ଅନୁସନ୍ଧାନ କରୁଥିବା ବର୍ଗ

ଖୋର୍ଦ୍ଧା

ମିଳିତ ଅଭିଯୋଗ ପ୍ରକୋଷ୍ଠରେ ୯୪ ଅଭିଯୋଗ ଦାଖଲ

ଖୋର୍ଦ୍ଧା: ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ଠାରେ ସୋମବାର ମିଳିତ ଅଭିଯୋଗ ପ୍ରକୋଷ୍ଠର ଆୟୋଜନ କରାଯାଇଥିଲା। ପୂର୍ବାହ୍‌ଣ ୧୦ଟାରୁ ଅପରାହ୍ଣ ପ୍ରାୟ ଗୋଟାଏ ଯାଏଁ ଚାଲିଥିବା ଏହି ଅଭିଯୋଗ ପ୍ରକୋଷ୍ଠରେ ୯୪ଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ଭୋଟର ତାଲିକା ସଂଶୋଧନରେ ଅନୁପସ୍ଥିତ: ୧୩ ଜଣ ବିଏଲ୍‌ଓଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଖୋର୍ଦ୍ଧା: ବର୍ତ୍ତମାନ ସଂକ୍ଷିପ୍ତ ଭୋଟର ସଂଶୋଧନ କାର୍ଯ୍ୟକ୍ରମ ଚାଲୁଛି। ୫ ତାରିଖରେ ସ୍ବତନ୍ତ୍ର ଅଭିଯାନ ଥିଲା। ଏହି ସମୟରେ ନିଯୁକ୍ତି ପାଇଥିବା ବୁଥ ସ୍ତରୀୟ ଅଧିକାରୀ (ବିଏଲ୍‌ଓ)ମାନେ ଘର ଘର ବୁଲି ତାଲିକା ସଂଶୋଧନ କାର୍ଯ୍ୟ କରିବେ। ତେବେ ଉଚ୍ଚଅଧିକାରୀଙ୍କ ଯାଞ୍ଚ ବେଳେ ୪ଟି…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟାରେ  ୪ମିମି ବର୍ଷା : ମରୁଡ଼ି ସ୍ଥିତିକୁ ଏଡ଼ାଇ ଦେବାକୁ ବସିଛି କୃଷି ବିଭାଗ

ଖୋର୍ଦ୍ଧା: ଶନିବାର ଅପରାହ୍‌ଣ ଠାରୁ ଖୋର୍ଦ୍ଧା ଜିଲ୍ଲାର ଅଧିକାଂଶ ସ୍ଥାନରେ ଆକାଶ ମେଘୁଆ ରହିଛି। ରବିବାର ସକାଳେ ଓ ସଂଧ୍ୟାରେ କାଁଭାଁ ଅସରାଏ ବର୍ଷା ପଡ଼ିଛି। ଏଥିରେ ଶୁଖିଲା ପଡ଼ିଥିବା ଧାନ ବିଲକୁ ଜୀବନ ମିଳିନାହିଁ କି ଚାଷୀ ମନରୁ ହତାଶା ହଟି ନାହିଁ। କିନ୍ତୁ ଜିଲ୍ଲାର କୃଷି ବିଭାଗ…
ଅଧିକ ଖବର ଦେଖନ୍ତୁ...

ଜମିଲାଣି ଜଟଣୀ ବାଣ ବିପଣୀ: ବଜାରରେ ଡ୍ରୋନ୍, ହେଲିକପ୍ଟର ଓ ମିସାଇଲ୍…

ଜଟଣୀ: ଜଟଣୀ ଏକ ବ୍ୟବସାୟୀକ ପେଣ୍ଠସ୍ଥଳୀ। ଏଠାରେ ସିଜିନ୍ ଅନୁସାରେ ବିଭିନ୍ନ ଜିନିଷ ହୋଲସେଲ୍ ଦରରେ ତଥା ବଜାର ଅପେକ୍ଷା କମ୍‌ ଦାମରେ ମିଳିଥାଏ। ଗମନା ଗମନ ସୁବିଧା ଥିବାରୁ ଦୋକାନୀ ଓ ଗ୍ରାହକମାନେ କିଣିବାକୁ ଏଠାକୁ ଛୁଟି ଆସିଥାନ୍ତି। ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ତେଣୁ ବାଣ ପାଇଁ…
ଅଧିକ ଖବର ଦେଖନ୍ତୁ...

ଭୋଟର ତାଲିକା ସଂଶୋଧନ: ନିର୍ବାଚନ ଅଧିକାରୀ, ପ୍ରଶାସନ ଓ ରାଜନୈତିକ ଦଳ ମଧ୍ୟରେ ଆଲୋଚନା

ଖୋର୍ଦ୍ଧା: ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅଗ୍ରଗତି ସମ୍ପର୍କରେ ଜିଲ୍ଲା ନିର୍ବାଚନ ଅଧିକାରୀ, ପ୍ରଶାସନ ଓ ରାଜନୈତିକ ଦଳ ମଧ୍ୟରେ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅପରାହ୍‌ଣରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲାପାଳ…
ଅଧିକ ଖବର ଦେଖନ୍ତୁ...

ଦୀପା: ବାଲ୍ୟବିବାହ ଅନ୍ଧକାର ବିରୋଧରେ ଏକ ଦୀପଶିଖା

ଖୋର୍ଦ୍ଧା: ଯଦି ଦାରିଦ୍ର୍ୟତାର କଷାଘାତରେ, ପିତା-ମାତାଙ୍କ ଚାପରେ ବାଲ୍ୟ ବିବାହ କରି ଏକ ଅଜଣା ବ୍ୟକ୍ତିର ହାତ ଧରିବା ପରିବର୍ତ୍ତେ ଜୀବନ ଗଢ଼ିବା ପାଇଁ ପୁସ୍ତକକୁ ନିଜ ହାତରେ ଧରିଲେ। ବାଲ୍ୟ ବିବାହ ଭଳି ସାମାଜିକ କୁସଂସ୍କାରକୁ ପାଦତଳେ ଦଳି ଆଜି ପାଠ ପଢ଼ିବା ସହ ଜିଲ୍ଲାର ଜଣେ ଉଦୀୟମାନ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ୍ ନେଇଗଲେ ପ୍ରିନ୍ସିପାଲ୍: ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ର

ଖୋର୍ଦ୍ଧା: ସ୍ଥାନୀୟ ସେଭେନ୍‌ଥଡେ ଆଡ୍‌ଭେଣ୍ଟ ମିସନାରୀ ବିଦ୍ୟାଳୟ ଛାତ୍ରାବାସରେ ଆଜି ସେହି ବିଦ୍ୟାଳୟରେ ପଢ଼ୁଥିବା ଜଣେ ୧୦ମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଏହା ଆତ୍ମହତ୍ୟା କି ହତ୍ୟା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଆଜି ଭୋର ପ୍ରାୟ ୫ଟା ବେଳେ ବାଳକ ଛାତ୍ରାବାସ ସମ୍ମୁଖରେ ଥିବା…
ଅଧିକ ଖବର ଦେଖନ୍ତୁ...

ମାଣିବନ୍ଧ-କୋହ୍ଲୁଅପାଟଣା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଜାଲିଆତି: ଭଙ୍ଗା ପୋଲରେ ଚୂନ ମାରି ଖାଇଗଲେ ମରାମତି ଟଙ୍କା

ଖୋର୍ଦ୍ଧା: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ନିୟମାନୁସାରେ ଏହି ଯୋଜନାରେ ନିର୍ମିତ ସଡ଼କ ନିର୍ମାଣର ପରବର୍ତୀ ୫ ବର୍ଷ ଯାଏଁ ଆବଶ୍ୟକ ମରାମତି ସମ୍ପୃକ୍ତ ଠିକାଦାର କରିବ। ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ବଜେଟ୍‌ ବ୍ୟବସ୍ଥା କରିବେ। ଏହି ମରାମତି ବଜେଟ୍‌ ମୂଳ ନିର୍ମାଣ ବଜେଟ୍‌ ଠାରୁ…
ଅଧିକ ଖବର ଦେଖନ୍ତୁ...

ଜଟଣୀ ଛାତ୍ର ହତ୍ୟା ମାମଲା: ନାବାଳକର ହତ୍ୟାକାରୀ ଅନ୍ୟ ଜଣେ ନାବାଳକ

ଜଟଣୀ: ଜଟଣୀ ଥାନା ବେଣାପଞ୍ଜରୀ ଗଡ଼ସାହି ଗାଁରେ ଗତକାଲି ଘଟିଥିବା ଚାଞ୍ଚଲ୍ୟକର ନାବାଳକ ଛାତ୍ର ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି ପୁଲିସ। ପୁଲିସର ଦାବି ମୁତାବକ, ମୃତ ଶୁଭମ ସ୍ୱରୂପ ପାଲଟାସିଂହଙ୍କୁ ଅନ୍ୟଜଣେ ଜଣେ ନାବାଳକ ହତ୍ୟା କରିଥିବା ତଦନ୍ତରୁ ଜଣା ପଡ଼ିଛି। ଅଭିଯୁକ୍ତ ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ପୌରପରିଷଦ: ସୌନ୍ଦର୍ଯ୍ୟକରଣ ନାମରେ ଲକ୍ଷାଧିକ ଟଙ୍କାର ଗଛ ଲଗାଇ ଭୁଲିଗଲେ

ଖୋର୍ଦ୍ଧା: ଗୋଟିଏ ପଟେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରି ରାଷ୍ଟ୍ରୀୟ ବିକାଶ ପାଇଁ ଦୁର୍ନୀତିମୁକ୍ତ ଓ ଉତ୍ତରଦାୟୀ ହେବାକୁ ସରକାରୀ କର୍ମଚାରୀ ଶପଥ ନେଉଛନ୍ତି ଆରପଟେ ନିଜର କର୍ତବ୍ୟହୀନତା ଯୋଗୁଁ କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ନଷ୍ଟ କରୁଛନ୍ତି। ଏଭଳି ଘଟଣା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...