Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

କୋରାପୁଟ: ନବମ ଶ୍ରେଣୀ ଛାତ୍ରୀଙ୍କୁ ୪ଜଣ ଯବାନଙ୍କ ଗଣଦୁଷ୍କର୍ମ ଅଭିଯୋଗ

0 1,907

କୋରାପୁଟ: ଜୟପୁର ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ୪ଜଣ ବିଏସଏଫ୍‌ ଯବାନ ଗଣଦୁଷ୍କର୍ମ କରିଥିବା ପଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ କୋବ୍ରା ବାଟାଲିୟନର ୪ ଜଣ ଯବାନ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କୁନ୍ଦୁଲି ସେବାସିତମ ସ୍କୁଲର ଛାତ୍ରୀଙ୍କୁ ସୋରିଷପଦର ଗାଁ ନିକଟସ୍ଥ ଜଙ୍ଗଲରେ ୪ ଜଣ ଯବାନଙ୍କ ଦ୍ୱାରା ଗଣଦୁଷ୍କର୍ମ ସମ୍ପର୍କରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପୀଡ଼ିତାଙ୍କୁ ମେଡିକାଲ ପରୀକ୍ଷା ପାଇଁ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

eleven + 15 =