ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଭୋଟ : ଜାଣନ୍ତୁ କୋରାପୁଟ ଲୋକସଭା ଓ ଏହା ଅନ୍ତର୍ଗତ ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ କିଏ ଲଢ଼ୁଛନ୍ତି କେଉଁ ଦଳରୁ

0

ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର ଚାରୋଟି ଲୋକସଭା ଏବଂ ସେଥି ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ସେଠାରେ ୨୬ଟି ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୦ ଲକ୍ଷ ଭୋଟର୍‌। ସେହିପରି ୭ ବିଧାନସଭା ଆସନରେ ଲଢ଼ୁଥିବା ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିଦ୍ଧାରଣ ହେବ କାଲି।

ଆସନ୍ତୁ ଦେଖିବା କୋରାପୁଟ ଲୋକସଭା ଏବଂ ଏହା ଅନ୍ତର୍ଗତ ଗୁଣୁପୁର, ପଟାଙ୍ଗୀ, କୋରାପୁଟ, ଜୟପୁର, ବିଷମ କଟକ, ରାୟଗଡ଼ା ଓ ଲକ୍ଷ୍ମୀପୁର ବିଧାନସଭା ଆସନରୁ କେଉଁ ପ୍ରମୁଖ ଦଳର ପ୍ରାର୍ଥୀ କେଉଁଠୁ ଲଢୁଛନ୍ତି।

 

 

 

 

 

 

 

 

ସମ୍ବନ୍ଧିତ ଖବର

Leave A Reply

Your email address will not be published.