ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ମହିଳାଙ୍କ ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡାଦେଶ 

କେନ୍ଦୁଝର: କେନ୍ଦୁଝର ଏଡିଜେ ମମିତା ଦାସ ଆଜି ଏକ ହତ୍ୟା ମାମଲାର ବିଚାର କରି ସଦର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଶରତ ଚନ୍ଦ୍ର ମହାନ୍ତ (୪୫)କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦାୟ ଅଧିକ ୬ ମାସ କାରାଦଣ୍ଡାଦେଶ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର ଲୋକସଭା ଆସନ: ବିଜେଡିରେ କାହାକୁ ମିଳିନି ଦ୍ବିତୀୟ ସୁଯୋଗ

ସୁବ୍ରତ ସ୍ବାଇଁ କେନ୍ଦୁଝର: ଚର୍ଚ୍ଚାରେ କେନ୍ଦୁଝର ଲୋକସଭା ଆସନ। କାହାକୁ ବିଜେଡି ଏଥର ଟିକେଟ୍‌ ଦେବ, ସେ ନେଇ ଦଳ ଓ ବିରୋଧୀ ସମସ୍ତେ ଅଙ୍କକଷା ଚଳାଇଛନ୍ତି। ଏଇଥିପାଇଁ ଯେ ଏଠାରେ ବିଜେଡି କାହାରିକୁ ଦ୍ବିତୀୟଥର ପାଇଁ ପ୍ରତିଦ୍ବନ୍ଦ୍ବିତା କରିବାର ସୁଯୋଗ ଦେଇନାହିଁ। ଏଣୁ ଏଥର ସାଂସଦ…
ଅଧିକ ଖବର ଦେଖନ୍ତୁ...

ଧାନବାଦରେ ନେତାଜୀଙ୍କ ଫୋର୍ଡ କାର୍‌: ଓଡ଼ିଶା ଫେରାଇ ଆଣିବାକୁ ଉଦ୍ୟମ ନାହିଁ

କେନ୍ଦୁଝର: ଝାଡ଼ଖଣ୍ଡର ଧାନବାଦରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଫୋର୍ଡ କାର୍‌। ଏହି କାର୍‌କୁ ଓଡ଼ିଶା ଫେରାଇ ଆଣିବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ସରକାରୀ ଉଦାସୀନତାରୁ ଏହା ସମ୍ଭବ ହୋଇପାରି ନାହିଁ। ନେତାଜୀ ବ୍ୟବହାର କରୁଥିବା ଏହି କାର୍‌ ଫେରିଆସିଲେ ଏହା ସହ…
ଅଧିକ ଖବର ଦେଖନ୍ତୁ...

ପତ୍ନୀହନ୍ତା ସ୍ବାମୀକୁ ଆଜୀବନ କାରଦଣ୍ଡା

ବଡ଼ବିଲ : ସ୍ତ୍ରୀଙ୍କୁ  କିରୋସିନ ଢାଳିବା ପରେ ନିଆଁ ଲଗାଇ ପୋଡ଼ି ମାରିଦେବା ଘଟଣାରେ ମଙ୍ଗଳବାର କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାର ବିବରଣୀରୁ ଜଣାଯାଏ ଯେ, ୨୦୧୮ ମସିହା, ମେ ମାସ ୨୦ ତାରିଖରେ,…
ଅଧିକ ଖବର ଦେଖନ୍ତୁ...

ଦଳୀୟ କାର୍ଯ୍ୟକ୍ରମକୁ ଆସୁନାହାନ୍ତି ପ୍ରେମାନନ୍ଦ: ବିଜେଡିରେ ନାହାନ୍ତି କି?

କେନ୍ଦୁଝର: ‌ତେଲକୋଇ ବିଧାୟକ ଇଂ ପ୍ରେମାନନ୍ଦ ନାୟକ ବି‌ଜେଡି ଛାଡ଼ି ଦେଇଛନ୍ତି କି? ବହୁଦିନ ଧରି ଚାଲିଥିବା ଏହି ଚର୍ଚ୍ଚା ଏବେ ଜୋର ଧରିଲାଣି। ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ରାଜନୈତିକ ସଭାରେ ଦଳର ସବୁ ବିଧାୟକ ଓ ନେତା ଯୋଗଦେଇଥିବା ବେଳେ ପ୍ରେମାନନ୍ଦ ଅନୁପସ୍ଥିତି ଏହି…
ଅଧିକ ଖବର ଦେଖନ୍ତୁ...

ବିକାଶର ଆଲୋକ ଦେଖିଲା ବଣମୂଲକ: ଶିମିଳିପାଳର ୪୨ ଗାଁରେ ପହଞ୍ଚିଲା ବିଜୁଳି

ବାଲେଶ୍ଵର: ସତ ହେଲା ସ୍ଵପ୍ନ। ପୂରଣ ହେଲା ଦୀର୍ଘ ଦିନର ଆଶା। ବିଜୁଳି ଆଲୁଅ ଦେଖିଲା ଅନ୍ଧାରୀ ଇଲାକା। ପାହାଡ଼ ଜଙ୍ଗଲ ଘେରା ଶିମିଳିପାଳରେ ବସବାସ କରୁଥିବା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୩ପଞ୍ଚାୟତର ୨୩ଶହରୁ ଅଧିକ ପରିବାରଙ୍କ ଘରେ ପହଞ୍ଚିଛି ବିଜୁଳି। ବିଜୁ ଗ୍ରାମ ଜ୍ୟୋତି ଯୋଜନା…
ଅଧିକ ଖବର ଦେଖନ୍ତୁ...

ଅସହାୟ ମହିଳାଙ୍କ ଘର ତୋଳିଦେଲେ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ରେ ଅନେକ ଗରିବ ପରିବାର ସରକାରୀ ଆବାସରୁ ବଞ୍ଚିତ ହୋଇଛନ୍ତି। ଥିଲାବାଲା ଘର ପାଉଥିବା ବେଳେ ଗରିବ ଓ ଅସହାୟ ଲୋକେ ବାଦ୍ ପଡ଼ୁଛନ୍ତି। ବଳରାମପୁର ପଞ୍ଚାୟତ ଚଉମୁହିଁ କଲୋନିରେ ତିନିବର୍ଷ ଧରି ପର ବାରଣ୍ଡାରେ ଆଶ୍ରୟ ନେଇଥିବା ବିଧବା ମହିଳା…
ଅଧିକ ଖବର ଦେଖନ୍ତୁ...

କେବଳ ଶଙ୍ଖ ଓ ନବୀନଙ୍କୁ ଚିହ୍ନନ୍ତୁ: ପାଣ୍ଡିଆନ

କେନ୍ଦୁଝର: କେବଳ ଶଙ୍ଖ ଚିହ୍ନ ଓ ନବୀନ ପଟ୍ଟନାୟକଙ୍କୁ ଚିହ୍ନନ୍ତୁ। ନବୀନ ପଟ୍ଟନାୟକ ଆପଣଙ୍କ ପରିବାରର ଓ ଆପଣଙ୍କ ପିଲାଙ୍କ ସ୍ୱପ୍ନକୁ ସାକାର କରିବାକୁ ଦିନରାତି ଖଟୁଛନ୍ତି। ନିର୍ବାଚନରେ ତାଙ୍କୁ ଆଶୀର୍ବାଦ ଦିଅନ୍ତୁ। ଆଜି କେନ୍ଦୁଝର ଜିଲ୍ଲା ସିଲସୁଆଁରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର ଜିଲ୍ଲାରେ ୧୩ହଜାର ୩୧୦ କୋଟିର ବିକାଶମୂଳକ କାର୍ଯ୍ୟ ଜାରି ରହିଛି : ୫ଟି ଅଧ୍ୟକ୍ଷ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ୧୩ହଜାର ୩୧୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟ ଜାରି ରହିଛି । ଅନ୍ୟ ଜିଲ୍ଲା ପାଇଁ ଏହା ଇର୍ଷଣୀୟ ହୋଇପାରେ। କେବଳ ଗତ ସାତ ମାସରେ ଲୋକଙ୍କ ଆବେଦନ ଆଧାରରେ ମୁଖ୍ୟମନ୍ତ୍ରୀ ୪୬୦ କୋଟି ଟଙ୍କା ମଂଜୁର କରିଛନ୍ତି। କେନ୍ଦୁଝର ସିଲସୁଆଁରେ ୫ଟି ଅଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...

ଧରଣୀଧର ବିଶ୍ବବିଦ୍ୟାଳୟ‌ରେ ନିର୍ମାଣାଧୀନ ଉନ୍ନୟନ କାମ ଦେଢ଼ ମାସ ମଧ୍ୟରେ ଶେଷ ହେବ: ୫ଟି ଅଧ୍ୟକ୍ଷ

କେନ୍ଦୁଝର: ସ୍ଥାନୀୟ ଧରଣୀଧର ବିଶ୍ବବିଦ୍ୟାଳୟ‌ ପଡ଼ିଆରେ ନୂଆ-ଓ କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ଜୀବନରେ ସଫଳତା ପାଇବାକୁ ହେଲେ କ’ଣ କରିବା ଦରକାର ସେ ନେଇ ଗୁରୁମନ୍ତ୍ର ଦେଇଛନ୍ତି। ଏହାସହ ୟୁନିଭର୍ସିଟିରେ…
ଅଧିକ ଖବର ଦେଖନ୍ତୁ...