ମହୁଲି ମଦ ଜବତ, ୩ ଗିରଫ

ଯୋଡ଼ା: ଯୋଡ଼ା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୪୫ ଲିଟର ମହୁଲି ମଦ ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଯୋଡ଼ା ଆଜାଦ ବସ୍ତିର ଗୋବିନ୍ଦ ବିରୁଆ, ଭୁଣ୍ଡାହଟିଂର ଶ୍ରୀକାନ୍ତ ବେହେରା ଓ କମାରସାହିର ଲକ୍ଷ୍ମୀ ଲୋହାର। ଏହି ଘଟଣାରେ ପୃଥକ ଭାବେ ୩ ଟି ମାମଲା ରୁଜୁ କରାଯାଇଛି ବୋଲି ଭାରାପ୍ରାପ୍ତ ଅଧିକାରୀ ପ୍ରତାପ ଚନ୍ଦ୍ର ସାମଲ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର