ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ବୃଦ୍ଧାଙ୍କୁ ‘ଡାହାଣୀ’ ସଜାଇ ପରିବାରକୁ ନିର୍ଯାତନା: ଗାଁ ଛାଡ଼ିଲେ ପରିବାର, ବଡ଼ପୁଅର ଆତ୍ମହତ୍ୟା

କେନ୍ଦୁଝର: ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ବୃଦ୍ଧାଙ୍କୁ ଡାହାଣୀ ଆଖ୍ୟାଦେଲେ। ପଡ଼ୋଶୀଙ୍କ ମୃତ୍ୟୁ ପାଇଁ ଦାୟୀ କରି ଅପବାଦ ଲଦିଲେ। ବୃଦ୍ଧାଙ୍କ ପରିବାର ଲୋକଙ୍କୁ ମଧ୍ୟ ଶାରୀରିକ ଓ ମାନସିକ ନିର୍ଯାତନା ଦେବାକୁ ପଛାଇଲେ ନାହିଁ। କେବଳ ସେତିକି ନୁହେଁ, ସଂପୃକ୍ତ ବୃଦ୍ଧାଙ୍କ ସ୍ବାମୀକୁ ଦରମରା…
ଅଧିକ ଖବର ଦେଖନ୍ତୁ...

ମା’ ତାରିଣୀ ମନ୍ଦିର: ବିକାଶ ପାଇଁ ‘ହାତଟେକା’ ଭରସା

ଆନନ୍ଦ ଚନ୍ଦ୍ର ସିଂହ ଘଟଗାଁ: କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ରହିଛି ଅମାପ ସମ୍ପତ୍ତି। ମନ୍ଦିରର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୬୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ସ୍ଥାୟୀ ଜମା ରହିଛି। ସଞ୍ଚୟଖାତାରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ରହିଛି। ଏହାସହ ବିଭିନ୍ନ ଉତ୍ସରୁ ମନ୍ଦିର…
ଅଧିକ ଖବର ଦେଖନ୍ତୁ...

ଅଜବ ନୀତି; କାମ ହେବାର ୧୦ ମାସ ପୂର୍ବରୁ ବିଲ୍‌ ପୈଠ

ପାଟଣା: ସରକାରୀ ବ୍ୟବସ୍ଥା ଅନୁସାରେ କୌଣସି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସଂପୃକ୍ତ ଠିକାସଂସ୍ଥା ବିଲ୍‌ ପ୍ରଦାନ କରିଥାନ୍ତି। ଏହାପରେ ସମ୍ପୃକ୍ତ ବିଭାଗ ପକ୍ଷରୁ ଠିକାସଂସ୍ଥାକୁ ଅନୁଦାନ ପ୍ରଦାନ କରାଯାଇଥାଏ। କିଛି ସ୍ଥାନରେ ପର୍ଯ୍ୟାୟକ୍ରମେ ଠିକାସଂସ୍ଥାକୁ ଅନୁଦାନ ରାଶି…
ଅଧିକ ଖବର ଦେଖନ୍ତୁ...

ବ୍ୟକ୍ତିଗତ ମାଲିକାନାରେ ବିଦ୍ୟାଳୟ ଜମି; ଖର୍ଚ୍ଚ ହୋଇପାରୁନି ଅନୁଦାନ

ରାଇସୁଆଁ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଶିରିଗିଡ଼ା ପଞ୍ଚାୟତ ଶିରିଗିଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ୧୯୪୯ରେ ସ୍ଥାପିତ ହୋଇଥିଲା। ବିଦ୍ୟାଳୟ ନାମରେ ଜମିପଟା ନଥିବାରୁ କୌଣସି ଉନ୍ନୟନ କାମ ହୋଇପାରୁ ନଥିବା ଜଣାପଡ଼ିଛି। ୭୫ ବର୍ଷ ତଳେ ଗ୍ରାମବାସୀଙ୍କ ଉଦ୍ୟମରେ ବିଦ୍ୟାଳୟ ପ୍ରତିଷ୍ଠା…
ଅଧିକ ଖବର ଦେଖନ୍ତୁ...

କୋଟିଏ ନଡ଼ିଆକୁ ନାହିଁ ଗୋଟିଏ ଶିଳ୍ପ: ହାତକୁ କାମ ଦେବା ଲାଗି କୁନ୍ଥକୁନ୍ଥ

ସୁବ୍ରତ ସ୍ବାଇଁ କେନ୍ଦୁଝର: କିଏ ବିପଦରୁ ଉଦ୍ଧାର ପାଇଁ ତ, ଆଉ କିଏ ପୁଅଟିଏ ଜନ୍ମ ପାଇଁ ଅଥବା ଝିଅ ବାହାଘର ଲାଗି ମା’ଙ୍କ ପାଖରେ ମାନସିକ କରିଥାନ୍ତି। ଏସବୁ ପୂରଣ ହେଲେ ମା’ଙ୍କୁ ଦେଇଥାନ୍ତି ନଡ଼ିଆ। ହଁ, ଆମେ ଓଡ଼ିଶା ପ୍ରସିଦ୍ଧ ଘଟଗାଁ ତାରିଣୀଙ୍କ କଥା ହିଁ କହୁଛୁ। ରାଜ୍ୟ ଓ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ମା’ପୁଅଙ୍କୁ ହତ୍ୟା କରି ପୋଡ଼ିଦେବା ମାମଲା: ଦୋଷୀକୁ ଆଜୀବନ ଜେଲ୍‌

ହାଟଡିହି: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନ ଅନ୍ତର୍ଗତ କଳିଗାଁରେ ମା’ପୁଅଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିବା ପରେ ପେଟ୍ରୋଲ ଢାଳି ଜାଳିଦେବା ଘଟଣାରେ ଦୋଷୀ ଦେବାଶିଷ ଦାସକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ପ୍ରଜ୍ୟୋତି ରାଉତ। କଳିଗାଁ…
ଅଧିକ ଖବର ଦେଖନ୍ତୁ...

ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ଦୁର୍ବୃତ୍ତ; ଘର ସମ୍ମୁଖରୁ କାରର ଟାୟାର ସହ ସିଟ୍ ଖୋଲି ନେଲେ

ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା। ଘର ସମ୍ମୁଖରୁ କାରର ଟାୟାର ସହ ସିଟ୍ ଖୋଲି ନେଇ ଯାଇଛନ୍ତି। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ବଜାରରେ ଦିନକୁ ଦିନ ଚୋରି ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସମୟରେ ପୁଲିସକୁ ଖୋଲା…
ଅଧିକ ଖବର ଦେଖନ୍ତୁ...

ପୋଲ ତଳୁ ନାବାଳକର କ୍ଷତବିକ୍ଷତ ମୃତଦେହ ଉଦ୍ଧାର: ପଥରରେ ଛେଚି ନିର୍ମମ ହତ୍ୟା

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା କୋହ୍ଲ ହୁଣ୍ଡୁଳା ପୋଲ ତଳୁ ଜଣେ ନାବାଳକର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ପଥରରେ ଛେଚି ତାକୁ ନିର୍ମମ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତକ ଜାମୁକୁଣ୍ଡିଆ ଗାଆଁର ଶୁକଦେବ ଲାଗୁରୀ  ବୋଲି ସୂଚନା ମିଳିଛି। ତେବେ ହତ୍ୟାକାଣ୍ଡର କାରଣ…
ଅଧିକ ଖବର ଦେଖନ୍ତୁ...

ଅଲୋଡ଼ା ଶିଶୁକନ୍ୟା: ବ୍ୟାଗ୍‌ରେ ପୂରାଇ ବସ୍‌ ଚକ ତଳେ ରଖିଦେଲେ

କେନ୍ଦୁଝର: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ବସ୍‌ ଚକ ତଳେ ମରିବା ପାଇଁ ଛାଡ଼ିଦେଲେ। ସୌଭାଗ୍ୟକୁ ବସ୍‌ ହେଲପର୍‌ଙ୍କ ନଜର ପଡ଼ିଲା। ଶିଶୁକନ୍ୟାର ଜୀବନ ବଞ୍ଚିଗଲା। କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କିଛିଦିନ ପୂର୍ବରୁ ସମ୍ବଲପୁର ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଚମ୍ପୁଆ ବସଷ୍ଟାଣ୍ଡରୁ ଶିଶୁକନ୍ୟା ଉଦ୍ଧାର: ପରିବାର ଲୋକଙ୍କୁ ଖୋଜୁଛି ପୁଲିସ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବସଷ୍ଟାଣ୍ଡରୁ ଏକ ଶିଶୁକନ୍ୟା ଉଦ୍ଧାର ହୋଇଛି। ଏକ ପ୍ଲାଷ୍ଟିକ୍ ବ୍ୟାଗ୍ ଭିତରୁ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଗତକାଲି ରାତି ପାଖାପାଖି ୯ଟା ସମୟରେ ବସଷ୍ଟାଣ୍ଡରେ ଏକ ବସର ହେଲ୍ପର ବସ୍ ତଳେ ଶିଶୁ ଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...