ବିଜେପି ନେତାଙ୍କୁ ଗୁଳିମାଡ !

ଖୋର୍ଦ୍ଧା: ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମଙ୍ଗୁଳି ଖୋର୍ଦ୍ଧାର ମଣ୍ଡଳ ସଭାପତି ଥିଲେ ତାଙ୍କୁ ନବୀନାବାଗ ବିଜେପି କାର୍ଯ୍ୟାଳୟ ନିକଟରେ ଗୁଳି କରି ହତ୍ୟା କରାଯାଇଛି । ବାଇକରେ ଆସି ଦୁଇ ଦୁର୍ବୃତ୍ତ ଗୁଳି କରିଥିବା ସୂଚନା ମିଳୁଛି । ରାଜନିତୀ ଶତ୍ରୁତା ପାଇଁ ଏହି ଗୁଳିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର