ଅନୁସନ୍ଧାନ କରୁଥିବା ବର୍ଗ

କନ୍ଧମାଳ

କାଳବୈଶାଖୀ ପ୍ରଭାବରେ ପବନ ସହ କୁଆପଥର ବର୍ଷା

ଘୁ.ଉଦୟଗିରି: ପ୍ରବଳ ଖରା ସାଙ୍ଗକୁ ଗରମ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ ଆଜି ସାମାନ୍ୟ ଆଶ୍ୱସ୍ତ ପାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଆଜି ମଧ୍ୟାହ୍ନରେ ଆକାଶରେ କଳାହାଣ୍ଡିଆ ମେଘ ଆସିବା ସହ ଅନ୍ଧକାର ଘୋଟି କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବୋହିଥିଲା। ଏହାର…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ଆଠମାସର ଗର୍ଭବତୀଙ୍କୁ ତଣ୍ଟିଚିପି ହତ୍ୟା ଅଭିଯୋଗ

ଚକାପାଦ: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ତେନ୍ତୁଳିଗଡ଼ ଗ୍ରାମରେ ଆଠମାସର ଗର୍ଭବତୀ ରେଶମା କହଁର (୧୯)ଙ୍କୁ ସ୍ବାମୀ ଈଶ୍ଵର ନାୟକ (୩୬) ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ରେଶମାଙ୍କ ବାପା ଗୋକୁଳ କହଁର ଏନେଇ ଥାନାରେ ଏତଲା ଦେବା ପରେ କେସ୍ ନମ୍ବର ୫୭/୨୪ରେ ଏକ ହତ୍ୟା ମାମଲା…
ଅଧିକ ଖବର ଦେଖନ୍ତୁ...

ଫୁଲବାଣୀ ନିର୍ବାଚନ ମଣ୍ଡଳୀ: ବିଜେଡି ପ୍ରାର୍ଥୀଙ୍କୁ ବିରୋଧ; ବିଧାୟକ, ପର୍ଯ୍ୟବେକ୍ଷକଙ୍କ କୁଶପୁତ୍ତଳିକା ଦାହ

ଖଜୁରୀପଡ଼ା: କନ୍ଧମାଳ ଜିଲାର ୨ ବିଧାନସଭା ନିର୍ବାଚନ ମଣ୍ଡଳୀ (ଫୁଲବାଣୀ ଓ ଜିଉଦୟଗିରି) ଏବଂ ଗୋଟିଏ ସଂସଦୀୟ କ୍ଷେତ୍ର ପାଇଁ ପ୍ରମୁଖ ୩ ଦଳ (ବିଜେଡି, ବିଜେପି ଓ କଂଗ୍ରେସ) ନିଜନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି। କିନ୍ତୁ ବାଲିଗୁଡ଼ା ବିଧାନସଭା ଆସନରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ମା’ ରୁଦ୍ରକାଳୀଙ୍କ ଦଣ୍ଡଯାତ୍ରା: ଶହଶହ ବର୍ଷର ପରମ୍ପରାକୁ ବଞ୍ଚେଇ ରଖିଛନ୍ତି ଘୁମୁସର ଉଦୟଗିରି ଦଣ୍ଡ ଦଳ

ଘୁ.ଉଦୟଗିରି: ତିନି ଶହ ବର୍ଷର ପୁରୁଣା ପରମ୍ପରା କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିର ଦଣ୍ଡନାଚ। ସେଇ ପୁରୁଣା ପରମ୍ପରାକୁ ବଞ୍ଚେଇ ରଖିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଆଧୁନିକତା ସ୍ପର୍ଶ କରିନି ସ୍ଥାନୀୟ ଦଣ୍ଡ ଯାତ୍ରାରେ। ସେଇ ପୁରୁଣା ଦଣ୍ଡ ନୃତ୍ୟ। ସେଇ ଦିନରେ ଧୂଳିଦଣ୍ଡ କନ୍ଧ-କନ୍ଧୁଣି,…
ଅଧିକ ଖବର ଦେଖନ୍ତୁ...

ଘୁମୁସର ଉଦୟଗିରିରେ ପ୍ରଚାର ପାଇଁ ସଜବାଜ ହେଲାଣି ବିଜେଡି; ବିଜେପି ଓ କଂଗ୍ରେସରେ ଚାଲିଛି ବାଦ-ବିବାଦ

ଘୁ.ଉଦୟଗିରି: ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ବିଧିବତ ଭାବେ ନିର୍ବାଚନ କମିସନଙ୍କ ତାରିଖ ଘୋଷଣା ପରେ ସମସ୍ତ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳ ବିଧାନସଭା ଏବଂ ସଂସଦ କ୍ଷେତ୍ର ପାଇଁ ନିଜ ନିଜର ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ରାଜନୀତି ସରଗରମ ହୋଇଛି। ପ୍ରଚଣ୍ଡ…
ଅଧିକ ଖବର ଦେଖନ୍ତୁ...

ପ୍ରଫୁଲଙ୍କୁ ବିଧାୟକ ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ କର୍ମୀଙ୍କ ତୀବ୍ର ବିରୋଧ

ଘୁ. ଉଦୟଗିରି: ଚଳିତ ସାଧାରଣ ନିର୍ବାଚନ କଂଗ୍ରେସ ଦଳ ନିଜ ଗଡ଼କୁ ପୁଣି ଫେରିବା ସ୍ୱପ୍ନ ଦେଖୁଥିବା ବେଳେ ପ୍ରାର୍ଥୀ ଚୟନ ପରେ ସବୁ ଗଡ଼ବଡ଼ ହୋଇଯାଇଛି। ପ୍ରାର୍ଥୀ ଚୟନ କୁ ନେଇ ପ୍ରବଳ ଅସନ୍ତୋଷ ଦେଖାଦେଇଛି।ପିସିସି ପକ୍ଷରୁ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀ ନିମନ୍ତେ ରାଜ୍ୟ କଂଗ୍ରେସ ସଭାପତି…
ଅଧିକ ଖବର ଦେଖନ୍ତୁ...

ବିଜେପି ବିଧାୟକ ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆଣିଲେ ଦଳୀୟ କର୍ମୀ

ଘୁ ଉଦୟଗିରି: ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ବିଜେପି ପକ୍ଷରୁ କନ୍ଧମାଳ ସଂସଦୀୟ କ୍ଷେତ୍ର ଏବଂ ତିନିଗୋଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ  ଘୋଷଣା କରିଛି। ପ୍ରାର୍ଥୀ ଘୋଷଣା ପରେ ବିଭିନ୍ନ ସ୍ଥାନରେ ଚୟନ କରାଯାଇଥିବା ଦଳୀୟ ପ୍ରାର୍ଥୀ ମାନଙ୍କୁ ବିଜେପି କର୍ମୀମାନେ  ବିରୋଧ…
ଅଧିକ ଖବର ଦେଖନ୍ତୁ...

କାର୍ ସହ ୩୦କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ଘୁମୁସର ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ ତାଲାରିମାହା ପଞ୍ଚାୟତର ଜବେଡି ଠାରେ ସ୍ଥାନୀୟ ପୁଲିସ୍ ଏସ୍‌ଆଇ ଅନନ୍ତ ପ୍ରଧାନଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ପାଟ୍ରୋଲିଙ୍ଗ୍ କରୁଥିବା ବେଳେ ଫିରିଙ୍ଗିଆ ଠାରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ଏକ ମାରୁତି ସୁଜୁକି (ଓଡି…
ଅଧିକ ଖବର ଦେଖନ୍ତୁ...

ହୁ ହୁ ହୋଇ ଜଳୁଛି ଜଙ୍ଗଲ; ବନ ବିଭାଗ ନିରବଦ୍ରଷ୍ଟା

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ତଥା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ସପ୍ତାହେ ହେଲା ହୁ ହୁ ହୋଇ ନିଆଁ ଜଳୁଛି। ଫଳରେ ବହୁ ଗଛଲତା ପୋଡ଼ି ଗଲାଣି। ଢେପଗୁଡ଼ା ଜଙ୍ଗଲରେ ଏକ ସପ୍ତାହ ହେଲା ନିଆଁ ଲାଗିଛି। ଏଥିରେ ବହୁ ବୃକ୍ଷଲତା ପୋଡ଼ି ଗଲାଣି।…
ଅଧିକ ଖବର ଦେଖନ୍ତୁ...

ମହିଳା କାର୍ଡ ଖେଳିଲା ବିଜେଡି: ଫୁଲବାଣୀ ଆସନରେ ଜୟଶ୍ରୀ କହଁର ପ୍ରାର୍ଥୀ

ଫୁଲବାଣୀ: ବିଜେଡିର ଆଜି ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଚଳିତଥର ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ମହିଳା କାର୍ଡ଼ ଖେଳି ଜୟଶ୍ରୀ କହଁରଙ୍କୁ ପ୍ରାର୍ଥୀ କରିଛି। ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ…
ଅଧିକ ଖବର ଦେଖନ୍ତୁ...