ଛାତ୍ର ସଂସଦ ନିର୍ବାଚନ: ପିଏନ୍‌ କଲେଜର ରେକର୍ଡ, ପ୍ରଥମ ଥର ମହିଳା ସଭାପତି

ଖୋର୍ଦ୍ଧା: ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଶନିବାର ନୂଆ ରେକର୍ଡ ଦେଖିବାକୁ ମିଳିଛି। ଛାତ୍ର ସଂସଦ ନିର୍ବାଚନ ୨୦୧୭ରେ ସଭାପତି ଭାବେ ଶିବାନୀ ପାତ୍ର ନିର୍ବାଚିତ ହୋଇଛନ୍ତି। ସୂଚନାଯୋଗ୍ୟ ୧୯୭୫-୭୭ରେ ପିଏନ୍‌ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଥିଲା। ସେହି ସମୟରେ କଲେଜରେ ଅଧିକ ନମ୍ବର ରଖିଥିବା ଜଣେ ଛାତ୍ରୀଙ୍କୁ ସଭାପତି ପଦ ପାଇଁ ମନୋନୀତ କରାଯାଇଥିଲା।

ସମ୍ବନ୍ଧିତ ଖବର