ଅନୁସନ୍ଧାନ କରୁଥିବା ବର୍ଗ

ଖୋର୍ଦ୍ଧା

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ସଂଗ୍ରାମ କେଶରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ବର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ପୂର୍ବରୁ ସେ ଗଞ୍ଜାମ ଜିଲ୍ଲାର ବୁଗୁଡା ତହସିଲଦାର ଭାବେ କାମ କରୁଥିଲେ। ରାଜଧାନୀ ଭୁବନେଶ୍ବର ଭିଜିଲାନ୍ସର ସ୍ବତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ସକ୍ରିୟ ହେଲା ଲଘୁଚାପ; ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା; ୫ ଜିଲ୍ଲାକୁ ଲାଲ୍‌, ୮ ଜିଲ୍ଲାକୁ…

ଭୁବନେଶ୍ୱର: ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଗତକାଲି (ମଙ୍ଗଳବାର) ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶରେ ଆଜି ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ବର୍ତ୍ତମାନ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର…
ଅଧିକ ଖବର ଦେଖନ୍ତୁ...

୨୫ ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ୨୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏହି ମାମଲାରେ ଦୁଇ ଯୁବକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସୂଚନାନୁସାରେ, ଗତକାଲି ମଧ୍ୟାହ୍ଣରେ ଗୁରୁଜଙ୍ଗ ଟାଙ୍ଗୀସାହିର ଅଭିଜିତ ସାମନ୍ତରାୟ ଓରଫ ଭିକି (୨୬) ଘରେ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୨ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଜାରି ସତର୍କ ସୂଚନାରେ କହିଛି…
ଅଧିକ ଖବର ଦେଖନ୍ତୁ...

ଘରେ ବସି ରୋଜଗାର ଦେବି କହି ୧୪ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ; ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: କମ୍ ଦିନରେ ଅଧିକ ଆୟର ପ୍ରଲୋଭନ ଦେଖାଇ ଗ୍ରାମାଞ୍ଚଳରେ ଚାଲିଥିବା ଚିଟଫଣ୍ଡ କେଳେଙ୍କାରୀ ଏବେ ଅନେକମାତ୍ରାରେ ଥମିଛି। ବର୍ତ୍ତମାନ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ମହିଳା ସ୍ବୟଂ ସହାୟକ ଗୋ‌ଷ୍ଠୀଙ୍କ ଅଧିକ ସକ୍ରିୟତାରୁ ଫାଇଦା ଉଠାଇବାକୁ ଏକ ଅଭି‌ନବ ଠକେଇ ଆରମ୍ଭ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଆଶାକର୍ମୀ ସଂଘର ବିକ୍ଷୋଭ

ଖୋର୍ଦ୍ଧା: ବାମପନ୍ଥୀ ଶ୍ରମିକ ସଂଗଠନ ସିଆଇଟିୟୁ(ସିଟୁ) ସହ ଅନୁବନ୍ଧିତ ଓଡ଼ିଶଶ ଆଶାକର୍ମୀ ଆସୋସିଏସନ୍‌ର ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ସୋମବାର ବିଭିନ୍ନ ଦାବି ନେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଶିକ୍ଷକଙ୍କ ଧାରଣା

ଖୋର୍ଦ୍ଧା: ଆଜି ସୋମବାର ପୁଣିଥରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼ରେସନ୍‌ର ନିଷ୍ପତ୍ତିକ୍ରମେ ଖୋର୍ଦ୍ଧା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ (ବିଇଓ) କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଆଜି ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ଏହି…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାସ୍ତରୀୟ ବିଜ୍ଞାନ ତର୍କ ପ୍ରତିଯୋଗିତା

ଖୋର୍ଦ୍ଧା: ମାଣ୍ଡିଆ ଏକ ଶ୍ରେଷ୍ଠ ଖାଦ୍ୟ କିମ୍ବା ସାମୟିକ ଖାଦ୍ୟ ଶୀର୍ଷକ ଜିଲ୍ଲାସ୍ତରୀୟ ବିଜ୍ଞାନ ତର୍କ ପ୍ରତିଯୋଗିତା ସୋମବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବକ୍ସି ଜଗବନ୍ଧୁ ବିଦ୍ୟାଧର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୦ଟି ବ୍ଲକରୁ ବଛାବଛା…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାସ୍ତରୀୟ ମିସନ ଇନ୍ଦ୍ରଧନୁଷର ଶୁଭାରମ୍ଭ

ଖୋର୍ଦ୍ଧା: ପୂର୍ବ ଟୀକାକରଣ ଅଭିଯାନରେ କୌଣସି କାରଣରୁ ଟୀକା ନେଇ ପାରିନଥିବା ଗର୍ଭବତୀ ମହିଳା ଓ ଜନ୍ମରୁ ୫ ବର୍ଷ ଶିଶୁଙ୍କ ନିମନ୍ତେ ସୋମବାର ଠାରୁ ମିସନ ଇନ୍ଦ୍ରଧନୁଷର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ…
ଅଧିକ ଖବର ଦେଖନ୍ତୁ...

ଦଧିମାଛଗାଡ଼ିଆରେ ଗୁଣିଆ ଭୟ: ସ୍କୁଲକୁ ଗଲେନି ଛାତ୍ରଛାତ୍ରୀ, ଗୁଣି ସନ୍ଦେହରେ ଜଣକୁ ନିସ୍ତୁକ ଛେଚିଲେ ଗାଁଲୋକ

ଖୋର୍ଦ୍ଧା: ଚନ୍ଦ୍ରର ଦକ୍ଷିଣ ମେରୁରେ ବିଶ୍ବରେ ପ୍ରଥମ ଥର ପାଇଁ ଭାରତର ଉପଗ୍ରହ ପହଞ୍ଚିଛି। ସୂର୍ଯ୍ୟଙ୍କ ସମ୍ପର୍କରେ ଗବେଷଣା କରିବାକୁ ଆଦିତ୍ୟ ଉପଗ୍ରହ ପଠାଯାଇଛି। ବର୍ଷ ତମାମ ସ୍କୁଲରେ ବିଜ୍ଞାନ କର୍ମଶାଳା, ନାଟକ, ପ୍ରଦର୍ଶନୀ, ଆଲୋଚନା ହେଉଛି। ଏହାସତ୍ବେ ଗୁଣିଆ ଓ ଭୁତପ୍ରେତ ଭୟରେ ଆଜି…
ଅଧିକ ଖବର ଦେଖନ୍ତୁ...