ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ଐତିହ୍ୟ ଖୋଜୁଛି ଜୟପୁରର ପୁରାତନ ୫ଟି ପୋଖରୀ

ଜୟପୁର : ଜୟପୁର ରାଜବ˚ଶ ପ୍ରତିଷ୍ଠା ସମୟରୁ ଜୟପୁର ସହରରେ ରହିଛି ଏକାଧିକ ଐତିହ୍ୟ ସମ୍ପନ୍ନ ପୋଖରୀ। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି ପୋଖରୀ ଗୁଡିକ ନିଜର ସ୍ଥିତି ହରାଇବା ସହ ଇତିହାସ ପାଲିଟିବାକୁ ବସିଲାଣି। ସହରବାସୀଙ୍କ ପାନୀୟ ଜଳ ଠାରୁ ଆରମ୍ଭ କରି ଗାଧୁଆପାଧୁଆ ପାଇଁ ରାଜରାଜୁଡ଼ା…
ଅଧିକ ଖବର ଦେଖନ୍ତୁ...

ନାର୍ସୁଲ କାମୁଡ଼ି କୋରାପୁଟ ଜିଲ୍ଲାପରିଷଦ ଉପାଧ୍ୟକ୍ଷ, ବିଦ୍ରୋହୀ ପ୍ରାର୍ଥୀ ବିଜେଡିରୁ ନିଲମ୍ବିତ

କୋରାପୁଟ : କୋରାପୁଟ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ମଧ୍ୟରେ ରହିଥିବା ଫାଟ ପଦାରେ ପଡ଼ିଛି। ଦଳୀୟ ନେତାଙ୍କ ନିର୍ଦେଶକୁ ଖୋଲାଖୋଲି ଅବମାନନା କରି ମଇଦାନକୁ ଓହ୍ଲାଇଥିଲେ ପାର୍ବତୀ ମସ୍ତି। ଶେଷରେ, ସେ ପରାସ୍ତ ‌େହାଇ ଦଳରୁ ନିଲମ୍ବିତ ହୋଇଛନ୍ତି। ଅପରପକ୍ଷେ, ନାର୍ସୁଲ…
ଅଧିକ ଖବର ଦେଖନ୍ତୁ...

ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହକୁ ପୁଲିସ କାନ୍ଧେଇଲା ୨କିମି

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ କେନ୍ଦୁପାଇ ନଦୀରୁ ଜଣେ ଅଚିହ୍ନା ବ୍ୟକ୍ତିର ମୃତଦେହକୁ ପୁଲିସ୍‌ ଉଦ୍ଧାର କରିଛିା ସ୍ଥାନୀୟ ଲୋକେ କେନ୍ଦୁପାଇର ଜଣେ ଯୁବକର ମୃତଦେହ ଭାସୁଥିବା ନେଇ ପୁଲିସକୁ ଖବର ଦେଇଥିଲୋ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା କିନ୍ତୁ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି : ଅଧ୍ୟାପକ ଦାବିରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

କୋରାପୁଟ : ଅଧ୍ୟାପକ ନାହାନ୍ତି। ଫଳରେ ପାଠପଢା ହୋଇପାରୁନି। ତେଣୁ ତୁରନ୍ତ ଅଧ୍ୟାପକ ନିଯୁକ୍ତ ଦାବିରେ ଆଜି ସୁନାବେଡାସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି। ସୂଚନା ଅନୁସାରେ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନାହାନ୍ତି। କିଛି ବିଭାଗରେ…
ଅଧିକ ଖବର ଦେଖନ୍ତୁ...

ଡିଏମ୍‌ଏଫ୍‌ ପାଣ୍ଠିରେ ବାବୁଙ୍କ ପ୍ରକୋଷ୍ଠ ନିର୍ମାଣ

କୋରାପୁଟ : କୋରାପୁଟରେ ଜିଲ୍ଲା ଖଣିଜ ପାଣ୍ଠିକୁ (ଡିଏମଏଫ) ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଯେଉଁ ଉଦ୍ଦେଶ୍ୟରେ ଏହି ଅର୍ଥକୁ ବିନିଯୋଗ କରାଯିବା କଥା ତାହା ହେଉନାହିଁ। ବରଂ, ଏହି ଅର୍ଥକୁ ସରକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ମରାମତି ସାଂଗକୁ ଦାମୀ ଆସବାବପତ୍ର କିଣାରେ ବିନିଯୋଗ…
ଅଧିକ ଖବର ଦେଖନ୍ତୁ...

ସରସ୍ୱତୀ ଶିଶୁ ମନ୍ଦିରରେ ବିଜ୍ଞାନମେଳା ଅନୁଷ୍ଠିତ

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଶନିବାର ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛିା ଛୋଟ ଛୋଟ ଶିଶୁମାନଙ୍କ ମନରେ ବିଜ୍ଞାନ ପ୍ରତି ରୁଚି ସୃଷ୍ଠିକରିବା, ନୂତନ ପଦାର୍ଥର ଉଦ୍‌ଭାବନ ଓ ଆବିଷ୍କାରର ଭାବନା ନେଇ ଏହି ମେଳାର ଆୟୋଜନ କରାଯାଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଠାରୁ ଲକ୍ଷେ ୯୧ ହଜାର ଟଙ୍କା ଜବତ

ଜୟପୁର: ମାଲକାନଗିରି ଜିଲ୍ଲା ଯୋଗାଣ ଅଧିକାରୀଙ୍କର ଠାରୁ ଶନିବାର ଅପରାହ୍ଣରେ ଭିଜିଲାନ୍ସ ଅଧିକାରୀମାନେ ୧ ଲକ୍ଷ ୯୧ ହଜାର ଟଙ୍କା ଜବତ କରିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଭିଜିଲାନ୍ସ ବିଭାଗ କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ବ୍ଲକ ଅନ୍ତର୍ଗତ ଦଶମନ୍ତପୁରରେ ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ମାଟି ଅତଡ଼ା ଧସି ଦୁଇ ଜଣଙ୍କ ମୃତ୍ୟୁ ଘଟଣା : ଯନ୍ତ୍ରୀଙ୍କ ବିରୋଧରେ ମାମଲା, ପ୍ରତିବାଦରେ ବ୍ଲକ୍‌ କର୍ମଚାରୀ କଲମ…

କୋରାପୁଟ : ମାଟି ଅତଡା ଧସି ବନ୍ଧୁଗାଁରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ସୃଷ୍ଟି ହୋଇଛି ଜଟିଳ ପରିସ୍ଥିତି। ଏହି ଘଟଣାରେ ବନ୍ଧୁଗାଁ ବ୍ଲକର ଜଣେ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ। ଏପରିକି ତାଙ୍କୁ ଥାନାକୁ ନେଇ ପଚରାଉଚୁରା କରିଛି। ଅପରପକ୍ଷରେ ଏହାର…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ୟଚ୍ୟୁତ ହେଲାଣି ମନରେଗା, ୧୪ ବ୍ଲକରେ ଏକ ଲକ୍ଷ ହିତାଧିକାରୀଙ୍କୁ ମିଳିନି ୩୨୩୯ କୋଟି ଟଙ୍କା

ଜୟପୁର : ଉପା ସରକାରଙ୍କର ମହତ୍ବାକାଂକ୍ଷୀ ଯୋଜନା ହେଉଛି ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ମନରେଗା। ଅଣକୁଶଳ କାର୍ଯ୍ୟ ପାଇଁ ପ୍ରତି ପରିବାରର ଶ୍ରମିକଙ୍କୁ ୧୦୦ଦିନର କାର୍ଯ୍ୟ ଦେବାକୁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଏହି ଯୋଜନା। କିନ୍ତୁ ଏହି ଯୋଜନା…
ଅଧିକ ଖବର ଦେଖନ୍ତୁ...

ଆବାସ ଯୋଜନା ଦିଗହରା : ହିତାଧିକାରୀଙ୍କୁ ମିଳୁନି ବାସଗୃହ, ଦଦରା କୁଡ଼ିଆରେ ବିତୁଛି ଜୀବନ

ବୈପାରିଗୁଡା : ସରକାରଙ୍କ ଅନେକ ଯୋଜନା ରହିଛି। ସେଥିମଧ୍ୟରେ ମଣିଷର ମୌଳିକ ଆବଶ୍ୟକତା ବାସଗୃହ ଯୋଜନା ମଧ୍ୟ ରହିଛି। କିନ୍ତୁ ପରିଚାଳନାଗତ ତ୍ରୁଟି ଏବଂ କ୍ଷେତ୍ରକର୍ମଚାରୀଙ୍କ ଅବହେଳା ଯୋଗୁଁ ଯୋଜନା ଦିଗହରା ହେବାକୁ ବସିଲାଣି। ରହିବାକୁ ଗୃହ ନଥିବାରୁ ଅତି ଦୟନୀୟ ଅବସ୍ଥାରେ ବାସି କରୁଛନ୍ତି…
ଅଧିକ ଖବର ଦେଖନ୍ତୁ...