ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ଶୂନ୍ୟ ମୃତାହତ ସପ୍ତାହ: ଆରମ୍ଭରୁ ଅଘଟଣ, ସାହସ ଦେଖାଇଲେ ୧୫ ବର୍ଷର ବାଳକ ଜଗଦୀଶ

କେନ୍ଦୁଝର: ଆଜିଠାରୁ ଆରମ୍ଭ ହୋଇଛି ଶୂନ୍ୟ ମୃତାହତ ସପ୍ତାହ। ଦୁର୍ଘଟଣାରେ ଯେପରି କେହି ମୃତାହତ ନହେବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ହେଲେ ପ୍ରଥମ ଦିନରେ ଘଟିଛି ବଡ଼ ଅଘଟଣ। ଘଟଗାଁ ଥାନା ବାଲିଯୋଡ଼ିରେ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ଜଣଙ୍କ ଜୀବନ…
ଅଧିକ ଖବର ଦେଖନ୍ତୁ...

ତୀର୍ଥଯାତ୍ରା ହେଲା ମହାଯାତ୍ରା: ଟ୍ରକ୍‌ରେ ପିଟିଦେଲା ୱିଙ୍ଗର୍‌, ୮ ମୃତ

କେନ୍ଦୁଝର/ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଆସିଥିଲେ। ଆଉ ୧୦ ମିନିଟ୍ ପରେ ପୀଠରେ ପହଞ୍ଚିଥାନ୍ତେ। ବିଧିର ବିଧାନ କିଛି ଅଲଗା ଥିଲା। ମା’ଙ୍କ ଦର୍ଶନ ପୂର୍ବରୁ କୋଳେ‌ଇ ନେଲା ମୃତ୍ୟୁ। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ର ୨୦ ନମ୍ବର ଜାତୀୟ ରାଜପଥର ବାଲି‌ଯୋଡ଼ିଠାରେ ଆଜି (ଶୁକ୍ରବାର)…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ରୁ ଖସିପଡ଼ି ମାମୁ ମୃତ, ଭଣଜା ଆହତ

କେନ୍ଦୁଝର: ୨୦ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଗୋପାଳପୁର ନିକଟରେ ଚଳନ୍ତା ବାଇକ୍‌ରୁ ଖସିପଡ଼ି ଜଣେ ଯୁବକ ଗୁରୁତର ହୋଇଛନ୍ତି। ମୃତକ ହେଲେ ପାଟଣା ଥାନା ଉଦୟପୁର ଗ୍ରାମର କାର୍ତ୍ତିକେଶ୍ୱର ସାହୁ (୩୮)। ମାମୁ-ଭଣଜା ଏକ ବାଇକ୍‌ରେ ଘଟଗାଁରୁ କେନ୍ଦୁଝର ଫେରୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଘଟଗାଁ ଦୁର୍ଘଟଣା: ୮ ମୃତକଙ୍କ ନିକଟ ସଂପର୍କୀୟଙ୍କୁ ୩ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା

ଭୁବନେଶ୍ବର/ଘଟଗାଁ: ଘଟଗାଁ ଦୁର୍ଘଟଣାରେ ୮ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଛଡ଼ା ମୁଖ୍ୟମନ୍ତ୍ରୀ ମୃତକଙ୍କ ନିକଟ ସଂପର୍କୀୟଙ୍କୁ ୩ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା…
ଅଧିକ ଖବର ଦେଖନ୍ତୁ...

ତାରିଣୀଦର୍ଶନ ନୋହିଲା: ବାଟରେ ୮ ଜଣଙ୍କୁ ନେଇଗଲା ଯମ

ଘଟଗାଁ /କେନ୍ଦୁଝର: ତାରିଣୀଦର୍ଶନ ନୋହିଲା। ବାଟରେ ୮ ଜଣଙ୍କୁ ନେଇଗଲା ଯମ।  ରାତିରେ ଘରୁ ବାହାରିଥିଲେ। ଭୋର୍ ସମୟରେ ମା’ଙ୍କର ମଙ୍ଗଳଆଳତି ଦେଖିଥାନ୍ତେ। ହେଲେ ତା ଆଗରୁ ସବୁ କିଛି ଓଲଟପାଲଟିଗଲା। ଆଜି ସକାଳେ ଘଟଗାଁ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ପ୍ରାଣ ହରାଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ଘଟଗାଁ ନିକଟରେ ଭୟଙ୍କର ଦୁର୍ଘଟଣା: ଘଟଣାସ୍ଥଳରେ ୭ ମୃତ, ୮ ଗୁରୁତର

କେନ୍ଦୁଝର: ସକାଳୁ ସକାଳୁ ଘଟଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ପିଟିଲା ଭ୍ୟାନ୍। ତାରିଣୀଙ୍କ ଦର୍ଶନ ପାଇଁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରୁ ଆସୁଥିବା ଏକ ଉଇଙ୍ଗର ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ୭ ମୃତ ଓ ଏକାଧିକ ଆହତ। ସୂଚନା ଅନୁସାରେ,…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକମୁନରେ ସୁନା ଦୋକାନୀଙ୍କ ଘରୁ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଟୁକୁଣା ଗ୍ରାମରେ ଘଟିଛି ସଶସ୍ତ୍ର ଡକାୟତି। ୬ଜଣ ଡକାୟତ ଗୃହକର୍ତ୍ତାଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଲୁଟିନେଇଛନ୍ତି ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନାରୁପାର ଗହଣା। ଘଟଣାଟି ଘଟିଛି ଗତକାଲି ବିଳମ୍ବିତ ରାତିରେ। ଗ୍ରାମର ପବିତ୍ର ଦାସ ଜଣେ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର ଜିଲ୍ଲା ରାଜନୀତି: ଚାକିରି ଛାଡ଼ି ନେତା

କେନ୍ଦୁଝର: କିଏ ଇଞ୍ଜିନିୟର ଥିଲେ ତ କିଏ ଶିକ୍ଷକତା କରୁଥିଲେ। ସମୟକ୍ରମେ ଚାକିରିରୁ ଇସ୍ତଫା ଦେଇ ରାଜନୀତିରେ ପ୍ରବେଶ କରି ସଫଳ ହୋଇଛନ୍ତି କେନ୍ଦୁଝର ଜିଲ୍ଲାର ବହୁ ନେତା। କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କଠାରୁ ଆରମ୍ଭ କରି ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ପୂର୍ବତନ ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଜଳିଗଲା ଟ୍ରକ୍‌, ଅଳ୍ପକେ ବର୍ତ୍ତିଗଲେ ଚାଳକ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଧନୁର୍ଜୟପୁର ନିକଟରେ ଏକ ଟ୍ରକ୍‌ ଜଳିଯାଇଛି। ଟ୍ରକ୍‌ଟି ତୁରୁମୁଙ୍ଗାରୁ କେନ୍ଦୁଝର  ଅଭିମୁଖେ ଯାଉଥିବା ବେଳେ ଗାଡ଼ିର ବ୍ୟାଟେରି ଫାଟିଯିବାରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଚାଳକ…
ଅଧିକ ଖବର ଦେଖନ୍ତୁ...

ବଦଳିଗଲାଣି ଚଳଣି: ହାତୀ ପାଇଁ ରାତି କଟୁଛି ମଞ୍ଚାରେ, ଅପରାହ୍‌ଣ ୫ଟାରୁ ବିଦ୍ୟୁତ୍ କାଟ

ବିରଞ୍ଚି କୁମାର ବେହେରା ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ବର୍ଷତମାମ ହାତୀ ଉପଦ୍ରବ ଲୋକଙ୍କ ନିଦ ହଜେଇ ଦେଇଛି। ଲୋକେ ଘରକୁ ଜଗିବେ ନା, ଖେତରେ ଫସଲକୁ ସୁରକ୍ଷା ଦେବେ? ଅବସ୍ଥା ଏମିତି ହୋଇଛି ଯେ କେହି ରାତିରେ ଭଲରେ ଶୋଇପାରୁ ନାହାନ୍ତି। ଅନେକ ଚାଷୀ ପାଚିଲା ଧାନ ଫସଲକୁ…
ଅଧିକ ଖବର ଦେଖନ୍ତୁ...