଦୟଗିରି ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ଭାରସାମ୍ୟ ହରାଇ ପୋଲକୁ ପିଟି ହୋଇଯିବାରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ ଭିତରେ କେଳେଙ୍କାରୀ : ଫୁଲବାଣୀ, ନୀଳଗିରିରେ ତନାଘନା

ଫୁଲବାଣୀ/ଭୁବନେଶ୍ବର : ରାଜ୍ୟର ଜେଲ୍‌ ଭିତରେ ଯେଉଁଭଳି କେଳେଙ୍କାରୀ ଚାଲିଛି, ତାହାକୁ ନେଇ ଆଲୋଡ଼ନ ସୃଷ୍ଟି ‌େହାଇଛି। ଫୁଲବାଣୀରେ କଏଦୀ ଆକ୍ରମଣରେ କଏଦୀର ମୃ୍ତ୍ୟୁ ଘଟଣାରେ ଆଜି ତନାଘନା କରାଯାଇଛି। ଅପରପକ୍ଷେ, ନୀଳଗିରି ଜେଲ୍‌ରେ ସ୍ବାମୀଙ୍କ ରାଜୁତି ଘଟଣାର ତଦନ୍ତ କରିବେ ଜେଲ୍‌ ବିଭାଗ…
ଅଧିକ ଖବର ଦେଖନ୍ତୁ...