ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ଦୁର୍ନୀତି ଜଳଜଳ, କିଏ ବାଣ୍ଟୁଛି ଧାନ କିଣା ଟାର୍ଗେଟ୍‌?

ରାଜନଗର: କେନ୍ଦ୍ରାପଡା ଜିଲ୍ଲାରେ ଧାନ କିଣାରେ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଛି। ମଣ୍ତି ନାଁକୁ ମାତ୍ର ଖୋଲିଥିବା ବେଳେ ଧାନ ସିଧାସଳଖ ମିଲ୍‌କୁ ଆସୁଛି। ଏପରି ଅବ୍ୟବସ୍ଥା ଓ ଦୁର୍ନୀତିକୁ ଯୋଗାଣ ବିଭାଗ ଓ ସମବାୟ ବିଭାଗର କର୍ମଚାରୀମାନେ ନୀତିରେ ପରିଣତ କରିଦେଇଛନ୍ତି। ଧାନ କିଣୁଥିବା…
ଅଧିକ ଖବର ଦେଖନ୍ତୁ...

ଏମିତି ଚାଲିଛି ପରିମଳ ପରିଚାଳନା, ମ୍ୟୁନିସିପାଲିଟି ନାକତଳୁ ଉଠୁନି ଅଳିଆ; ପୋତି ହୋଇଗଲାଣି ଡ୍ରେନ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରର ପରିମଳ ସୁଧୁରିବା ପରିବର୍ତେ କିଭଳି ବିଗିଡ଼ିବାରେ ଲାଗିଛି, ତାର ପ୍ରମାଣ ବେଶୀ ଦୂର ନ ଯାଇ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ନାକତଳେ ଦେଖିବାକୁ ମିଳିଛି। ଟାଉନ ହଲ୍‌ ପଛପଟ ରାସ୍ତାରେ ଗଦା ହୋଇଛି ଅଳିଆ। ସକାଳ ଯାଇ ସ˚ଧ୍ୟା ହେଉଛି ପଛେ ଅଳିଆ ଉଠୁନାହିଁ।…
ଅଧିକ ଖବର ଦେଖନ୍ତୁ...

ବ୍ରାହ୍ମଣୀରେ ଡଙ୍ଗା ବୁଡ଼ିଲା; ବର୍ତ୍ତିଲେ ୩୦ ଯାତ୍ରୀ

ରାଜନଗର : ବ୍ରାହ୍ମଣୀ ନଦୀରେ ଆଜି ଏକ ଡଙ୍ଗା ବୁଡ଼ି ଯାଇଥିବା ବେଳେ ଏଥିରେ ଥିବା ୩୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରାଜନଗର ବ୍ଲକ୍‌ କେରେଡାଗଡରୁ ନଦୀ ପାର ହୋଇ ନଳପାହି ଗାଁକୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ୩୦ଜଣ ଯାଉଥିବା ବେଳେ ଏହି ଡଙ୍ଗା ବୁଡ଼ି ଯାଇଥିଲା। ଡଙ୍ଗାଟି…
ଅଧିକ ଖବର ଦେଖନ୍ତୁ...

ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ିଲା; ଅଳ୍ପକେ ବଞ୍ଚିଲେ ୩୦ ଯାତ୍ରୀ

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ିଯିବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜାଣିବାକୁ ମିିଳିଛି ଯେ ରାଜନଗର ରବୀନ୍ଦ୍ର ଦଳେଇଙ୍କ ଭାଇର ନିର୍ବନ୍ଧ କରିଵାକୁ କିଛି ଲୋକ ଡଙ୍ଗାରେ ବସି ଆଳି ବ୍ଲକର…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ହସ୍ପିଟାଲ୍‌ରେ ପ୍ରସୂତିଙ୍କ ବିଚିତ୍ର ସ୍ଥିତି, ମା’ଠୁ ୫ କିଲୋମିଟର ଦୂରରେ ଅସୁସ୍ଥ ଛୁଆ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲ୍‌ରେ ଏବେ ବିଚିତ୍ର ଅବସ୍ଥା। ଖଡ଼ିଅଙ୍ଗସ୍ଥିତ ପୁରୁଣା ମେଡିକାଲ୍‌ରେ ମା'ର ପ୍ରସବ ହେବ। କିନ୍ତୁ ଅସୁବିଧା ହେଲେ ପିଲା ଚିକିତ୍ସିତ ହେବ ପାଞ୍ଚ କିଲୋମିଟର‌୍‌ ଦୂର ନୂଆ ହସ୍ପିଟାଲ୍‌ରେ। ଗଲା ପ୍ରାୟ ଦୁଇ ସପ୍ତାହ ହେବ ଏଭଳି ଅବସ୍ଥା ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

୪ ଅନାଥ ଶିଶୁଙ୍କ ପାଇଁ ଗାଁ’ରେ ବସିଲା କୋର୍ଟ

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ୪ଜଣ ଅନାଥ ଶିଶୁଙ୍କ ପାଇଁ ଗାଁରେ କୋର୍ଟ ବସିଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ବିଚାରପତି ଯୋଗ‌ଦେଇ ସେମାନଙ୍କ ଅଭାବ ଅସୁବିଧା ଶୁଣିବା ସହିତ ‘ମିସନ ବାତ୍ସଲ୍ୟ ଯୋଜନା’ରେ ସହାୟତା ପାଇଁ ତତ୍‌କ୍ଷଣାତ୍‌ ବ୍ୟବସ୍ଥା କରିଛନ୍ତି। ଏଥିସହିତ, ରାସନ…
ଅଧିକ ଖବର ଦେଖନ୍ତୁ...

ରେଳ ବଜେଟ୍‌ରେ କେନ୍ଦ୍ରାପଡ଼ା ନିରାଶ: ତୁଳସୀକ୍ଷେତ୍ରକୁ ପାସେଞ୍ଜର୍‌ ଟ୍ରେନ୍‌ ଗଡ଼ିପାରିଲାନି

କେନ୍ଦ୍ରାପଡ଼ା : ବର୍ଷେ ବିତିଗଲା ଅଥଚ କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଦୂର ହୋଇପାରିଲା ନାହିଁ। ଆଶା ଥିଲା, ଏଥର ହରିଦାସପୁର-ପାରାଦୀପ ରେଳ ଲାଇନ୍‌ରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳର ଘୋଷଣା ହେବ। କିନ୍ତୁ ତାହା ବି ହେଲା ନାହିଁ। ଏହାକୁ…
ଅଧିକ ଖବର ଦେଖନ୍ତୁ...

ଦାଦାକୁ ଗାଡ଼ିରେ ନେଇ ହତ୍ୟା!

କେନ୍ଦ୍ରାପଡ଼ା : ଗାଡ଼ିରେ ବୁଲିବାକୁ ଡାକି ନେଇ ଦାଦାକୁ ହତ୍ୟା କଲା ସ˚ପର୍କୀୟ ପୁତୁରା। ପରିବାର ଲୋକ ଏ ସ˚କ୍ରାନ୍ତରେ ଅଭିଯୋଗ କରିବାକୁ ସଦର ଥାନାକୁ ଆସିଥିବା ବେଳେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ଚାନ୍ଦବାଲି ପୁଲିସକୁ ହସ୍ତାନ୍ତର କରିଛି। ଘଟଣା ଚାନ୍ଦବାଲି ଥାନା ଅଧୀନରେ ଘଟିଥିବାରୁ…
ଅଧିକ ଖବର ଦେଖନ୍ତୁ...

ବିଧାନସଭାରେ ଦିଆଯାଉଥିବା ସବୁ ତଥ୍ୟ ଠିକ୍‌ ନୁହେଁ: ମନ୍ତ୍ରୀ

କେନ୍ଦ୍ରାପଡ଼ା : ‘ବିଧାନସଭାରେ ସବୁ ତଥ୍ୟ ଯେ ଠିକ୍‌ ଦେଉଥିବେ, ସେଇଟା ଠିକ୍‌ ନୁହେଁ। କୋଉଠି ଗୋଟେ ଯାନ୍ତ୍ରିକ ତ୍ରୁଟି ଥାଏ। କୋଉଠି କିରାଣି ଭୁଲ୍‌ ଲେଖି ଦେଇଥାଏ। ସତ କଥାକୁ ହିଁ ଧରାଯିବ।’ କେନ୍ଦ୍ରାପଡ଼ା ଜିଲ୍ଳାର ୭୭୮ଟି ପଡ଼ା ଗାଁକୁ ବିଜୁଳି ନ ଥିବା ପ୍ରଶ୍ନର ଉତ୍ତର ରଖିବାକୁ ଯାଇ…
ଅଧିକ ଖବର ଦେଖନ୍ତୁ...

‘ବିକ୍ରମଦେବ’କୁ ମାନ୍ୟତା; କେନ୍ଦ୍ରାପଡ଼ାକୁ କେବେ?

କେନ୍ଦ୍ରାପଡ଼ା: କୋରାପୁଟ ଜୟପୁରସ୍ଥିତ ବିକ୍ରମଦେବ ସ୍ବୟ˚ଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏ ସ˚ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିବା ପରେ ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଇଛି। କିନ୍ତୁ…
ଅଧିକ ଖବର ଦେଖନ୍ତୁ...