ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ୱର ପଞ୍ଚାୟତର ଚିଲିପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସାବେରୀ ନଦୀରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ପରେ ଶୋକର ଛାୟା ଖେଳିଯାଇଛି। ମୃତ ମହିଳା ହେଲେ ସୁକଦେଇ ଦୁରୁଆ (୩୬)। ସୂଚନା ଅନୁଯାୟୀ, ଚିଲିପଦର…
ଅଧିକ ଖବର ଦେଖନ୍ତୁ...

କୁଆପଥର ଓ ଘୁର୍ଣ୍ଣିଝଡରେ କ୍ଷତିଗ୍ରସ୍ତ ୨୧ ଆଦିବାସୀ ପରିବାର ପାଇଁ ୬.୩୦ ଲକ୍ଷ ସହାୟତା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନାରାୟଣପାଟଣା: ନିକଟରେ କୁଆପଥର ଓ ଘୂର୍ଣ୍ଣିଝଡ଼ରେ କ୍ଷତିଗ୍ରସ୍ତ କୋରାପୁଟ ନାରାୟଣପାଟଣା ବ୍ଲକ ଲଙ୍ଗଳବେଡା ପଞ୍ଚାୟତର କନକପୁଟ ଓ ଦଳେଇପେଟା ଗାଁର ୨୧ଟି ଅତ୍ୟନ୍ତ ଗରିବ ଆଦିବାସୀ ପରିବାରଙ୍କ ଘର ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି। ସେମାନଙ୍କ ଘରର ପୁନଃନିର୍ମାଣ ପାଇଁ…
ଅଧିକ ଖବର ଦେଖନ୍ତୁ...

୨ କ୍ବିଣ୍ଟାଲ ୯୩ କିଲୋ ଗଞ୍ଜେଇ ଜବତ, ମାଫିଆ ଫେରାର

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ପୁଲିସକୁ ମିଳିଛି ବଡ଼ଧରଣର ସଫଳତା। ବୈପାରିଗୁଡା ଥାନା ଅଞ୍ଚଳର ମାଝିଗୁଡା ପଞ୍ଚାୟତ ଅନ୍ତର୍ଗତ ପଣ୍ଡିତବେଡାରୁ ୨ କ୍ବିଣ୍ଟାଲ ୯୪ କିଲୋ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିବା ବେଳେ କିଛି ମାଫିଆ ଖସି ଯାଇଥିବା ଜଣାପଡିଛି। ପୁଲିସ ସୂଚନା ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ବେକରେ ଶାଢି ଲଗାଇ ଝୁଲିପଡ଼ିଲେ ମହିଳା! ମୃତ୍ୟୁର କାରଣ ଅସ୍ପଷ୍ଟ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୁସୁମଗୁଡା ପଞ୍ଚାୟତ ଅନ୍ତର୍ଗତ କୁଟୁଣିପଦର ଗାଁର ଟୁନା ବୈପାରି ୪ ବର୍ଷ ତଳେ ରାୟଗଡା ଜିଲ୍ଲା ଟିକିରି ଥାନା ଅଧିନସ୍ଥ ମୁଣ୍ଡବିନ୍ଧା ଗାଁର ମିଲି ବୈପାରିଙ୍କୁ ବିବାହ କରିଥିଲେ। ବିବାହର ୪ ବର୍ଷ ପରେ ମଧ୍ୟ ଦୁହିଁଙ୍କର କୌଣସି ସନ୍ତାନ ହୋଇ…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡି ମହିଳା ମୃତ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମାଠପଡା ପଞ୍ଚାୟତର ତେନ୍ତୁଳିପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡି ଜଣେ ବିଧବା ମହିଳାଙ୍କ ମୃତ୍ୟୁ ଘଟିବା ପରେ ଶୋକର ଛାୟା ଖେଳିଯାଇଛି। ଅଗ୍ନିଶମ କର୍ମଚାରୀ ପୋଖରୀରେ ମୃତଦେହ ଉଦ୍ଧାର କରିବା ପରେ ରାମଗିରି…
ଅଧିକ ଖବର ଦେଖନ୍ତୁ...

ଫୋନ ଇନ ପ୍ଲିଜ: ଟ୍ରେନ ଦୁର୍ଘଟଣା ରୋକିବା ପାଇଁ କବଚ ଲଗାଇବାରେ ଅସୁବିଧା କେଉଁଠି

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣା ମନୁଷ୍ୟକୃତ ତ୍ରୁଟି। ରେଳମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରୁ ଏକଥା ଏକପ୍ରକାର ସ୍ପଷ୍ଟ ହୋଇସାରିଲାଣି। ତେଣୁ ଯେଉଁମାନଙ୍କ ପାଇଁ ଏତେବଡ଼ ଗୋଟାଏ ବିପର୍ଯ୍ୟୟ ଘଟିଗଲା, ସେମାନଙ୍କ ବିରୋଧରେ ନିହାତି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରି। ତେବେ…
ଅଧିକ ଖବର ଦେଖନ୍ତୁ...

ଆଇସକ୍ରିମ୍ ଖାଇ ୧୦୦ରୁ ଅଧିକ ଅସୁସ୍ଥ: ଅଧିକାଂଶ ଦୁଇରୁ ତିନି ବର୍ଷର ଶିଶୁ

ସୁନାବେଢା/ସେମିଳିଗୁଡା: ଆଇସକ୍ରିମ୍ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ଗତକାଲି ସେମିଳିଗୁଡା ବ୍ଲକର ବଦଳିଗୁଡ଼ା,ଘାଟଗୁଡା ଓ ଦୁଧାରୀ…
ଅଧିକ ଖବର ଦେଖନ୍ତୁ...

ଆଇସକ୍ରିମ ଖାଇ ୫୦ ଅସୁସ୍ଥ

କୋରାପୁଟ: ଆଇସକ୍ରିମ ଖାଇଁ କୋରାପୁଟ ଜିଲ୍ଲାର ୩ ଗ୍ରାମର ପ୍ରାୟ ୫୦ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଅସୁସ୍ଥମାନେ ହେଲେ ବଦଳିଗୁଡା, ଘାଟଗୁଡା, ବୁଧାରୀ ଗାଁର ବାସିନ୍ଦା। ଅସୁସ୍ଥଙ୍କ ମଧ୍ୟରେ ଏକାଧିକ ମହିଳା ଓ ଶିଶୁ ଅଛନ୍ତି। ସମସ୍ତେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇପଡିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସତୀଗୁଡା ଡ୍ୟାମ ଓ ୱେଲୋ ବ୍ରିଜ୍ ସୌନ୍ଦର୍ଯ୍ୟକରଣ ମନ୍ଥରଗତି

ଜୟପୁର:ସତୀଗୁଡା ଡ୍ୟାମ୍  ଓ ଏହା ପରିସରରେ ଥିବା ୱେଲୋ ବ୍ରିଜ୍ର ସୌନ୍ଦର୍ଯ୍ୟକରଣ କାମ ମନ୍ଥରଗତିରେ ଚାଳିଛି।  ଉପରକୋଲାବ ଜଳସେଚନ ପ୍ରକଳ୍ପ ପକ୍ଷରୁ ଗୋଟିଏ ନିର୍ମାଣର କିଛି ବର୍ଷର ଅନ୍ତରାଳରେ ଆଉ କିଛି ବର୍ଷ ପରେ ନିର୍ମାଣ କରାଯାଉଛି।  ଏହି କ୍ରମରେ ଏବେ ପୁଣି ଶିଶୁ ଉଦ୍ୟାନ ଓ ବଗିଚା…
ଅଧିକ ଖବର ଦେଖନ୍ତୁ...

ପାଚେରୀରେ ସୀମିତ ବିକ୍ରମଦେବ ଷ୍ଟାଡିୟମ୍‌

ଜୟପୁର: ଜୟପୁରରେ ପର୍ଯ୍ୟାପ୍ତ ପରିମାଣ କ୍ରୀଡାବିତ୍‌ ରହିଛନ୍ତି ତେବେ କ୍ରୀଡା ବିକାଶର ଆନୁସଙ୍ଗିକ ଭିତ୍ତିଭୁମି ନାହିଁ। ବିକ୍ରମ‌ ଦେବ ଷ୍ଟାଡିୟମଟି କେବଳ ଚାରିପଟେ ପାଚେରୀ ଓ ଗୋଟିଏ ପଟେ ଦର୍ଶକ ଗ୍ୟାଲେରୀକୁ ବାଦ୍‌ ଦେଲେ ସେଭଳି କିଛି ଆଖି ଦୃଷ୍ଟିଆ ବିକାଶ ହୋଇପାରିନି। ପାଚେରୀ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...