ମହିଳାଙ୍କୁ ଅସଦାଚରଣ: ଅଭିଯୁକ୍ତ ଗିରଫ

0 546

ଦାନଗଦୀ: ଦାନଗଦି ଅଞ୍ଚଳର ଜଣେ ମହିଳାଙ୍କୁ ବାରଖାଇର ନଟବର ପେରେଇଙ୍କ ପୁଅ ଶାନ୍ତନୁ (୪୪) ଅସଦାଚରଣ କରିଥିବା କଳିଙ୍ଗନଗର ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ସ˚ପୃକ୍ତ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି। ପୁଲିସ କେସନମ୍ବର ୧୬୮/୨୦୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମହିଳା ଜଣଙ୍କ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଶାନ୍ତନୁ ତାଙ୍କୁ ଅସଦାଚରଣ କରିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.