ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ଭୁଲ ଇଞ୍ଜେକ୍ସନରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ: ଡାକ୍ତରଙ୍କ ଅସ୍ବୀକାର

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ଦିଆଯିବା ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଡାକ୍ତରଖାନା ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୁଲିସ ମୁତୟନ…
ଅଧିକ ଖବର ଦେଖନ୍ତୁ...

ଭତ୍ତା ଟଙ୍କାରେ ଚଳୁଛନ୍ତି ୭ ପ୍ରାଣୀ

ରାଇସୁଆଁ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ରାଇସୁଆଁ ପଞ୍ଚାୟତ ରାଣୀବେଡା ଗ୍ରାମ ନୂଆସାହିର ଦିବ୍ୟାଙ୍ଗ କୃତ୍ତିବାସ ନାଏକଙ୍କ ପରିବାର ଦୁଃଖକଷ୍ଟରେ ଚଳୁଛନ୍ତି। ଜମିବାଡ଼ି ଥିଲେ ମଧ୍ୟ ସେ ଚାଷ କରିପାରୁ ନାହାନ୍ତି। ରାସନ ଚାଉଳ ସାଙ୍ଗକୁ ମା’ଙ୍କ ବାର୍ଦ୍ଧକ୍ୟ ଭତ୍ତା ଓ ତାଙ୍କୁ ମିଳୁଥିବା…
ଅଧିକ ଖବର ଦେଖନ୍ତୁ...

ଲୋକେ ତିଆରି କଲେ ବାଉଁଶ ପୋଲ

କେନ୍ଦୁଝର: କେନ୍ଦୁଝର ସହର ଉପକଣ୍ଠ ସିରୀଶପାଳ ପଞ୍ଚାୟତ ସରାସ ନିକଟ ପୂର୍ଣ୍ଣଜଳ‌ କଲୋନିର ମୁଖ୍ୟରାସ୍ତା ଲଗାଣ ବର୍ଷାରେ ଧୋଇଯାଇଥିଲା। ଫଳରେ କଲୋନିରେ ରହୁଥିବା ୧୫ଟି ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଧୋଇ ଯାଇଥିବା ରାସ୍ତା ନିର୍ମାଣ ପାଇଁ ବ୍ଲକ୍‌ ପ୍ରଶାସନକୁ…
ଅଧିକ ଖବର ଦେଖନ୍ତୁ...

ଯାଜପୁର କେନ୍ଦୁଝର ରୋଡ୍‌-ଧାମରା ରେଳପଥ ନିର୍ମାଣ ବିଚାରକୁ ନିଆଯିବ: ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଯାଜପୁର କେନ୍ଦୁଝର ରୋଡ-ଧାମରା ମଧ୍ୟରେ ନୂତନ ରେଳପଥ ନିର୍ମାଣ ପ୍ରକଳ୍ପକୁ ବନ୍ଦର ଭିତ୍ତିକ ରେଳପଥ ଯୋଜନା ମଧ୍ୟରେ ସାମିଲ କର। ଯାଜପୁର ରୋଡ୍‌-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ପୂର୍ବତନ ରାଜ୍ୟସଭା ସାଂସଦ ଡ.ରାମଚନ୍ଦ୍ର ଖୁଣ୍ଟିଆ ଓ ଆବାହକ ସନ୍ତୋଷ ଦାସଙ୍କ ନେତୃତ୍ବରେ…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ବେତଝରୀ ଗ୍ରାମ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଘଟଣାରୁ ପ୍ରକାଶ ଯେ ବେତଝରୀ ଗ୍ରାମର ଫାଗୁ ମାଝୀ (୭୦) ବିଲରେ ହଳ ସାରି ପୋଖରୀକୁ ଗାଧୋଇବାକୁ ଯାଇ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇ ପାଣିରେ…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡ଼ି ଶିଶୁପୁତ୍ର ମୃତ

ପାଟଣା: ପାଟଣା ବ୍ଲକ୍‌ ବଡ଼ନୂଆଗାଁରେ ପୋଖରୀରେ ବୁଡ଼ି ଏକ ଶିଶୁପୁତ୍ର ପ୍ରାଣ ହରାଇଛି। ମୃତକ ହେଲେ ଗ୍ରାମର ମାଧ ମୁଣ୍ଡାଙ୍କ ପୁଅ ଟୁକୁନା (୫)। ଶିଶୁଟି ନିଖୋଜ ଥିଲା। ଗତକାଲି  ଘର ପାଖ ପୋଖରୀରେ ତା’ର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଶିଶୁଟି ଖେଳୁଥିବା ବେଳେ ପୋଖରୀରେ ପଡ଼ି…
ଅଧିକ ଖବର ଦେଖନ୍ତୁ...

ଭଲ ଖବର: ମିଲେଟ୍‌ ୱିମେନ୍‌ ଗଙ୍ଗା ସିଂ

କେନ୍ଦୁଝର: ପାରମ୍ପରିକ ଖାଦ୍ୟଶୈଳୀରୁ ବାହାରି ମାଣ୍ଡିଆ ପରି ଶସ୍ୟରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି କେନ୍ଦୁଝର ଜିଲ୍ଲାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କେନ୍ଦୁଝର ଜାମୁହୋତାର ଗଙ୍ଗା ସିଂ। ଏହି ସଫଳତା ପାଇଁ ତାଙ୍କୁ ଏବେ ଲୋକେ ମିଲେଟ୍‌ ୱିମେନ୍‌ ବୋଲି…
ଅଧିକ ଖବର ଦେଖନ୍ତୁ...

ଦୁଇଟି ଟ୍ରକ ମଧ୍ୟରେ ଦୁର୍ଘଟଣା, ଜୀବନ୍ତ ଜଳିଗଲେ ଗୋଟିଏ ଟ୍ରକର ଡ୍ରାଇଭର

କେନ୍ଦୁଝର: କେନ୍ଦୁଝର ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ମହୁଲଡିହା ଗାଁ ନିକଟରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି | ଗୋଟିଏ ଟ୍ରକକୁ ପଛରୁ ଆଉ ଏକ ଟ୍ରକ୍ ଧକ୍କା ଦେବା ପରେ ଟ୍ରକଟିରେ ନିଆଁ ଲାଗିଯାଇଥିଲା । ଆଉ ଟ୍ରକ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ପୁଲିସ ଓ…
ଅଧିକ ଖବର ଦେଖନ୍ତୁ...

୩ଜିଲ୍ଲାରେ ୪ ଚାଷୀଙ୍କ ଅସ୍ୱାଭାବିକ ମୃତ୍ୟୁ

ରିଆମାଳ/ବୀରମହାରାଜପୁର/ପଦ୍ମପୁର/ଚମ୍ପୁଆ: ଅସ୍ୱାଭାବିକ ଭାବେ ୩ ଜିଲ୍ଲାରେ ୪ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି | ପ୍ରଥମ ଘଟଣା ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଖଇରିପାଲି ଫାଣ୍ଡି ଅନ୍ତର୍ଗତ କୁସଖଳିଆ ଗ୍ରାମରେ ଘଟିଛି | ପୋଖରୀରେ ବୁଡ଼ି ସେହି ଗ୍ରାମର ହାଡ଼ିବନ୍ଧୁ ଶବର (୪୦)ଙ୍କ…
ଅଧିକ ଖବର ଦେଖନ୍ତୁ...

ଲଗାଣ ବର୍ଷା ହେଲା କାଳ, ବିଭିନ୍ନ ସ୍ଥାନରେ ଅଘଟଣରେ ୪ ଜଣଙ୍କର ମୃତ୍ୟୁ

ଝୁମ୍ପୁରା/ଦଶରଥପୁର/ସମ୍ବଲପୁର: ଲଗାଣ ବର୍ଷା ସାଜିଲା କାଳ | କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍‌ ନହବେଡ଼ା ପଞ୍ଚାୟତ ଘୁଣ୍ଟିପଶି ଗ୍ରାମରେ ମାଟି କାନ୍ଥ ପଡ଼ିଯିବାରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶ୍ରୀମତୀ ଲୋହାର (୭୦)। ଲଗାଣ ବର୍ଷା ଯୋଗୁଁ ଘରର ମାଟି କାନ୍ଥ ଓଦା ହୋଇ…
ଅଧିକ ଖବର ଦେଖନ୍ତୁ...