ଟ୍ରକ ଧକ୍କାରେ ବାଇକ ଚାଳକ ଗୁରୁତର

ବାଲିଗୁଡା: କନ୍ଧମ‌ାଳ ଜିଲ୍ଲା ବାଲିଗୁଡା ଥାନା ବାରଖମା ନିକଟରେ ବୁଧବାର ଏକ ଟ୍ରକ ଓ ବାଇକ ମୁହାମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ଲକ୍ଷ୍ମୀ ଅଗ୍ରୱାଲ ଗୁରୁତର ହୋଇଥିବା ଜଣାପଡିଛି ା ଆହି ଲକ୍ଷ୍ମୀଙ୍କ ଘର ଖରିଆର ଗ୍ରାମରେ ବୋଲି ଜଣାପଡିଛି ା ସୂଚନା ମୁତାବକ ଖରିଆରରୁ ଲକ୍ଷ୍ମୀଙ୍କ ସମେତ ଦୁଇଜଣ ଏକ ବାଇକରେ ବାଲିଗୁଡା ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ମୁହାମୁହିଁ ଧକ୍କା ହୋଇଥିଲା।

ସମ୍ବନ୍ଧିତ ଖବର