ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ଆନନ୍ଦପୁର ରାଜନୀତି: ବିଧାୟକଙ୍କ ବିରୋଧୀ ଓ ସମର୍ଥକଙ୍କ ସମାବେଶ

ହାଟଡିହି: କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ୍‌ରେ ଗୋଟିଏ ଦିନରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀଙ୍କ ସମାବେଶକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗଡ଼ଚଣ୍ଡୀରେ ବିଧାୟକଙ୍କ ସମର୍ଥକମାନେ ଏକ ସମାବେଶ ଆୟୋଜନ କରିଥିଲେ। ଏଥିରେ ସଢ଼ା, ଜମ୍ଭିରା, ପନ୍ଦାଡ଼ୋ,…
ଅଧିକ ଖବର ଦେଖନ୍ତୁ...

୧୧ ଜୁଆଙ୍ଗଙ୍କ ମୃତ୍ୟୁ ଘଟଣା: ଜନ୍ତାରୀରେ ସ୍ଥିତି ଅନୁଧ୍ୟାନ କଲା କଂଗ୍ରେସ ଟିମ୍‌

କେନ୍ଦୁଝର: ବାଂଶପାଳ ବ୍ଲକ୍‌ ଗୋନାସିକା ପଞ୍ଚାୟତ ଜନ୍ତାରୀ ଗ୍ରାମର ଜୁଆଙ୍ଗସାହିରେ ୧୧ଜଣଙ୍କ ମୃତ୍ୟୁ ଘଟଣା ପରେ ତନାଘନା ଜାରି ରହିଛି। ଏଠାରେ ଦୂଷିତ ପାଣି ମୃତ୍ୟୁର କାରଣ ବୋଲି ପ୍ରାଥମିକ ପର୍ଯ୍ୟାୟରେ ଜଣାପଡ଼ିଛି। ଆଜି କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡ଼ା, ରାଜ୍ୟ ମହିଳା…
ଅଧିକ ଖବର ଦେଖନ୍ତୁ...

ହାତୀ ଆକ୍ରମଣରେ ଗାଈଚରାଳିଙ୍କ ମୃତ୍ୟୁ: ଦୁଇଦିନ ହେଲା ନିଖୋଜ ଥିଲେ ମୃତକ

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ବେରୁଙ୍ଗ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।ମୃତକ ବାସୁଦେବପୁରର ଭାଗୀରଥ ମହାନ୍ତ ବୋଲି ଜଣାଯାଇଛି। ସେ ଗତ ୨୦ ତାରିଖରୁ ଗାଈ ଚରାଇବାକୁ ଯାଇ ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ତାଙ୍କୁ ପାଇ…
ଅଧିକ ଖବର ଦେଖନ୍ତୁ...

ସାଧାରଣ କୃଷକରୁ କୃଷି ଉଦ୍ୟୋଗୀ ଦିବାକର: ବିନା ମାଟିରେ ଚାରା ଉତ୍ପାଦନ କରି ଚର୍ଚ୍ଚାରେ

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଭଅଁରପୁର ପଞ୍ଚାୟତ ମଧ୍ୟପୁର ଗ୍ରାମର ଅଗ୍ରଣୀ ଚାଷୀ ଦିବାକର ମହାନ୍ତଙ୍କ ହାଇଟେକ୍‌ ନର୍ସରିରେ ବିନା ମାଟିରେ ପ୍ରସ୍ତୁତ ହେଉଛି ପରିବା ଓ ଫୁଲ ଚାରା। ଦିବାକରଙ୍କ ହାଇଟେକ୍‌ ନର୍ସରି ଦେଖିବା ପାଇଁ ଭୁବନେଶ୍ୱରର ଓୟୁଏଟି…
ଅଧିକ ଖବର ଦେଖନ୍ତୁ...

ଅର୍ଥନୀତିରେ ଆଗୁଆ କେନ୍ଦୁଝରରେ ଜୁଆଙ୍ଗ ପଛୁଆ: ୮୦ ବର୍ଷର ଜେଜେମା କୋଳରେ ୪ ଅନାଥ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଗୋନାସିକା ପଞ୍ଚାୟତ ଅନ୍ତର୍ଗତ ଜନ୍ତାରୀ ଗ୍ରାମର ଜୁଆଙ୍ଗସାହିରେ ଦିନ କେଇଟା ମଧ୍ୟରେ ୧୧ଜଣଙ୍କ ମୃତ୍ୟୁ ପରେ ପ୍ରଶାସନ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। 'ସମ୍ବାଦ'ରେ ଏ ନେଇ ଖବର ପ୍ରକାଶ ପରେ ସ୍ବାସ୍ଥ୍ୟ ବିଭାଗ ସହ ପ୍ରଶାସନିକ ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଅସଦାଚରଣ ମାମଲାରେ ଦୁଇ ଅଭିଯୁକ୍ତ ଦଣ୍ଡିତ

କେନ୍ଦୁଝର: ନାବାଳିକା ଅସଦାଚରଣ ମାମଲାର ବିଚାର କରି ସ୍ୱତନ୍ତ୍ର କୋର୍ଟ (ପୋକ୍ସୋ) ବିଚାରପତି ବିଜୟ କୁମାର ମିଶ୍ର ଦୁଇ ଅଭିଯୁକ୍ତଙ୍କୁ ତିନିବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ସେମାନେ ହେଲେ ବୁଲୁ ପାତ୍ର ଓ ରୁଦ୍ର ଦେହୁରୀ। ଉଭୟଙ୍କ ଘର କରଞ୍ଜିଆ ଥାନା ଅଞ୍ଚଳରେ। ଧାରା ୩୫୪/୩୪, ୮…
ଅଧିକ ଖବର ଦେଖନ୍ତୁ...

ଦଶହରାରର ଅନନ୍ୟ ପରମ୍ପରା, କେଶଦୁରାପାଳର ବଳଦଯାତ୍ରା

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ କେଶଦୁରାପାଳରେ ଏଥର ଦଶହରାରେ ଜମିବ ବଳଦଯାତ୍ରା। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଏହିଦିନ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହେବ। ବିଶେଷ କରି ଶାରଦୀୟ ଦୁର୍ଗାପୂଜା ପାଇଁ କେଶଦୁରାପାଳ ଗ୍ରାମ ଉତ୍ସବମୁଖର ‌ହୋଇଉଠିଛି। ପ୍ର‌ାଚୀନ କାଳରେ…
ଅଧିକ ଖବର ଦେଖନ୍ତୁ...

ପାଣି ନେଉଛି ଜୁଆଙ୍ଗଙ୍କ ଜୀବନ: ଜୁଆଙ୍ଗ ସାହିରେ ଡାକ୍ତରୀ ଦଳ, ପାଣିଟାଙ୍କିରେ ପୋକ ସାଲୁବାଲୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଗୋନାସିକା ପଞ୍ଚାୟତ ଅନ୍ତର୍ଗତ ଜନ୍ତାରୀ ଗ୍ରାମର ଜୁଆଙ୍ଗସାହିରେ ୧୧ଜଣଙ୍କ ମୃତ୍ୟୁ ନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଛି। ଆଜି ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଦିନତମାମ ଜୁଆଙ୍ଗସାହିରେ ରହି…
ଅଧିକ ଖବର ଦେଖନ୍ତୁ...

ରିଲ୍‌ସ ବନାଇବା କାଳ ହେଲା: ହାତୀ ମାରିଲା ଗୋଇଠା, ଯୁବକ ଗୁରୁତର

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ହୁଣ୍ଡା ଗ୍ରାମ ନିକଟରେ ଆଜି ସକାଳେ ୧୮ ଟିକିଆ ହାତୀପଲକୁ ଘଉଡ଼ାଇବା ବେଳେ ଜଣେ ଯୁବକ ରିଲ୍‌ସ ବନାଉଥିଲେ। ଏହି ସମୟରେ ଗୋଟିଏ ଦନ୍ତାହାତୀ ତାଙ୍କୁ ଗୋଇଠା ମାରିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକ ଜଣକ ହେଲେ ହୁଣ୍ଡା ଗ୍ରାମର କୁଞ୍ଜ…
ଅଧିକ ଖବର ଦେଖନ୍ତୁ...

ପୋଲ ଭାଙ୍ଗିଲା ଠିକାଦାର, ନିର୍ମାଣ କଲେ ଗ୍ରାମବାସୀ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ର ଶିବନାରାୟଣପୁରଗୋଡା ପଞ୍ଚାୟତ ବେତଖୋଲି ଗ୍ରାମ ବାହାଡ଼ାପାଳ ସାହିରେ ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ପାଇପ୍‌ ବିଛାଇବା ପାଇଁ ପୋଲ ଭାଙ୍ଗିଦେଲେ ​ଠିକାଦାର। ନିର୍ମାଣ ନକରିବାରୁ ଯିବାଆସିବା କରିବାରେ ସାହିଲୋକ ହଇରାଣ ହେଲେ। ଶେଷରେ ସେମାନେ ନିଜ…
ଅଧିକ ଖବର ଦେଖନ୍ତୁ...