ଅନୁସନ୍ଧାନ କରୁଥିବା ବର୍ଗ

ଖୋର୍ଦ୍ଧା

ଜେଲ୍ ବିଜୁଳିରେ ବାବୁଙ୍କ ଅୟସ: ଅଫିରର୍ସ କ୍ବାଟରର୍ସରେ ଚାଲିଛି ବିଜୁଳି ଚୋରି

ଖୋର୍ଦ୍ଧା: ଜେଲ ନାଁରେ ବିଜୁଳି ବିଲ୍। କିନ୍ତୁ, ରାଜକୀୟ ଢଙ୍ଗରେ ମାଗଣାରେ ଅୟସ କରୁଛନ୍ତି ଜେଲ୍‌ ବାବୁ। ନିଜ କ୍ବାର୍ଟରସ୍‌କୁ ବିଦ୍ୟୁତ୍‌ ଆଦୌ ନ ଟାଣି, ବର୍ଷ ବର୍ଷ ହେଲା ଚୋରା ବିଜୁଳିରେ ବର୍ଷ ବର୍ଷ ହେଲା ଚଳି ଆସୁଛନ୍ତି। ନିକଟ ଅତୀତରେ ଜେଲ୍‌ର ବିଚାରାଧୀନ କଏଦୀଙ୍କୁ ବାହାର କାମରେ…
ଅଧିକ ଖବର ଦେଖନ୍ତୁ...

ପାନୀୟ ବୋତଲ ପାଣିରେ ବ୍ୟାକ୍ଟେରିଆ: ପାଣି ଟେଷ୍ଟିଂରୁ ବାହାରିଲା ‘କୋଲିଫର୍ମ’

ଖୋର୍ଦ୍ଧା: ଆଖିକୁ ସ୍ବଚ୍ଛ ଓ ନିର୍ମଳ ଦେଖାଯାଉଥିବା ସବୁ ବୋତଲ ପ୍ୟାକ୍‌ ପାଣି ବିଶୁଦ୍ଧ ନୁହେଁ। ବାହାରୁ ବୋତଲ ଚିକ୍କଣ ଦିଶୁଥିଲେ ବି ଭିତରେ ଲୋକଙ୍କୁ ବିକ୍ରି ଚାଲିଛି ବ୍ୟାକ୍ଟେରିଆଯୁକ୍ତ ପାଣି। କିଛି ଦିନ ତଳେ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ପାଣି…
ଅଧିକ ଖବର ଦେଖନ୍ତୁ...

ମଝି ଚିଲିକାରେ ଅଗ୍ନିକାଣ୍ଡ: ବିପଦରେ ବନ୍ୟଜନ୍ତୁଙ୍କ ଜୀବନ

ବାଲୁଗାଁ: ମଝି ଚିଲିକାରେ ଅଗ୍ନିକାଣ୍ଡ, ଜଳୁଛି ନଳ ଘାସ। କାଳୁପଡ଼ା ଘାଟ ଜେଟି ନିକଟରେ ନଳ ଘାସରେ ଲାଗିଛି ନିଆଁ। ଅଗ୍ନିକାଣ୍ଡ ଯୋଗୁଁ ବିପଦରେ ପଡ଼ିଛି ବନ୍ୟଜନ୍ତୁଙ୍କ ଜୀବନ। ଚିଲିକାରେ ଫିସିଂ କ୍ୟାଟ୍ ଓ ଅନେକ ପ୍ରଜାତିର ପକ୍ଷୀ ରହୁଥିବା ବେଳେ ଏବେ ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।…
ଅଧିକ ଖବର ଦେଖନ୍ତୁ...

୨୭ଲକ୍ଷ ଟଙ୍କାର ଡିଜେଲ୍, ପିଚୁ ଠକେଇ

ଖୋର୍ଦ୍ଧା: ଲକ୍ଷେ କି’ ଦୁଇ ଲକ୍ଷ ନୁହେଁ, କମ୍ପାନିକୁ ଲଗାଯାଇଛି ୨୭ଲକ୍ଷ ଟଙ୍କାର ଚୁନ। କମ୍ପାନି ଜଣେ ସେଲ୍‌ସମ୍ୟାନ୍‌ ହିଁ ଏ ଦୁର୍ନୀତି ଭିଆଇଛନ୍ତି। ଖୋର୍ଦ୍ଧା ସଦର ଥାନା ତାପଙ୍ଗ ସ୍ଥିତ ଶିବମ କନଡେଭ୍‌ ପ୍ରାଇଭେଟ୍‌ ଲିମିଟେଡ୍ ନାମକ ଏକ କନ୍‌ଷ୍ଟ୍ରକ୍‌ସନ୍‌ କମ୍ପାନି ଥାନାରେ ଏ ପ୍ରକାର…
ଅଧିକ ଖବର ଦେଖନ୍ତୁ...

ମେରୁ ଯାତ୍ରା ପାଇଁ ଚଳଚଞ୍ଚଳ ଖୋର୍ଦ୍ଧା: କଣ୍ଟାରେ ଗଡ଼ିଲେ, ନିଆଁରେ ଚାଲିବେ

ଖୋର୍ଦ୍ଧା: ଖୋର୍ଦ୍ଧା ଉପସାହିରେ ଶନିବାର ପବିତ୍ର ଦଣ୍ଡ ଓ ମେରୁ ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ଦଣ୍ଡୁଆ ଭକ୍ତମାନେ କଣ୍ଟା ଉପରେ ଗଡ଼ି ନିଜର ଶ୍ରଦ୍ଧା ଏବଂ ଭକ୍ତି ଦେଖାଇଛନ୍ତି। ପାଞ୍ଚ ଦିନିଆ ଦଣ୍ଡ ଉତ୍ସବରେ କଣ୍ଟାଗଡ଼ା ଉତ୍ସବ ସମାପନ ହୋଇଥିବା ବେଳେ ରବିବାର ନିଆଁରେ ଚାଲିବା…
ଅଧିକ ଖବର ଦେଖନ୍ତୁ...

ଚିଲିକା ନଳଘାସରେ ନିଆଁ; ନିୟନ୍ତ୍ରଣ ପାଇଁ ନିୟୋଜିତ ହେଲେ ବନ ବିଭାଗର ୧୮ ଜଣିଆ ଟିମ୍‌

ବ୍ରହ୍ମଗିରି/ଟାଙ୍ଗୀ: ବୃହତ ଜଳରାଶି ‘ଚିଲିକା’ ଉପକୂଳ କାଳୁପଡାଘାଟ ଜେଟି ନିକଟସ୍ଥ ନଳଘାସରେ ଆଜି ସନ୍ଧ୍ୟାରେ ନିଆଁ ଲାଗିଛି। ସୂଚନା ପାଇ ବନବିଭାଗର ୧୮ ଜଣ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାମରେ ନିୟୋଜିତ ହୋଇ ଏହା ଆୟତ୍ତ କରିଛନ୍ତି। ନିଆଁ ଆୟତ୍ତ କରିବାକୁ ବନ ବିଭାଗକୁ…
ଅଧିକ ଖବର ଦେଖନ୍ତୁ...

ଦୁଇ ବର୍ଷ ପରେ ପୁଣି ଦାଦାଗିରି ଦେଖାଇଲେ ଚିଲିକା ବିଧାୟକ, କାର୍ଯ୍ୟରତ ସାମ୍ବାଦିକଙ୍କୁ ନିସ୍ତୁକ ପିଟିଲେ

ଖୋର୍ଦ୍ଧା: ଦୁଇ ବର୍ଷ ପରେ ଚିଲିକା ବିଧାୟକ ପ୍ରଶାନ୍ତ ଓରଫ ଗଣେଶ ଜଗଦ୍ଦେବ ପୁଣି ଥରେ ଦାଦାଗିରି ଦେଖାଇଛନ୍ତି। କାର୍ଯ୍ୟରତ ସାମ୍ୱାଦିକଙ୍କୁ ଆକ୍ରମଣ କରିଛନ୍ତି। ଏନେଇ ପ୍ରଶାନ୍ତଙ୍କ ନାମରେ ଜଙ୍କିଆ ଥାନାରେ ଏତଲା ହେବା ପରେ ପୁଲିସ ମାମଲା ରୁଜୁ କରିଛି। ଖୋର୍ଦ୍ଧା ବିଧାନସଭା ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ

ଭୁବନେଶ୍ବର:  ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ ହୋଇଛି। ଏନେଇ ଆଜି ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଭୟେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ପରେ ଏନେଇ ସରକାରୀ ଦଳର ମୁଖ୍ୟ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବାଚସ୍ପତି…
ଅଧିକ ଖବର ଦେଖନ୍ତୁ...

ଚାଲାଣ କରି ପାରିଲେନି ୮୪୦ କିଲୋ ଭାଙ୍ଗ; ଖୋର୍ଦ୍ଧାରେ ୨ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଅବକାରୀ ବିଭାଗ ଆଜି ସ୍ଥାନୀୟ ମେଡିକାଲ ଛକ ନିକଟରୁ ୮୪୦ କିଲୋ ଭାଙ୍ଗ ଜବତ କରିଛି। ଏହି ଘଟଣାରେ ଅବକାରୀ ବିଭାଗର କର୍ମଚାରୀମାନେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଧୀନ ରଗଡ଼ିମଡ଼ା ଗାଁର ସ୍ବର୍ଗତ ଋଷିଆ ପାତ୍ରଙ୍କ…
ଅଧିକ ଖବର ଦେଖନ୍ତୁ...

ଦୁଇ ଜିଲ୍ଲାର ଏସପିଙ୍କୁ ବଦଳାଇଲେ ନିର୍ବାଚନ କମିଶନ

ଭୁବନେଶ୍ୱର: ନିର୍ବାଚନ କମିଶନ ବ୍ରହ୍ମପୁର ଏସପି ଓ ଖୋର୍ଦ୍ଧା ଏସପିଙ୍କୁ ବଦଳି କରିଛନ୍ତି | ବ୍ରହ୍ମପୁରର ଏସପି ଭାବେ ଡ଼.ସାର୍ଥକ ଷଡଙ୍ଗୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଖୋର୍ଦ୍ଧା ଏସପି ଭାବେ ଅବିନାଶ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି | ଉଲ୍ଲେଖ ଥାଉ କି କିଛିଦିନ ତଳେ ରାଜ୍ୟ ସରକାର…
ଅଧିକ ଖବର ଦେଖନ୍ତୁ...