ବାଣୀବିହାର-୮୫’ତରଫରୁ ବୃକ୍ଷରୋପଣ ଓ ସଂଗୀତ ପରିବେଷଣ

ଭୁବନେଶ୍ୱର: ଆସନ୍ତା୧୨ତାରିଖ ଶନିବାର ଦିନ ‘ବାଣୀବିହାର-୮୫’ ବ୍ୟାଚ୍‌ ତରଫରୁ କ୍ୟାମ୍ପସ ପରିସରରେ ବୃକ୍ଷ ଚାରା ରୋପଣ କରାଯିବା ସହ ସନ୍ଧ୍ୟାରେ ହୋଟେଲ ସ୍ୱସ୍ତିପ୍ରିମିୟମରେ ସଂଗୀତ ପରିବେଷଣ ହେବ। ଏହି ବ୍ୟାଚ୍‌ ବନ୍ଧୁମାନେ ଉପସ୍ଥିତ ହେବାକୁ ଅନୁରୋଧ କରାଯାଉଛି।

ସମ୍ବନ୍ଧିତ ଖବର