ଅନୁସନ୍ଧାନ କରୁଥିବା ବର୍ଗ

କନ୍ଧମାଳ

ଘୁମୁସର ଉଦୟଗିରିରେ ପ୍ରବଳ ଶୀତ, ଗରିବ ବରିଷ୍ଠ ନାଗରିକଙ୍କୁ କମ୍ବଳ ବାଣ୍ଟିଲେ ସମାଜସେବୀ

ଘୁ ଉଦୟଗିରି: କନ୍ଧମାଳ ଜିିଲ୍ଲା ଘୁମୁସର ଉଦୟଗିରିରେ ଶୀତଲହରି ଜାରି ରହିଛି। ପୂରା ଅଞ୍ଚଳ ଶୀତର ପ୍ରକୋପରେ ଥରୁଥିବା ବେଳେ ସମାଜସେବୀ ପ୍ରତାପ ପ୍ରଧାନ ମହାନତା ଦେଖାଇଛନ୍ତି। ସେ ବିଭିନ୍ନ ସ୍ଥାନକୁ ବୁଲି ଗରିବ ବୃଦ୍ଧା-ବୃଦ୍ଧମାନଙ୍କୁ ଶୀତଦାଉରୁ ରକ୍ଷା ପାଇବା ପାଇଁ କମ୍ବଳ ବିତରଣ…
ଅଧିକ ଖବର ଦେଖନ୍ତୁ...

ଫୁଲବାଣୀରେ ‘ନିଖିଳ ଓଡ଼ିଶା ଆଇନଜୀବୀ ସଂଘ’ର ବାର୍ଷିକ ଉତ୍ସବ

ଫୁଲବାଣୀ: ଫୁଲବାଣୀ ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ଆୟୋଜିତ ୫୨ତମ ଦୁଇଦିନିଆ ‘ନିଖିଳ ଓଡ଼ିଶା ଆଇନଜୀବୀ ସଂଘ’ର ବାର୍ଷିକ ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କରି ଓଡ଼ିଶା ଆଇନଜୀବୀ ସଂଘର ପଦାଧିକାରୀ, କର୍ମକର୍ତ୍ତା, ଉପସ୍ଥିତ ସମସ୍ତ ଆଇନଜୀବୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଘନକୁହୁଡ଼ି ଯୋଗୁଁ ଘୁ.ଉଦୟଗିରି ଅଞ୍ଚଳରେ ଯାତାୟତ ବାଧାପ୍ରାପ୍ତ, ଶୀତ ଲହରି ଜାରି

ଘୁ.ଉଦୟଗିରି: ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ସାଙ୍ଗକୁ ପ୍ରବଳ ଜାଡ଼ ସାରା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ କରିଚାଲିଥିବା ବେଳେ କିଛି ଦିନ ହେଲା କୁହୁଡ଼ି କଲବଲ କରୁଛି। ରାସ୍ତାରେ ଗାଡ଼ିଗୁଡ଼ିକର ଚାଳକମାନେ ନିଜ ଜୀବନକୁ ବାଜି ଲଗେଇ ପ୍ରବଳ କୁହୁଡ଼ିରେ ଯାତାୟତ କରୁଥିବା ଦେଖିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ଏସିଡ୍‌ ମାଡ଼ରେ ୩ ଆହତ: ଲୋକଙ୍କ ଆକ୍ରମଣରେ ଯୁବକ ସଂଜ୍ଞାହୀନ

ଫୁଲବାଣୀ: ଆଜି ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଶଶି ପାନଦୋକାନ ଛକ ନିକଟରେ ଜଣେ ଯୁବକଙ୍କ ଏସିଡ୍‌ ମାଡ଼ରେ ୩ ଜଣ ଆହତ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତ‌େବେ ଏସିଡ୍‌ ଫିଙ୍ଗିଥିବା ଯୁବକକୁ ସ୍ଥାନୀୟ ଲୋକେ କାବୁ କରି ପ୍ରବଳ ମାଡ଼ ମାରିବାରୁ ସେ ମଧ୍ୟ ଗୁରୁତର ଆହତ ହୋଇ ସଂଜ୍ଞାହୀନ…
ଅଧିକ ଖବର ଦେଖନ୍ତୁ...

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ପର୍ଯ୍ୟଟକ ବସ୍: ୨୫ ଆହତ, ୨ ଗୁରୁତର

ଦାରିଙ୍ଗବାଡି: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ମାହାକୁଡି ନିକଟରେ ଏକ ପର୍ଯ୍ୟଟକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ପର୍ଯ୍ୟଟକ ବସ୍  ଦୁର୍ଘଟଣାଗ୍ରସ୍ତ ହୋଇ୨୫ ପର୍ଯ୍ୟଟକ ଆହତ ହୋଇଛନ୍ତି। ଏଣେ ୨ ଜଣ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

କେବଳ ସିର୍ଲା ନୁହେଁ, ବିଭିନ୍ନ ଜଙ୍ଗଲରେ ନକ୍ସଲ ଆଡ଼ା: ଚତୁର୍ଥ ଦି‌ନରେ କମ୍ବିଂ ଅପରେସନ୍‌

ଫୁଲବାଣୀ: କନ୍ଧମାଳ ଜିଲ୍ଲାର କେବଳ ସିର୍ଲା ନୁହେଁ, ବିଭିନ୍ନ ଜଙ୍ଗଲରେ ଏବେ ମାଓବାଦୀ ମାଡ଼ି ଯାଇଛନ୍ତି। ବିଶେଷକରି ରାୟଗଡ଼ା, କଳାହାଣ୍ଡି ଏବଂ ବୌଦ୍ଧ ଜିଲ୍ଲା ସୀମାକୁ ଲାଗି ରହିଥିବା ଘଞ୍ଚ ଜଙ୍ଗଲରେ ମାଓବାଦୀ ଆଡ଼ା ଜମାଇଛନ୍ତି। ଅନ୍ୟପ‌ଟେ, ମାଓ ଆଡ଼ା ଧ୍ବଂସ କରିବାକୁ ପୁଲିସ ବାହିନୀ…
ଅଧିକ ଖବର ଦେଖନ୍ତୁ...

ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ଘୁ ଉଦୟଗିରି:୨୬ ବର୍ଷ ପୂର୍ତ୍ତି କରି ୨୭ ବର୍ଷରେ ପଦାର୍ପଣ କରିଛି ବିଜୁ ଜନତା ଦଳ।ଏକ ନୂତନ ଆଶା ନୂତନ ଚିନ୍ତାଧାରା ରେ ନବୀନ ଓଡିଶା ଗଢିତୋଳିବା ପାଇଁ ଏକ ସୈନିକ ଭାବେ କାର୍ଯ୍ୟ କରିବାକୁ ଆଜି ବିଜେଡିର ୨୭ତମ ପ୍ରତିଷ୍ଠା ଦିବସରେ ସ୍ଥାନୀୟ ପରିଷଦ ଅନ୍ତର୍ଗତ ୪ନଂ ୱାର୍ଡର ମିନି ଷ୍ଟାଡିୟମ୍…
ଅଧିକ ଖବର ଦେଖନ୍ତୁ...

ମାଓ କ୍ୟାମ୍ପ୍‌ ଧ୍ବଂସ ପାଇଁ ଘେରିଛନ୍ତି: ସିର୍ଲା ଜଙ୍ଗଲରେ ଯବାନଙ୍କ କମ୍ବିଂ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାରେ ବଡ଼ଦିନ ଓ ଆଗକୁ ନୂଆବର୍ଷ ଉତ୍ସାହ ଥିବା ବେଳେ ସୀମାନ୍ତ ଜଙ୍ଗଲରେ ପୁଲିସ ବାହିନୀ ପକ୍ଷରୁ ବଡ଼ ଅପରେସନ୍‌ ଆରମ୍ଭ ହୋଇଛି। ତୁମୁଡ଼ିବନ୍ଧ ଥାନା ଅଧୀନ ସିର୍ଲା ପଞ୍ଚାୟତ କେହେଲିଗୁଡ଼ା ନିକଟ କରୁଗାଡେଙ୍ଗ ଜଙ୍ଗଲରେ ମାଓବାଦୀ-ପୁଲିସ ମୁହାଁମୁହିଁ ସ୍ଥିତିରେ।…
ଅଧିକ ଖବର ଦେଖନ୍ତୁ...

ମହାଆଡ଼ମ୍ବରରେ ପାଳିତ ହେଲା ଯୀଶୁଙ୍କ ଜନ୍ମଦିନ

ଘୁ.ଉଦୟଗିରି: ଖ୍ରୀଷ୍ଟ ସମ୍ପ୍ରଦାୟର ମହାପର୍ବ ସବୁଠାରୁ ବଡ ଉତ୍ସବ ‘ବଡ଼ଦିନ’ ମହାଆଡ଼ମ୍ବରରେ ସ୍ଥାନୀୟ ଅଞ୍ଚଳରେ ପାଳିତ ହୋଇଯାଇଛି। ଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ପାଇଁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରାର୍ଥନା ଗୃହ ଓ ଚର୍ଚ୍ଚ ଗୁଡ଼ିକ ରଙ୍ଗ ବେରଙ୍ଗର ବିଭିନ୍ନ ଆଲୋକ ମାଳରେ ସୁସଜ୍ଜିତ…
ଅଧିକ ଖବର ଦେଖନ୍ତୁ...

ସିର୍ଲା ଜଙ୍ଗଲରେ ପୁଲିସ-ମାଓବାଦୀ ମୁହାଁମୁହିଁ: କମ୍ବିଂ ଅପରେସନ୍ ବେଳେ ବିସ୍ଫୋରଣ, ୨ ଯବାନ ଆହତ

ଫୁଲବାଣୀ/ତୁମୁଡ଼ିବନ୍ଧ: କିଛି ଦିନର ନିରବତା ପରେ କନ୍ଧମାଳ ଜିଲ୍ଲାରେ ପୁଣି ପୁଲିସ ବାହିନୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ତୁମୁଡ଼ିବନ୍ଧ ଥାନା ସିର୍ଲା ପଞ୍ଚାୟତ କେହେଲିଗୁଡା ନିକଟସ୍ଥ କରୁଗାଡ଼େଙ୍ଗ ଜଙ୍ଗଲରେ ଆଜି ସକାଳୁ ଏସ୍‌ଓଜି ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ୍ ଚାଲିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...