ମଦ ଜବତ, ଜ‌େଣ ଗିରଫ

ଘୁ.ଉଦୟଗିରି: ଘୁ.ଉଦୟଗିରି ଥାନା ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମଣ ସେଠୀଙ୍କ ନେତୃତ୍ବରେ ଜାଡ଼ଙ୍ଗବାଲି ଗ୍ରାମରେ ଚଢଉ କରି ୧୦ ଲିଟର ମହୁଲି ମଦ ଜବତ ସହ ଶୁଭେନ୍ଦୁ ପ୍ରଧାନ ନାମକ ଜଣେ ଯୁବକକୁ ଗିରଫ କରାଯାଇଛି। ଏନେଇ କେସ ନମ୍ବର ୧୧୨ ଅନୁସାରେ ମାମଲା ରୁଜୁ ହୋଇଥିବା ବେଳେ ଏଏସଆଇ ସୁବାସ ଚନ୍ଦ୍ର ପ୍ରଧାନଙ୍କୁ ତଦନ୍ତ ଭାର ପ୍ରଦାନ କରାଯାଇଛି ।

ସମ୍ବନ୍ଧିତ ଖବର