ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ବେପାରୀଙ୍କ ନିୟନ୍ତ୍ରଣରେ ରସୁଣ: ଅମଳ ବେଳେ ବି କିଲୋ ୪୦୦

କୋରାପୁଟ: ରାଜ୍ୟ ବାହାର ବେପାରୀଙ୍କ କାରସାଦି ଯୋଗୁ କୋରାପୁଟ ଜିଲ୍ଲାରେ ଚଳିତବର୍ଷ ଅମଳବେଳେ ରସୁଣ ଦର ପ୍ରାୟ ଦୁଇଗୁଣା ପର୍ଯ୍ୟନ୍ତ ବଢ଼ିଛି। ଦର ବୃଦ୍ଧି ସତ୍ତ୍ବେ ଜିଲ୍ଲାର ଚାଷୀ ବିଶେଷ ଲାଭ ପାଇନାହାନ୍ତି। ବେପାରୀଙ୍କ ନିୟନ୍ତ୍ରଣରେ ରସୁଣ ରହିଥିବାରୁ ବଜାରରୁ ଏକପ୍ରକାର ଉଭାନ…
ଅଧିକ ଖବର ଦେଖନ୍ତୁ...

ଗ୍ରାହକଙ୍କ ୬୫ଲକ୍ଷ ଫେରସ୍ତ ଦାବିରେ ଉପଜିଲ୍ଲାପାଳଙ୍କୁ ଘେରିଲେ ନି‌ର୍ଦ୍ଦେଶକ, ଏଜେଣ୍ଟ ଓ ଜମାକାରୀ

ଜୟପୁର: ଲାଇଫଲାଇନ୍ ସମବାୟ ସମିତିର ସଂପାଦକ ୩୦୦ରୁ ଊର୍ଦ୍ଧ୍ବ ଗ୍ରାହକଙ୍କ ୬୫ଲକ୍ଷ ଟଙ୍କା ଫେରାଉ ନଥିବା ଅଭିଯୋଗ କରି ସମିତିର ସଭାପତି, ନିର୍ଦ୍ଦେଶକ, ଏଜେଣ୍ଟ ଓ ଜମାକାରୀ ଆଦି ଉପଜିଲ୍ଲାପାଳଙ୍କୁ ଘେରାଉ କରିଛନ୍ତି। ବାରମ୍ବାର ଥାନାରେ ଏତଲା ଦେବା ସହ ଉପଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

୪୦ଫୁଟ ଚଉଡ଼ା ରାସ୍ତା ମାପ ଚୁପକୁ ବିରୋଧ: ୩୦ଫୁଟ କରିବାକୁ ଦାବି

ଜୟପୁର: ଜୟନଗରଛକରୁ ଭୁତନାଥ ଶ୍ମଶାନ ପର୍ଯ୍ୟନ୍ତ ୪୦ଫୁଟର ଓସାର ରାସ୍ତା କରିବ ପୌରପାଳିକା। ମଙ୍ଗଳବାର ମାପଚୁପ କରିବାକୁ ପୌରପାଳିକା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଏହି ବିଞପ୍ତିକୁ ବିରୋଧ କରି ଗତ କାଲି ଜୟନଗର ଅଂଚଳର ବ୍ୟବସାୟୀମାନେ ଉପଜିଲ୍ଲାପାଳ ପ୍ରଭାତ କୁମାର…
ଅଧିକ ଖବର ଦେଖନ୍ତୁ...

ମାଓବାଦୀ ଆକ୍ରମଣରେ ୩ ଯବାନ ସହିଦ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଓ ସୁକମା ଜିଲ୍ଲା ସୀମା ଟେକଲଗୁଡ଼େମ୍‌ରେ ବଡ଼ ଧରଣର ଆକ୍ରମଣ କରିଛନ୍ତି ମାଓବାଦୀ। ପୁଲିସ କ୍ୟାମ୍ପ୍‌ ନିକଟରେ ଅତର୍କିତ ଆକ୍ରମଣ ଯୋଗୁଁ ୩ଜଣ ଯବାନ ସହିଦ ହୋଇଛନ୍ତି। ଏମାନେ ହେଲେ କୋବ୍ରା-୨ ବାଟାଲିୟନ୍‌ର ଦେବନ ସି, ପବନ କୁମାର ଏବଂ…
ଅଧିକ ଖବର ଦେଖନ୍ତୁ...

ପୁଷପୁନି-୨୦୨୪ ଷଷ୍ଠ ସଂଧ୍ୟା: ମଂଚସ୍ଥ ହେଲା ଦେଶିଆ ନାଟ

ଜୟପୁର: କୋରାପୁଟ କଳା ଓ କଳାକାର ପକ୍ଷରୁ ସରକାରୀ ଉଚ୍ଚବିଦ୍ୟାଳୟ ପଡ଼ିଆରେ ଆୟୋଜିତ ପୁଷପୁନି-୨୦୨୪ର ଷଷ୍ଠସଂଧ୍ୟାରେ ଦେଶିଆ ନାଟ ମଂଚସ୍ଥ  ହୋଇଥିଲା।  ଆବାହକ ତଥା ସଭାପତି ଧିରେନ୍ ମୋହନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏସଡିସି ଅଧ୍ୟକ୍ଷ ଚନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ମହିଳାଙ୍କ ସୁରକ୍ଷା, ମୌଳିକ ଅଧିକାର ପହଞ୍ଚାଇବା ପ୍ରାଥମିକ ଲକ୍ଷ୍ୟ: ମିନାକ୍ଷୀ

ଜୟପୁର: ବିବାଦୀୟସ୍ଥିତିରେ ଜିଲ୍ଲା କଂଗ୍ରେସ ସଭାପତି ପଦବିରୁ ହଟାଯାଇଥିବା ମିନାକ୍ଷୀରାଣୀ ବାହିନୀପତିଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟି ରାଜ୍ୟ ସଭାନେତ୍ରୀ ଭାବେ ନିଯୁକ୍ତି ଦେଇଛି। ଏହି ଖବର ଜୟପୁରରେ ପହଚିଂବା ପରେ କଂଗ୍ରେସ କର୍ମୀ ମହଲରେ ଉତ୍ସାହ ଦେଖିବାକୁ ମିଳିଛି। ୨୦୦୯ ମସିହାରୁ…
ଅଧିକ ଖବର ଦେଖନ୍ତୁ...

ଚାକିରି କରିବାର ୩ବର୍ଷ ମଧ୍ୟରେ ଜଳସେଚନ ବିଭାଗ ଯନ୍ତ୍ରୀଙ୍କ ସଂପତ୍ତି ୨ କୋଟି ୪୫ଲକ୍ଷରୁ ଊର୍ଦ୍ଧ୍ବ

ଜୟପୁର: ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନସ୍ ହାତରେ ଧରାପଡିଛନ୍ତି ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ସଂଜୟ ମହାନ୍ତି। ନିୟମିତ ସରକାରୀ ଚାକିରି କରିବାର ମାତ୍ର ୩ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ଜମା କରିଥିବା ଅଭିଯୋଗ ଜୟପୁର ଭିଜିଲାନସ୍ ଏସପିଙ୍କ ନିକଟରେ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ଉଦଘାଟନର ୯ମାସ ପରେ ବି କାର୍ଯ୍ୟକ୍ଷମ ହୋଇନି ରୋଗୀ ସହାୟକଙ୍କ ବିଶ୍ରାମ ଭବନ

ଜୟପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ କୋଟି ୨୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ରୋଗୀ ସହାୟକ ଭବନ ଗତ ୯ମାସ ତଳେ ଲୋକାର୍ପିତ ହୋଇଥିଲା। ତେବେ ଏଯାଏଁ ଏହା କାର୍ଯ୍ୟକାରୀ ହୋଇ ନ ପାରି ଯେଉଁ ଲକ୍ଷ୍ୟରେ ଏହା ନିର୍ମାଣ କରାଯାଇଛି ତାହା ସାଧିତ ହୋଇପାରିନି। ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଚୁକ୍ତିନାମାକୁ ବିତିଲା ବର୍ଷେ, ଡିଜାଇନରେ ଅଟକିଛି ପାତ୍ରପୁଟ ବ୍ରିଜ୍ ନିର୍ମାଣ :ପୁରୁଣା ବ୍ରିଜର ସୁରକ୍ଷା କରିବ କିଏ ?

ଜୟପୁର: ଜୟପୁର- ମାଲାକାନଗିରି ବିଜୟୱାଡା ରାଂଚି କରିଡ଼ର ଜାତୀୟ ରାଜପଥ ୩୨୬ରେ ଜୟପୁର ବ୍ଲକର ପାତ୍ରପୁଟରେ ୧୮.୭୧କୋଟି ଟଙ୍କାରେ ନିର୍ମାଣ ହେବ ନୂଆ ବ୍ରିଜ୍। ବ୍ରିଜ୍ ପାର୍ଶ୍ବରେ ୨ଟି ବଡ଼ ବ୍ରିଜ୍ ଓ ଗୋଟିଏ ସାନ କଲଭର୍ଟ ସହ ରାସ୍ତା ନିର୍ମାଣ ପାଇଁ ଠିକା ସଂସ୍ଥା ସହ ବର୍ଷକ ତଳେ ଚୁକ୍ତିନାମା…
ଅଧିକ ଖବର ଦେଖନ୍ତୁ...

ପାହାଡ଼ ଉପରେ ଗାଁ: ରାସ୍ତା ଓ ପାଣି ସହ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ୬୦ ପରିବାର

ବୈପାରିଗୁଡ଼ା: କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବୋଦାପୁଟ ପଞ୍ଚାୟତର ଅପହଞ୍ଚ ଗ୍ରାମ ହେଉଛି ତୋକାଲ। ପାହାଡ଼ ଉପରେ ଏହି ଗ୍ରାମର ଲୋକମାନେ ବର୍ଷ ବର୍ଷ ଧରି ମୌଳିକ ସୁବିଧାରୁ ସଂପୂର୍ଣ୍ଣ ରୂପେ ବଞ୍ଚିତ। ୬୦ ପରିବାର ବିଶିଷ୍ଟ ତୋକାଲ ଗ୍ରାମର ସମସ୍ତେ ଆଦିବାସୀ ଗୋଷ୍ଠୀର। ଏହି…
ଅଧିକ ଖବର ଦେଖନ୍ତୁ...