ଅନୁସନ୍ଧାନ କରୁଥିବା ବର୍ଗ

ଖୋର୍ଦ୍ଧା

ଜିଲ୍ଲାସ୍ତରୀୟ ମାଣ୍ଡିଆ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ

ଖୋର୍ଦ୍ଧା: ଲୋକଙ୍କ ମଧ୍ୟରେ ମାଣ୍ଡିଆର ସୁଗୁଣାବଳୀ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ୨୦୨୩ ବର୍ଷକୁ ମିଲେଟ୍‌ (ମାଣ୍ଡିଆ) ବର୍ଷ ଭାବେ ଦେଶରେ ପାଳନ କରାଯାଉଛି। ଏହି ଅବସରରେ ବୁଧବାର ଜିଲ୍ଲାସ୍ତରୀୟ ମାଣ୍ଡିଆ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବୁଧବାର ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଇଡ୍‌କୋ ଜମି ଅଧିଗ୍ରହଣ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦାବି

ଖୋର୍ଦ୍ଧା: ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ଚମ୍ପାଝର ମୌଜାରେ ଇଡ୍‌କୋ କମ୍ପାନି ପକ୍ଷରୁ ଶିଳ୍ପାଞ୍ଚଳ ପାଇଁ ଜମି ଅଧିଗ୍ରହଣ କରାଯାଇଛି। ଏହି ଅଧିଗ୍ରହଣରେ କ୍ଷତିଗ୍ରସ୍ତ ହୋଇଥିବା ୧୫ଜଣ ଗରିବ ଦିନ ମଜୁରିଆ ପରିବାରଙ୍କୁ କ୍ଷତିପୂରଣ ସହ ପୁନର୍ବାସର ବ୍ୟବସ୍ଥା କରିବାକୁ ଏକ ସ୍ମାରକପତ୍ର…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ବାମପନ୍ଥୀ ଶ୍ରମିକ ସଂଗଠନ ସିଟୁ ପକ୍ଷରୁ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା ଧାର୍ଯ୍ୟ କରିବା ସହ ଅନ୍ୟଦାବିଗୁଡ଼ିକର ପୂରଣ ପାଇଁ ଧାରଣା ଦିଆଯାଇଥିଲା। ପୂର୍ବାହ୍‌ଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…
ଅଧିକ ଖବର ଦେଖନ୍ତୁ...

ପୋଷା କୁକୁର ପାଇଁ ଶ୍ରାଦ୍ଧ: ଯୋଗଦେଲେ ୧୦୦୦ ଲୋକ

ଖୋର୍ଦ୍ଧା: ଆଜିକାଲି ନିଜର ଜ୍ଞାତିକୁଟୁମ୍ବଙ୍କ ମୃତ୍ୟୁରେ ଶ୍ରାଦ୍ଧ, ତର୍ପଣ ଆଦି କରିବାକୁ ଅନେକ ପଛଘୁଞ୍ଚା ଦିଅନ୍ତି। ଏହି ସମୟରେ ‌ଘରେ ଥିବା ପୋଷା କୁକୁରକୁ ନିଜ ସନ୍ତାନ ଭଳି ଭଲ ପାଇ ତା’ର ମୃତ୍ୟୁରେ ମଣିଷଙ୍କ ଭଳି ଅନ୍ତ୍ୟେଷ୍ଟି କ୍ରିୟା କରିବା, ଶ୍ରାଦ୍ଧ କରିବା, ଶ୍ରାଦ୍ଧ ଭୋଜି…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଗ୍ରାମାଞ୍ଚଳରେ ବଢ଼ୁଛି ସାଇବର ଅପରାଧ ମାମଲା: ୯ମାସରେ  ୪୭ ପ୍ରତିଶତ ବୃଦ୍ଧି

ଖୋର୍ଦ୍ଧା: ସାଇବର ଠକାମୀର ଶିକାର ହୋଇ ୧୬ ଲକ୍ଷଟଙ୍କା ହରାଇ ଥିଲେ ବ୍ରଜବନ୍ଧୁ ସାହୁ ନାମକ ଜଣେ ବଢ଼େଇ । ଏତେ ଟଙ୍କାର କ୍ଷତି ତାଙ୍କ ପାଇଁ ଭରଣା କରିବା ଅସମ୍ଭବ ଥିଲା। ପୁଲିସ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ଶେଷରେ ୨୦୨୧ ଜାନୁଆରି ୪ ତାରିଖରେ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧାରେ ବିଭିନ୍ନ ସ୍ଥାନରେ ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ

ଖୋର୍ଦ୍ଧା: ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ୧୪୬ତମ ଜୟନ୍ତୀ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇ ଯାଇଛି। ଖୋର୍ଦ୍ଧା ବ୍ଲକ ହଳଦୀପଦା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ‌ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ସଂସ୍କୃତି ବିଭାଗକୁ ହସ୍ତାନ୍ତର ହେଲା ଅମୃତ କଳସ

ଖୋର୍ଦ୍ଧା: ମୋ ମାଟି ମୋ ଦେଶ ଅଭିଯାନରେ ଇଣ୍ଡୋ-ତିବ୍ଦତିଆନ୍‌ ବୋର୍ଡର ପୁଲିସ ଫୋର୍ସ (ଆଇଟିବିପି)ର ତରତୁଆ ଠାରେ ଥିବା ୪୧ ତମ ବାହିନୀ ପକ୍ଷରୁ ମାସେ ବ୍ୟାପୀ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗାଁ, ପବିତ୍ର ସ୍ଥଳ, ଦେଶପାଇଁ ପ୍ରାଣବଳୀ ଦେଇଥିବା ଯବାନଙ୍କ…
ଅଧିକ ଖବର ଦେଖନ୍ତୁ...

ପାଇପରୁ ଜଳ ସୁବିଧାରେ ମିଶିଲା ଖୋର୍ଦ୍ଧା

ଖୋର୍ଦ୍ଧା: ଅନେକ ବର୍ଷ ଧରି ଖୋର୍ଦ୍ଧା ଓ ଜଟଣୀର ଏକାଧିକ ୱାର୍ଡକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନେଇ ଦାବି ହୋଇ ଆସୁଥିଲା। ଶେଷରେ ଏହି ଯୋଜନା ଆଜି ସୋମବାର କାର୍ଯ୍ୟକାରୀ ହୋଇଛି। ଖୋର୍ଦ୍ଧା ଓ ଜଟଣୀକୁ ଡ୍ରିଙ୍କ୍‌ ଫ୍ରମ୍‌ ଟେପ୍‌ (ପାଇପ୍‌ରୁ ଜଳ) ସୁବିଧାରେ ଯୋଡ଼ା ଯାଇଛି। ଏହାକୁ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ ବିଧାନସଭା ନିର୍ବାଚନ: ରାୟପୁର ଉତ୍ତରରୁ ଲଢ଼ିବେ ଓଡ଼ିଆ ପୁଅ ପୁରନ୍ଦର ମିଶ୍ର

ରାୟପୁର/ଭୁବନେଶ୍ୱର: ଛତିଶଗଡ଼ ସମେତ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିସନ ଆଜି ତାରିଖ ଘୋଷଣା କରିଛନ୍ତି। ଏହି କ୍ରମରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ପାଇଁ ପ୍ରଥମ ଦଫାରେ…
ଅଧିକ ଖବର ଦେଖନ୍ତୁ...

ପୁଣି ସମୂହ ଛୁଟିରେ ଯିବେ ଜିଲ୍ଲାସ୍ତରୀୟ ଅମଲା ମଞ୍ଚ

ଖୋର୍ଦ୍ଧା: ୧ ଜୁନ୍‌ ୨୦୨୩ରୁ ୧୭ ଜୁନ୍‌ ୨୦୨୩ ସମୂହ ଛୁଟିରେ ଯାଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ଜିଲ୍ଲାସ୍ତରୀୟ ଅମଲା ମଞ୍ଚ। ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସହ ଆଲୋଚନାରେ ଦାବି ସମ୍ପର୍କରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ମିଳିଥିଲା…
ଅଧିକ ଖବର ଦେଖନ୍ତୁ...