ଅନୁସନ୍ଧାନ କରୁଥିବା ବର୍ଗ

ଖୋର୍ଦ୍ଧା

ଖୋର୍ଦ୍ଧା ଗ୍ରାମାଞ୍ଚଳରେ ବଢ଼ୁଛି ସାଇବର ଅପରାଧ ମାମଲା: ୯ମାସରେ  ୪୭ ପ୍ରତିଶତ ବୃଦ୍ଧି

ଖୋର୍ଦ୍ଧା: ସାଇବର ଠକାମୀର ଶିକାର ହୋଇ ୧୬ ଲକ୍ଷଟଙ୍କା ହରାଇ ଥିଲେ ବ୍ରଜବନ୍ଧୁ ସାହୁ ନାମକ ଜଣେ ବଢ଼େଇ । ଏତେ ଟଙ୍କାର କ୍ଷତି ତାଙ୍କ ପାଇଁ ଭରଣା କରିବା ଅସମ୍ଭବ ଥିଲା। ପୁଲିସ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ଶେଷରେ ୨୦୨୧ ଜାନୁଆରି ୪ ତାରିଖରେ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧାରେ ବିଭିନ୍ନ ସ୍ଥାନରେ ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ

ଖୋର୍ଦ୍ଧା: ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ୧୪୬ତମ ଜୟନ୍ତୀ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇ ଯାଇଛି। ଖୋର୍ଦ୍ଧା ବ୍ଲକ ହଳଦୀପଦା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ‌ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ସଂସ୍କୃତି ବିଭାଗକୁ ହସ୍ତାନ୍ତର ହେଲା ଅମୃତ କଳସ

ଖୋର୍ଦ୍ଧା: ମୋ ମାଟି ମୋ ଦେଶ ଅଭିଯାନରେ ଇଣ୍ଡୋ-ତିବ୍ଦତିଆନ୍‌ ବୋର୍ଡର ପୁଲିସ ଫୋର୍ସ (ଆଇଟିବିପି)ର ତରତୁଆ ଠାରେ ଥିବା ୪୧ ତମ ବାହିନୀ ପକ୍ଷରୁ ମାସେ ବ୍ୟାପୀ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗାଁ, ପବିତ୍ର ସ୍ଥଳ, ଦେଶପାଇଁ ପ୍ରାଣବଳୀ ଦେଇଥିବା ଯବାନଙ୍କ…
ଅଧିକ ଖବର ଦେଖନ୍ତୁ...

ପାଇପରୁ ଜଳ ସୁବିଧାରେ ମିଶିଲା ଖୋର୍ଦ୍ଧା

ଖୋର୍ଦ୍ଧା: ଅନେକ ବର୍ଷ ଧରି ଖୋର୍ଦ୍ଧା ଓ ଜଟଣୀର ଏକାଧିକ ୱାର୍ଡକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନେଇ ଦାବି ହୋଇ ଆସୁଥିଲା। ଶେଷରେ ଏହି ଯୋଜନା ଆଜି ସୋମବାର କାର୍ଯ୍ୟକାରୀ ହୋଇଛି। ଖୋର୍ଦ୍ଧା ଓ ଜଟଣୀକୁ ଡ୍ରିଙ୍କ୍‌ ଫ୍ରମ୍‌ ଟେପ୍‌ (ପାଇପ୍‌ରୁ ଜଳ) ସୁବିଧାରେ ଯୋଡ଼ା ଯାଇଛି। ଏହାକୁ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ ବିଧାନସଭା ନିର୍ବାଚନ: ରାୟପୁର ଉତ୍ତରରୁ ଲଢ଼ିବେ ଓଡ଼ିଆ ପୁଅ ପୁରନ୍ଦର ମିଶ୍ର

ରାୟପୁର/ଭୁବନେଶ୍ୱର: ଛତିଶଗଡ଼ ସମେତ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିସନ ଆଜି ତାରିଖ ଘୋଷଣା କରିଛନ୍ତି। ଏହି କ୍ରମରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ପାଇଁ ପ୍ରଥମ ଦଫାରେ…
ଅଧିକ ଖବର ଦେଖନ୍ତୁ...

ପୁଣି ସମୂହ ଛୁଟିରେ ଯିବେ ଜିଲ୍ଲାସ୍ତରୀୟ ଅମଲା ମଞ୍ଚ

ଖୋର୍ଦ୍ଧା: ୧ ଜୁନ୍‌ ୨୦୨୩ରୁ ୧୭ ଜୁନ୍‌ ୨୦୨୩ ସମୂହ ଛୁଟିରେ ଯାଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ଜିଲ୍ଲାସ୍ତରୀୟ ଅମଲା ମଞ୍ଚ। ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସହ ଆଲୋଚନାରେ ଦାବି ସମ୍ପର୍କରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ମିଳିଥିଲା…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧାରେ ବନ୍ଦ ପଡ଼ିଥିବା ସୁଲଭ ଶୌଚାଳୟ ଖୋଲିବ କେବେ ?

ଖୋର୍ଦ୍ଧା: ଦେଶ ସାରା ସ୍ବଚ୍ଛତା ପକ୍ଷ ଚାଲୁଛି। ପରିମଳ ଓ ସ୍ବଚ୍ଛତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି। ରାଜ୍ୟ ସରକାର ବସ୍‌ଷ୍ଟାଣ୍ଡ ଗୁଡ଼ିକୁ ୫-ଟିରେ ସମ୍ପୃକ୍ତ କରି ଆନୁସଙ୍ଗିକ ସୁବିଧାସୁଯୋଗଗୁଡ଼ିକର ଅଧିକ ବିକାଶିତ କରିବାକୁ ଯୋଜନା କରିଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ରାଜଧାନୀର…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧାରେ ଶୌର୍ଯ୍ୟ ଜାଗରଣ ଯାତ୍ରା

ଖୋର୍ଦ୍ଧା: ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିରର ଉଦଘାଟନ ଅବସରରେ ହିନ୍ଦୁଙ୍କୁ ଏକଯୁଟ କରିବା ନେଇ ଆରମ୍ଭ ହୋଇଥିବା ଶୌର୍ଯ୍ୟ ଜାଗରଣ ଯାତ୍ରା ଆଜି ଶନିବାର ଖୋର୍ଦ୍ଧାରେ ପହଞ୍ଚି ଗୁରୁଜଙ୍ଗ, ଖୋର୍ଦ୍ଧା ସହର ପରିକ୍ରମା କରିଛି। ଆଜି ଶନିବାର ପୂର୍ବାହ୍ନରେ…
ଅଧିକ ଖବର ଦେଖନ୍ତୁ...

କେଏମ୍‌ବିବିରେ ଟେକ୍‌ନୋ-କ୍ଲବ ଗଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଦଳେଇପୁଟ ଠାରେ ଥିବା କନକ ମଞ୍ଜରୀ ବ୍ରଜବନ୍ଧୁ ବୈଷୟିକ ମହାବିଦ୍ୟାଳୟ (କେଏମ୍‌ବିବି) ଠାରେ ଶନିବାର ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପରିଚିତ କରାଇବାକୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ମହାବିଦ୍ୟାଳୟରେ ପ୍ରଥମ ଥର…
ଅଧିକ ଖବର ଦେଖନ୍ତୁ...

ସ୍ବଳ୍ପ ସଞ୍ଚୟ ଏଜେଣ୍ଟ ସଂଘ ପକ୍ଷରୁ ଡାକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଖୋର୍ଦ୍ଧା: ଖୋର୍ଦ୍ଧା ଡାକ କାର୍ଯ୍ୟାଳୟ ସମ୍ମୁଖରେ ସ୍ବଳ୍ପ ସଞ୍ଚୟ ଏଜେଣ୍ଟ ସଂଘର ଧାରଣା ଆଜି ଶୁକ୍ରବାର ୪ର୍ଥ ଦିନରେ ପହଞ୍ଚିଛି। ଗତ ତିନିଦିନ ଭଳି  ଶୁକ୍ରବାର ମଧ୍ୟ ସଂଘର କର୍ମକର୍ତା ମାନେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଧାରଣା ସମ୍ପର୍କରେ ଜିଲ୍ଲା ସ୍ବଳ୍ପ ସଞ୍ଚୟ ଏଜେଣ୍ଟ…
ଅଧିକ ଖବର ଦେଖନ୍ତୁ...