ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ବୁଥ୍‌ରେ ଅନିୟମିତତା: ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ମାର୍ଶାଘାଇ: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅର୍ନ୍ତଗତ ଜଳପୋକ ପଞ୍ଚାୟତ ୪ନମ୍ବର ବୁଥ୍‌ରେ ପ୍ରିଜାଇଡିଂ ଅଫିସରଙ୍କ ଦସ୍ତଖତ ନ ଥିବା ବାଲଟ ବାହାରିବା ଘଟଣାରେ ରାଜ୍ୟ ନିର୍ବାଚନ କମିସନ ମାର୍ଶାଘାଇ ବିଡିଓ ତଥା ବ୍ଲକ୍‌ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ…
ଅଧିକ ଖବର ଦେଖନ୍ତୁ...

ମହାକାଳପଡ଼ା ହତ୍ୟାକାଣ୍ଡ, କାହ୍ନାର ପ୍ରେମ ସମ୍ପର୍କରୁ ଗୁଳିମାଡ଼!

ମହାକାଳପଡା: ମହାକାଳପଡା ବ୍ଲକ ଅଳାଇଲୋ ପଂଚାୟତ ବବକରପୁର ଗ୍ରାମରେ ଘଟିଥିବା ଗୁଳିକାଣ୍ତ ଘଟଣାକୁ ଦୁଇ ଦିନ ବିତି ଯାଇଥିବା ବେଳେ ସବୁ କିଛି ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି। ଏହି ଘଟଣାରେ ଜଣଙ୍କର ଜୀବନ ଯାଇଛି ଏବଂ ଦୁଇ ଜଣ ଆହତ ହୋଇଛନ୍ତି। ପୁଲିସ ଦୁଇ ଜଣଙ୍କୁ ଧରି ଏବେ ଜେରା କରୁଛି।…
ଅଧିକ ଖବର ଦେଖନ୍ତୁ...

ଝିଆରୀକୁ ଉଠାଇ ନେବା ବେଳେ ପ୍ରତିରୋଧ କଲେ ଦାଦା: ଲୁହାଛଡ଼ରେ ଆକ୍ରମଣ କରି ହତ୍ୟା!

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳରେ ପ୍ରେମ ବ୍ୟାପାରକୁ ନେଇ ଏକ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଝିଆରୀକୁ ଉଠାଇ ନେବା ବେଳେ ପ୍ରତିରୋଧ କରିବାରୁ ଦାଦା ବିଚିତ୍ରାନନ୍ଦଙ୍କୁ ସଂଘବଦ୍ଧ ଭାବେ ବାଡେଇ ବାଡେଇ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଛଅକୁ ଛଅ ବିଜେଡି କବ୍‌ଜାରେ, କେନ୍ଦ୍ରାପଡ଼ାରେ ଶଶୀ ଦେଖାଇଲେ ଚକ୍‌ମା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ତଳୀରେ ଏଥର ଶଙ୍କନାଦ ଶୁଣିବାକୁ ମିଳିଛି। ବିଧାୟକ ଶଶୀଭୂଷଣ ବେହେରାଙ୍କ ରଣନୀତି ଆଉ ଗୋଟିଚାଳନା ଆଗରେ ବିରୋଧୀ ବିଜେପି ଚିତପଟାଙ୍ଗ ମାରିଛି। ଯେଉଁ ବିଜେପି ଗତ ୨୦୧୭ପ˚ଚାୟତ ନିର୍ବାଚନରେ କେନ୍ଦ୍ରାପଡ଼ା ବିଧାନସଭାର ଛଅରୁ ଚାରିଟି ଜୋନ୍‌କୁ…
ଅଧିକ ଖବର ଦେଖନ୍ତୁ...

ମହାକାଳପଡ଼ା‌ରେ ଗୁଳିମାଡ଼: ବାପା ମୃତ, ମା’ ପୁଅ ଗୁରୁତର

ମହାକାଳପଡା : ମହାକାଳପଡ଼ା ବ୍ଲକ୍‌ ଅଳାଇଲୋ ପଞ୍ଚାୟତର ବବକରପୁର ଗ୍ରାମରେ ଶନିବାର ଦିନ ଦ୍ବିପ୍ରହରରେ ଗୁଳିକାଣ୍ତ ଘଟିଛି। ଗୁଳିମାଡ଼ରେ ଗୋଟିଏ ପରିବାରର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ପତ୍ନୀ ଓ ପୁତ୍ର ଗୁରୁତର ଆହତ ହୋ‌ଇଛନ୍ତି। ଗୁଳିମାଡ଼ କରିଥିବା ଦୁଇ ଦୁର୍ବୃତ୍ତଙ୍କୁ କାବୁ…
ଅଧିକ ଖବର ଦେଖନ୍ତୁ...

ଚାଲିଛି ଅଙ୍କକଷା, କିଏ ହେବ ଜିଲ୍ଲା ପରିଷଦ ସଭାନେତ୍ରୀ?

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାନେତ୍ରୀ କିଏ ହେବ? କୋଉ ନିର୍ବାଚନ ମଣ୍ତଳୀ ଭାଗରେ ପଡ଼ିବ ଏହି ଗୁରୁତ୍ବପୂର୍ଣ୍ଣ ଆସନ? ରାଜନୈତିକ ମହଲରେ ଏହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି। ଜିଲ୍ଲାର ୩୨ରୁ ୩୧ଜୋନ୍‌ରେ ବୃହତ୍‌ ବିଜୟ ହାସଲ କରିଥିବା ବିଜେଡି ଏଥର ମଧୢ ବୋର୍ଡ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ନିର୍ବାଚନ ଫଳାଫଳ-୨୦୨୨

ତୃତୀୟ ଦିନର ଫଳାଫଳ ନିର୍ବାଚନ ମଣ୍ଡଳୀ (ଜୋନ୍‌ ସଂଖ୍ୟା) ବିଜେଡି, ବିଜେପି, କଂଗ୍ରେସ ୧. ମହାକାଳପଡ଼ା (୨୬) ୧୨୬୨୫, ୯୫୦୬, ୬୩୨ ୨. ମହାକାଳପଡ଼ା (୨୨) ୧୫୪୪୫, ୧୦୭୭୩, ୬୪୨ ୩. ‌ମହାକାଳପଡ଼ା (୨୩) ୧୨୭୪୪, ୧୨୧୩୧, ୯୫୪ ୪. କେନ୍ଦ୍ରାପଡ଼ା (୭) ୧୩୨୩୩, ୩୦୮୫, ୫୬୪୦ ୫.…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ାରେ ୧୦ରୁ ନଅରେ ବିଜେଡି, ଗୋଟିଏରେ ବିଜେପି ଆଗୁଆ

କେନ୍ଦ୍ରାପଡ଼ା: ପ୍ରଥମ ଦିନ ଭଳି ଦ୍ବିତୀୟ ଦିନ ଭୋଟ୍‌ ଗଣତିରେ ବି ବିଜେଡିର ପ୍ରାଧାନ୍ୟ ଦେଖିବାକୁ ମିଳିଛି। ଆଜି ଜିଲ୍ଲାର ସମୁଦାୟ ୧୦ଟି ଜୋନ୍‌ ଓ ୭୫ଟି ପ˚ଚାୟତର ଭୋଟ୍‌ ଗଣତି ଚାଲିଥିବା ବେଳେ ଦୁଇ ରାଉଣ୍ତ ସୁଦ୍ଧା ୯ଟି ଜୋନ୍‌ରେ ବିଜେଡି ଓ ଗୋଟିଏ ଜୋନ୍‌ରେ ବିଜେପି ପ୍ରାର୍ଥୀ ଆଗୁଆ…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ଭୋଟ: କଟକ, କେନ୍ଦ୍ରାପଡା, ଜଗତସିଂହପୁରରେ ବିଜେଡିର ଦବ୍‌ଦବା

ପ୍ରଥମ ଦିନରେ ଉଭୟ ବିଜେପି ଓ କଂଗ୍ରେସକୁ ଧକ୍କା ୩୧ରୁ ୩୦ ଜୋନ୍‌ରେ ବିଜେଡି ଆଗୁଆ; ଗୋଟିଏରେ ବିଜେପି ୨୦୧୭ ତୁଳନାରେ ବିଜେପି ୬, କଂଗ୍ରେସ ଗୋଟିଏ ଜୋନ୍‌ ହରାଇବା ସ୍ଥିତି କଟକ : କଟକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାରେ ପ୍ରଥମ ଦିନର ଗଣତିରେ ବିଜେଡି ଉଲ୍ଲେଖନୀୟ ବିଜୟ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡା ଜିଲ୍ଲା ସମସ୍ତ ଜୋନରେ ବିଜେଡି ଆଗୁଆ

କେନ୍ଦ୍ରାପଡା: ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ପ୍ରଥମ ଦିନରେ ପ୍ରଥମ ରାଉଣ୍ଡ ତଥା ଅପରାହ୍ନ ୧ଟା ସୁଦ୍ଧା ଜିଲ୍ଲାର ୯ଟି ବ୍ଲକର ୯ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି। ଆଜି ପ୍ରଥମ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ଜୋନର ଜିଲା ପରିଷଦ ପ୍ରାର୍ଥୀଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...