ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ଜୁଆର ମାଡ଼ରେ ଭାସିଗଲେ ମତ୍ସ୍ୟଜୀବୀ

ରାଜନଗର : ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ସମୁଦ୍ର ଭିତରେ ଥିବା ବାଲିଚଢ଼ାକୁ ଓହ୍ଲାଇ ଜାଲର ଦଉଡ଼ି ଟାଣୁଥିବା ବେଳେ ଜୁଆର ମାଡ଼ରେ ସେ ଭାସି ଯାଇଥିବା ଜଣାପଡ଼ିଛି। ୧୨ଘଣ୍ଟା ବିତିଯାଇଥିଲେ ବି ତାଙ୍କର କୌଣସି ଖୋଜଖବର ମିଳିପାରି ନାହିଁ।…
ଅଧିକ ଖବର ଦେଖନ୍ତୁ...

‘ଭାଗବତ ଟୁଙ୍ଗୀ’ ପୁନରୁଦ୍ଧାର ଯୋଜନା ଫେଲ୍‌

କେନ୍ଦ୍ରାପଡ଼ା : ଭାଗବତ ଟୁଙ୍ଗୀ ପୁନରୁଦ୍ଧାର ପାଇଁ ସରକାରଙ୍କ ଯୋଜନାର ସୁଫଳ ମିଳି ପାରୁନାହିଁ। କେନ୍ଦ୍ରାପଡ଼ା ଜିଲ୍ଲାରେ ଚାରି ଶହରୁ ଅଧିକ ଟୁଙ୍ଗୀର ପୁନରୁଦ୍ଧାର ପାଇଁ ୨କୋଟିରୁ ଅଧିକ ଟଙ୍କା ଆସିଥିଲେ ବି ତାହା ଖର୍ଚ୍ଚ ହେଇପାରୁନି। ଗଲା ପାଞ୍ଚବର୍ଷ ହେବ ଟଙ୍କା ପଡ଼ିରହିଛି। ପ୍ରଶାସନିକ…
ଅଧିକ ଖବର ଦେଖନ୍ତୁ...

ନିଖୋଜ ପୌରାଧ୍ୟକ୍ଷ ଭାଇଙ୍କ ମୃତଦେହ ମିଳିଲା

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ହେମନ୍ତ କୁମାର ସାହୁଙ୍କ ସାନ ଭାଇ ପ୍ରମୋଦ କୁମାର ସାହୁ (୪୩)ଙ୍କ ମୃତଦେହ ବକ୍ତାରପୁର ନିକଟସ୍ଥ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରୁ ଉଦ୍ଧାର କରାଯାଇଛି। ଗତକାଲି ରାତି ୮ଟାରୁ ସେ ନିଖୋଜ ଥିଲେ। ଅପରାହ୍ନରେ ମୃତଦେହ…
ଅଧିକ ଖବର ଦେଖନ୍ତୁ...

ଯୋକଇ କ୍ରିକ୍ ବିପର୍ଯ୍ୟସ୍ତ, ଉଜୁଡ଼ି ଯାଉଛି ୪୦୦ ଏକର ଜମିର ଫସଲ

ଆଳି: ଆଳି ବ୍ଲକ୍‌ ଚଣ୍ଡିଆଗଡି-ରମ୍ଭିଳା ନିକଟସ୍ଥ ଯୋକଇ କ୍ରିକ୍‌ର ଦୂରବସ୍ଥା ଚିନ୍ତାର କାରଣ ହୋଇଛି। ଚଣ୍ଡିଆଗଡି ଭେଡାର ୪୦୦ ଏକର ଚାଷଜମିର ଧାନ ଫସଲ ଗତ ୪ ବର୍ଷ ହେଲା ଉଜୁଡି ଯାଉଛି। ଏହି କ୍ରିକ୍‌ର ମରାମତି ପାଇଁ ବର୍ଷବର୍ଷ ଧରି ସେମାନେ ଦାବି କରି ଆସୁଥିଲେ ହେଁ ବିଭାଗ କର୍ଣ୍ଣପାତ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା ଅର୍ବାନ୍‌ ବ୍ୟାଙ୍କ୍‌ ଉପରେ ଲକ୍ଷେ ଟଙ୍କା ଜରିମାନା

କେନ୍ଦ୍ରାପଡ଼ା : ଗ୍ରାହକଙ୍କ ଆକାଉଣ୍ଟ୍‌ ବିଭକ୍ତୀକରଣରେ ଅବହେଳା କରିଥିବା କାରଣରୁ କେନ୍ଦ୍ରାପଡ଼ା ଅର୍ବାନ୍‌ ବ୍ୟାଙ୍କ୍‌ ଉପରେ ୧ଲକ୍ଷ ଟଙ୍କା ଜରିମାନା ଲଗାଇଛି ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ତିଆ(ଆର‌୍‌ବିଆଇ)। ଆର‌୍‌ବିଆଇର ମୁଖ୍ୟ ମହାପ୍ରବ˚ଧକ ଏ ସ˚କ୍ରାନ୍ତର ଏକ ଚିଠି ଜାରି କରିବା ସହିତ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା ପୌରପାଳିକା ଏମିତି ପାଳିବ ସ୍ବାୟତ୍ତ ଶାସନ, ଶିଳାନ୍ୟାସ ନାହିଁ କି ଉଦ୍‌ଘାଟନ ନାହିଁ

କେନ୍ଦ୍ରାପଡ଼ା: ଗତବର୍ଷ ପାଞ୍ଚଟି ପ୍ରକଳ୍ପର ଶିଳାନ୍ୟାସ ସହିତ ଦୁଇଟି ପ୍ରକଳ୍ପର ଉଦ୍‌ଘାଟନ ହୋଇଥିଲା। ଅବସର ଥିଲା ସ୍ବାୟତ୍ତ ଶାସନ ଦିବସ। ଏଥର ବି ସେହି ଅବସର ଆସନ୍ତାକାଲି ବୁଧବାର ପାଳନ ହେବାକୁ ଯାଉଛି। କିନ୍ତୁ ନା’ ମାଳ ମାଳ ଶିଳାନ୍ୟାସ ଅଛି ନା’ ଉଦ୍‌ଘାଟନ ପର୍ବ। ଏଥର ପୁଣି…
ଅଧିକ ଖବର ଦେଖନ୍ତୁ...

ସରିଲା ଧାନ ବିକ୍ରି ନାମ ପଞ୍ଜୀକରଣ, ସାଟେଲାଇଟ୍‌ ସର୍ଭେକୁ ଡର; କମିଲେ ଚାଷୀ

କେନ୍ଦ୍ରାପଡ଼ା: ଗତବର୍ଷ ୪୦ହଜାର ୫୯୭ ଚାଷୀ ନାଁ ପଂଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬୬ପ୍ରତିଶତ ଚାଷୀ ମଣ୍ଡିରେ ଧାନ ବିକିଥିଲେ। କିନ୍ତୁ ଏଥର ଖସିଗଲା ଚାଷୀଙ୍କ ସଂଖ୍ୟା। ଜିଲ୍ଲାର ଯେତିକି ଚାଷୀଙ୍କ ନାଁ ଏଥର ଧାନ ବିକିବା ପାଇଁ ପଂଜୀକୃତ ହୋଇଛି, ତାହା ଗତବର୍ଷ ତୁଳନାରେ ୧୨ଶହ କମ୍।…
ଅଧିକ ଖବର ଦେଖନ୍ତୁ...

ପୁଲିସ ମାଡ଼ରେ ରକ୍ତବାନ୍ତି କରି ପକାଇଲେ ଯୁବକ

ଆଳି: ଆଳି ଥାନା ପୁଲିସ ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ଏହି ଥାନାର ଜଣେ ପୁଲିସ ଅଧିକାରୀଙ୍କ ମାଡ଼ରେ କଳଦିଆ ଗ୍ରାମର ଯୁବକ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଏମିତି ମାଡ଼ ମାରିଛି, ଯୁବକଜଣଙ୍କ ରକ୍ତବାନ୍ତି କରି ପକାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ…
ଅଧିକ ଖବର ଦେଖନ୍ତୁ...

ବସୁଧା ଫଳକ ଲଗାଇବା ନାଁରେ ଦୁର୍ନୀତି: ଟେଣ୍ତର ନ କରି ୧କୋଟି ୧୦ଲକ୍ଷ ନେଇଗଲେ

ରାଜନଗର : ‘ଆପଣଙ୍କ ଘରକୁ ପାଇପ୍ ପାଣି ସଂଯୋଗ କରାଯାଇଥିବା ଜାଣି ମୁଁ ଖୁସି। ମୁଁ ଆଶା କରୁଛି ଏହା ଆପଣଙ୍କ ପରିବାର ପାଇଁ ବିଶେଷ କରି ଆମର ମାମାନଙ୍କ ପାଇଁ ବହୁତ ଖୁସି ଆଣିଥିବ। ଆପଣଙ୍କ ସେବାରେ-ନବୀନ ପଟ୍ଟନାୟକ। ଏଭଳି ଲେଖାର ଫଳକ ଓଭରହେଡ୍‌ ପାନୀୟ ଜଳ ପ୍ରକଳ୍ପ ଥିବା ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...

ପୁଲିସ ମାଡ଼ରେ ରକ୍ତବାନ୍ତି କଲେ ଯୁବକ, ଆଳି ଥାନାରେ ପତ୍ନୀଙ୍କ ଏତଲା

ଆଳି : ଆଳି ଥାନା ପୁଲିସ ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ଏହି ଥାନାର ଜଣେ ପୁଲିସ ଅଧିକାରୀଙ୍କ ମାଡ଼ରେ କଳଦିଆ ଗ୍ରାମର ଯୁବକ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଏମିତି ମାଡ଼ ମାରିଛି, ଯୁବକଜଣଙ୍କ ରକ୍ତବାନ୍ତି କରି ପକାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ…
ଅଧିକ ଖବର ଦେଖନ୍ତୁ...