ପୋଷ୍ଟର ଚିରାରୁ ଦୁଇ ଗୋଷ୍ଠୀ ବିବାଦ:ଫିକା ପଡ଼ିଲା ବିଜେଡି ସଭା

0

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ପାଇଁ କ˚ସାରରେ ସଭା ଶୋଭାଯାତ୍ରାର ଆୟୋଜନ ହୋଇଥିଲା । ଏଥିପାଇଁ ବଲିଉଡ୍‌ ଷ୍ଟାର ଗୁଲସନ୍‌ ଗ୍ରୋଭର‌୍‌ ପ୍ରଚାର କରିବାକୁ ଆସିଥିଲେ। କିନ୍ତୁ କୌଣସି କାରଣରୁ ବିଜେଡ଼ିର ଦୁଇ ଗୋଷ୍ଠୀ ଭିତରେ ବିବାଦରୁ ସକାଳେ ପୋଷ୍ଟର ଚିରା ହୋଇଥିଲା । ଫଳରେ ସଭା ବିଳମ୍ବ ହୋଇଥିଲା। ଅନୁଭବ ଆସି ନ ଥିଲେ ଓ ଗୁଲସନ୍‌ ଅଳ୍ପ ସମୟ ରହି ଚାଲି ଯାଇଥିଲେ। ଏହି ଘଟଣା ସ˚ପୃକ୍ତ ଅ˚ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.